Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପରଷ୍ଟାର ବିଜୟଙ୍କ ପୁଅ କାନାଡାରେ ଫସିଯାଇଛନ୍ତି

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟ ଏବେ ତାଙ୍କ ପୁଅ ସଞ୍ଜୟଙ୍କୁ ନେଇ ଚିନ୍ତାରେ ଅଛନ୍ତି । ପାଠ ପଢ଼ିବାକୁ କାନାଡା ଯାଇଥିବା ସଞ୍ଜୟ ଏବେ କରୋନା ଭାଇରସ ଯୋଗୁ ସେଠାରେ ଫସିଯାଇଛନ୍ତି । କାନାଡାରେ ଅନ୍ୟ ଦେଶ ପରି କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରି ନାହିଁ । ତଥାପି ପୁଅ ନେଇ ସେ…

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କ୍ୱାରେଂଟାଇନରେ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜଣେ କରୋନା ସଂକ୍ରମିତ ବିଧାୟକଙ୍କ ସହ ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ କ୍ୱାରେଂଟାଇନରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ଖବର ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସେକ୍ରେଟେରୀ ଅଶ୍ୱୀନ କୁମାର କହିଛନ୍ତି…

ଭାରତର ୪ ରାଜ୍ୟରେ ବାଦୁଡି ନିକଟରୁ ମିଳିଲା କରୋନା ଭାଇରସ!

ନୂଆଦିଲ୍ଲୀ: ଭାରତର ୪ଟି ରାଜ୍ୟର ବାଦୁଡିଙ୍କ ନିକଟରେ କରୋନା ଭାଇରସ ରହିଥିବା ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । କେରଳ, ହିମାଚଳ, ତାମିଲନାଡୁ ଓ ପୁଡୁଚେରୀରୁ ସଂଗ୍ରହ କରାଯାଇଥିବା ବାଦୁଡିଙ୍କ ନିକଟରୁ କୋଭିଡ-୧୯ର ଭାଇରସ ସାର୍ସ ସିଓବି ୨…

ଲକଡାଉନ ପାଇଁ ଅଜଣା ଗାଁରେ ଫସିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, କିପରି କଟୁଛି ତାଙ୍କ ଜୀବନ ଜାଣନ୍ତୁ

ମୁମ୍ବାଇ: ଟେଲି ଜଗତରେ ପ୍ରସିଦ୍ଧ ଅଭିନେତ୍ରୀ ରତନ ରାଜପୁତ ଲକଡାଉନ ଯୋଗୁଁ ବିହାରର ଏକ ଗାଁରେ ଫସି ରହିଛନ୍ତି। ଏହି ଗାଁ ରତନଙ୍କର ନୁହେଁ କିନ୍ତୁ ଆଖପାଖର ଲୋକମାନେ ତାଙ୍କ ପରି ଅଟନ୍ତି । ସାହାଯ୍ୟ କରିବା ପାଇଁ ସମସ୍ତେ ଆଗକୁ ଆସନ୍ତି । ଗାଁଲୋକ ରହିବା ପାଇଁ ତାଙ୍କୁ ଘର ଦେଇଛନ୍ତି। ରତନ…

ଲକଡାଉନ୍‌ ନୂଆ ଗାଇଡଲାଇନ୍: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ କେନ୍ଦ୍ରର ଏହି ନୂଆ ଗାଇଡ ଲାଇନ୍‌ରେ କାହା ଉପରେ ରହିଛି କଟକଣା ଆଉ କାହା ଉପରୁ କୋହଳ କରାଯାଇଛି କଟକଣା ସେ ନେଇ ଆସନ୍ତୁ ଜାଣିବା । କ’ଣ ବନ୍ଦ ରହିବ -ବସ୍‌,…

ଲକଡାଉନ୍ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିବା ପରେ ଆଜି ଆସିଛି ନୂଆ ଗାଇଡଲାଇନ୍ । ବାହାରକୁ ବାହାରିଲେ ମାସ୍କ ପିନ୍ଧିତା ବାଧ୍ୟତା ମୂଳକ କରାଯାଇଛି । ସେହିପରି ସର୍ବସାଧାରଣରେ ଛେପ ପକାଇବା ବାରଣ କରାଯାଇଛି ।…

କରୋନା ଅପଡେଟ୍‌; କାହିଁକି ଚର୍ଚ୍ଚାରେ ଆସାମ୍ ଟ୍ରାଫିକ ପୋଲିସ୍ ?

ଆସାମ: ସୋସିଆଲ୍ ମିଡିଆରେ ଭାଇରାଲ୍ ଆସାମ୍ ଟ୍ରାଫିକ ପୋଲିସଙ୍କ ଭିଡିଓ । ଲକ୍‌-ଡାଉନ୍ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ନଜର ଆସିଥିଲେ ଆସାମ ଟ୍ରାଫିକ୍ ପୋଲିସ । #WATCH Assam: Traffic Police personnel in Guwahati…

ଆମେରିକାର ମୃତ୍ୟୁର ତାଣ୍ଡବ: ୨୪ ଘଣ୍ଟାରେ କରୋନା ନେଲା ୨ ହଜାରରୁ ଅଧିକ ମୁଣ୍ଡ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୨ ହଜାର ୨୨୮ ଜଣଙ୍କ…

କରୋନା ମହାମାରୀ ପ୍ରଭାବ; ବିଜ୍ଞାପନ ଦର ହ୍ରାସ କଲା ଫେସ୍‌ବୁକ୍ !

ସାନ୍ ଫ୍ରାନ୍ସିସ୍କୋ: ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସ୍ପଷ୍ଟ ଦେଖିବାକୁ ମିଳିଛି କରୋନା ମହାମାରୀ ପ୍ରଭାବ । ଶେଷରେ ବିଜ୍ଞାପନ ଦର ହ୍ରାସ କଲା ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ । #Facebook has reportedly cut its advertisement rates by nearly…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଅଟକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁ ଏଚ ଓ) କରୋନା ଭାଇରସର ମାରାତ୍ମକତାକୁ ଲୁଚାଇ ରଖିବା ଅଭିଯୋଗ କରିଛି ଆମେରିକା । ଏଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଯୋଗାଇବା ବନ୍ଦ କରିଥିବା ଆମେରିକା ଘୋଷଣା କରିଛି। ଏକ ବକ୍ତବ୍ୟରେ ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ…