Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଅପଡ଼େଟ୍‌: ଭାରତରେ ୫୦୫ ନୂଆ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଟପିଯିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୦୫ଟି ନୂଆ କେସ୍ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବାର ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ତବଲିଗ୍ ଜମାତ ମୁଖ୍ୟ ପାଇଁ ବେକ କାଟିବାକୁ ପ୍ରସ୍ତୁତ ଯୁବକ ନାମରେ ଏଫଆଇଆର

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜର ମୌଲାନା ମହମ୍ମଦ ସାଦ୍ ପାଇଁ ମୁଁ ନିଜ ବେକ କାଟିବାକୁ ପ୍ରସ୍ତୁତ ଅଛି ବୋଲି ମୋହକମ ପହଲିୱାନ କହିଥିଲେ । ଗତିଶୀଳ ସମାଜବାଦୀ ପାର୍ଟିର ଏହି ନେତାଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସଙ୍ଗେ ସଙ୍ଗେ ଏଫଆଇଆର ରୁଜୁ କରିଥିଲା । ଏଫଆଇଆର ରୁଜୁ ହେବା ପରେ ମୋହକମ ଭୟରେ…

୮୯ ବର୍ଷ ବୟସରେ ବାପା ହେବେ ଫର୍ମୁଲା ୱାନର ପୂର୍ବତନ ବସ୍‌

ଲସ ଆଞ୍ଜେଲ୍ସ: ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ଣ୍ଣି ଇକେଲଷ୍ଟୋନ୍ ୮୯ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି । ବିଶ୍ୱାସ ନ ହେଉ ଥିଲେ ମଧ୍ୟ ଏହା ସତ୍ୟ । ଇକେଲଷ୍ଟୋନ୍ ଏବଂ ତାଙ୍କ ୪୪ ବର୍ଷୀୟ ପତ୍ନୀ ଫାବିୟାନା ଫ୍ଲୋସି ଏହି ଘୋଷଣା କରିଛନ୍ତି । ଜୁଲାଇରେ ତାଙ୍କ ଆଶା ଓ ସ୍ୱପ୍ନ ସାକାର ହେବ…

ଭାରତ,ପାକିସ୍ତାନ ଓ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣର କୋଭିଡ-୧୯ ଟେଷ୍ଟ କରାଯାଉ ନାହିଁ : ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଏସୀୟ ଦେଶମାନଙ୍କ ମଧ୍ୟରେ ବିଶେଷ କରି ଭାରତ, ପାକିସ୍ତାନ ଓ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣର କୋଭିଡ-୧୯ ଟେଷ୍ଟ କରାଯାଉ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ବିଶ୍ୱର ସମୁଦାୟ ଜନ ସଂଖ୍ୟାର ୨୫ ପ୍ରତିଶିତ ଲୋକ ଏହି ଦେଶଗୁଡିକରେ ରହୁଛନ୍ତି । ୧୦…

ବାହାରେ ଗୁଟଖା, ପାନଛେପ ପକାନ୍ତୁ ନାହିଁ; ଜନସାଧାରଣଙ୍କୁ ‘ଆଇସିଏମଆର’ର ନିବେଦନ

ନୂଆଦିଲ୍ଲୀ: ବାହାରେ ପାନ କିମ୍ବା ଗୁଟଖା ଛେପ ନପକାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) । ଦେଶର ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ସୂଚନା ଦେଇ କହିଛି ଯେ, ପାନ, ଗୁଟକା ପରି ତମ୍ବାଖୁ ଦ୍ରବ୍ୟ ତଥା ଗୁଆ ଖାଇବା ଦ୍ୱାରା…

କରୋନା ଅପଡେଟ୍‌; ଭାରତ ମର୍କଜରୁ ଦକ୍ଷିଣ ଆଫ୍ରିକା କବରିସ୍ତାନ୍ !

ଦକ୍ଷିଣ ଆଫ୍ରିକା: ନିଜାମୁଦ୍ଦିନ ମର୍କଜରେ ଯୋଗଦେଇଥିଲେ ଦକ୍ଷିଣ ଆଫ୍ରିକୀୟ ମୌଲାନା ୟୁସୁଫ୍ ଟୁଟଲା । ତେବେ ଭାରତରୁ ଦକ୍ଷିଣ ଆଫ୍ରିକା ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଶେଷର ତାଙ୍କ ଜୀବନ ଉପରେ କରୋନା ବିଜୟ ଲାଭ କରିଛି । https://t.co/9pa0sT9eGz | Coronavirus…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୪, ମୃତ୍ୟୁ ସଂଖ୍ୟା ୭୯: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଠାରୁ ୪୭୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ୩୩୭୪କୁ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ…

ମାଲେସିୟାକୁ ଖସିି ଯାଉଥିଲେ ୮ ତବଲ୍ଲିଘି ଜମ୍ମାତ୍ ସଦସ୍ୟ, ଏୟାରପୋର୍ଟରେ ଧରାପଡ଼ିଲେ !

ନୂଆଦିଲ୍ଲୀ: ନିଜାମୁଦ୍ଦିନର ଧର୍ମିୟ ସଭାରେ ଅଂଶଗ୍ରହଣ କରିଥିବା ୮ଜଣ ମାଲେସୀୟ ନାଗରିକ ମାଲେସିଆ ଖସି ଚାଲିଯିବାକୁ ବିମାନରେ ବସି ସାରିଥିଲେ । ମାତ୍ର ସଠିକ୍ ସମୟରେ ଇମିଗ୍ରେସନ କର୍ତ୍ତୃପକ୍ଷ ରବିବାର ଦିନ ସେମାନଙ୍କୁ ସନ୍ଦେହକ୍ରମରେ ପଚରା ଉଚରା କରିବା ପରେ ଏହି ୮ ଜଣ ତବଲ୍ଲିଘି ଜମ୍ମାତର…

ପୁଣି ଛୋଟପରଦାରେ ସାରାଭାଇ v/s ସାରାଭାଇ ଓ ଖିଚଡି, ଜାଣନ୍ତୁ ପ୍ରସାରଣ ସମୟ !

ମୁମ୍ବାଇ: ଦୂରଦର୍ଶନକୁ ଅନୁସରଣ କଲେଣି ଅନ୍ୟ ଟିଭି ଚ୍ୟାନେଲ୍ । ଷ୍ଟାର୍ ଭାରତ୍ ଏବେ ନିଜର ଦୁଇଦୁଇଟି ପପୁଲାର କମେଡି ଟିଭି ସିରିଜର ପୁରୁଣା ଏପିସୋଡ ଗୁଡିକ ପୁନଃ ପ୍ରସାରଣ କରିବ । 16 साल बाद, इंद्रवदन आ रहा है आप से मिलने फिर एक बार! देखिए ''साराभाई Vs साराभाई'', 6…

ହସ୍ପିଟାଲ ଛାତ ଉପରୁ ଡେଇଁ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ମାରାତ୍ମକ ଭୂତାଣୁ କରୋନା । ଏଯାଏଁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲାଣି । ତେବେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧଙ୍କୁ ଟେଷ୍ଟ ପାଇଁ ନିଆଯାଉଥିବା ବେଳେ…