Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢ଼ିଲା ଲକଡାଉନ କମିଲା ଚାହିଦା; କ’ଣ ରହିଛି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: କରୋନାଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ସାରାଦେଶରେ ଲକଡାଉନର ଅବଧିକୁ ଆସନ୍ତା ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଲକଡାଉନ ଯୋଗୁଁ ଅତି ଆବଶ୍ୟକ କାମ ଛଡା ଜନସାଧାରଣ ଘରୁ ନ ବାହାରିବା ପାଇଁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଲୋକ ଘରେ ରହୁଥିବା କାରଣରୁ ପେଟ୍ରୋଲ ଓ…

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ । View this post on Instagram A post shared by…

କରୋନା କବଳରେ ବିଶ୍ୱ: ୧ ଲକ୍ଷ ୨୬ ହଜାର ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୯ ଲକ୍ଷ ୭୯ ହଜାର ୪୪୭ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଲକ୍‌-ଡାଉନରେ ଦର୍ଶକଙ୍କ ମନୋରଂଜନ କରିବ ହନିି ସିଂଙ୍କ ମସ୍କୋ ସୁକା !

ମୁମ୍ବାଇ: କରୋନାମହାମାରୀରେ ପ୍ରଥମ ଅଫିସିଆଲ ଟ୍ରାକ୍ ଭାବେ ରିଲିଜ ହୋଇଛି ରାପର ହନିଂ ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ମସ୍କୋ ସୁକା । ଏହି ଗୀତରେ ପୁଣିଥରେ ସିଙ୍ଗର ନେହା କକ୍କର ହନି ସିଂଙ୍କ ସହ ଯୋଡି ହୋଇଛନ୍ତି । Droppin’ this track on heavy public demand to make your…

କରୋନା ଅପଡେଟ୍: ଭାରତରେ ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୧,୪୩୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି । ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ…

‘ପିଏମ୍ କେୟାର୍ସ ପାଣ୍ଠି’କୁ ୧୦୦ କୋଟି ଦେଲା ପେଟିଏମ୍ !

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ କହିଛି ଯେ ଏହା ପିଏମ୍ - କେୟାର୍ସ ପାଣ୍ଠିରେ ୧୦୦ କୋଟିରୁ ଅଧିକ ଟଙ୍କା ଯୋଗଦାନ କରିଛି।  ଏହି ପାଣ୍ଠି କରୋନାଭାଇରସ୍ ରୋଗ ସହିତ ଲଢ଼ିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି |  ଏହି ପାଣ୍ଠିରେ ୫୦୦ କୋଟି ଟଙ୍କା ଦାନ କରାଯିବ ବୋଲି…

ଟିକଟକକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗୁଲ କରୁଛି ଯୋଜନା, ଖୁବଶୀଘ୍ର କରିବ ସର୍ଟ ଭିଡିଓ ପ୍ଲାଟଫର୍ମ ଲଞ୍ଚ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସର୍ବାଧିକ ଅଂଶୀଦାରିତ ବିଷୟବସ୍ତୁ ହେଉଛି ଟିକଟକରେ ନିର୍ମିତ କ୍ଷୁଦ୍ର ଭିଡିଓ |  କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରୁଥିବା ଏକ ଆପ୍ ଟିକଟକ ନାମରେ ବାଇଟ୍ ଡାନ୍ସ କମ୍ପାନୀ  ବିଶ୍ୱବ୍ୟାପୀ ପ୍ରସିଦ୍ଧ ହୋଇଛି |  କିନ୍ତୁ ବର୍ତ୍ତମାନ ବିଶ୍ୱର ଏକ ନମ୍ବର କମ୍ପାନୀ…

କରୋନା କଷଣ: ଘରକୁ ଫେରିବା ପାଇଁ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ଭିଡ

ମୁମ୍ବାଇ : ଟ୍ରେନ ଚଳାଚଳ ନେଇ ଏକ ଗୁଜବ ପରେ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଛି । ଲକ୍‌ଡାଉନ ପରେ ସ୍ଥିତି ଖରାପ ହୋଇଥିବାରୁ ଟ୍ରେନ ଚଳାଚଳ ଖବର ଶୁଣି ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିଯିବାକୁ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଥିଲା ।…

ଲୁଚିପାରିବନି କରୋନା ତଥ୍ୟ; ଫେସବୁକ୍‌, ଗୁଗୁଲ୍ କରିବେ ସାହାଯ୍ୟ !

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଏହି ଖବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ |  ବିଶ୍ୱର ବୃହତ୍ତମ ଇଣ୍ଟରନେଟ୍ କମ୍ପାନୀ ଫେସବୁକ୍ ଏବଂ ଗୁଗଲ୍ ବିଭିନ୍ନ ଦେଶମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି।  କମ୍ପାନୀ ବିଭିନ୍ନ ଦେଶକୁ ଟ୍ରାକିଂ ସୂଚନା ପ୍ରଦାନ କରିବ…