Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ଼-19 ପରିସ୍ଥିତି ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଟେଲିଫୋନ ଯୋଗେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଟାରୋ କୋନୋଙ୍କ ସହ କୋଭିଡ଼-୧୯ ମହାମାରୀ ସଂକ୍ରମଣ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଏବଂ ଏହାର…

ଦେଶର ଅଗମ୍ୟ ଅଞ୍ଚଳରେ ଭାରତୀୟ ଡାକବିଭାଗ ପହଞ୍ଚାଉଛି କୋଭିଡ-19 ନମୁନା ପରୀକ୍ଷା କିଟ୍‌

ନୂଆଦିଲ୍ଲୀ: ଭାରତୀୟ ଡାକବିଭାଗ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ସହ ଏକ ରାଜିନାମା କରିଛି । ଏହି ରାଜିନାମା ବଳରେ ଆଇସିଏମଆରର ୧୬ଟି ଆଞ୍ଚଳିକ ଡିପୋରୁ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମଗୁଡିକୁ…

ବଦନାପୁର-କର୍ମାଡ଼ ଷ୍ଟେସନ ରେଳ ଦୁର୍ଘଟଣା: ରେଳବାଇର ତ୍ଵରିତ ପଦକ୍ଷେପ

ନୂଆଦିଲ୍ଲୀ: ମେ’ ୮, ୨୦୨୦ ଭୋର ୫ଟା ୨୨ ମିନିଟ ସମୟରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାକ୍ରମେ ରେଳ ଧାରଣା ଉପରେ ଶୋଇଥିବା ଲୋକଙ୍କୁ ମନମାଡ଼ ଆଡ଼କୁ ଯାଉଥିବା ଏକ ମାଲବାହୀ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣା ନାନ୍ଦେଡ଼ ଡିଭିଜନ ଅନ୍ତର୍ଗତ ପରଭାନି-ମନମାଡ଼ ସେକ୍ସନର ବଦନାପୁର ଓ କର୍ମାଡ…

ବନ୍ଦ ହେବ ମଦ ଦୋକାନ; ଅନଲାଇନ, ହୋମ୍ ଡେଲିଭରି ବିକ୍ରି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଲକ୍‌ଡାଉନ ସମୟରେ ରାଜ୍ୟରେ ସମସ୍ତ ମଦଦୋକାନ ବନ୍ଦ କରିବା ସହିତ ହୋମ୍ ଡେଲିଭରି କିମ୍ବା ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ…

ଅଣ୍ଡରୱାଲ୍ଡ ଡନ ଅରୁଣ ଗୱାଲିଙ୍କ ଝିଅକୁ ବିବାହ କଲେ ମରାଠି ଅଭିନେତା

ମୁମ୍ବାଇ: ଲକଡାଉନ ନିୟମ ଭିତରେ ଅଣ୍ଡରୱାର୍ଲ୍ଡର ପୂର୍ବତନ ଡନ ଅରୁଣ ଗୱାଲିଙ୍କ ଝିଅ ଯୋଗିତା ଗୱାଲି ଓ ମରାଠି ଅଭିନେତା ଅକ୍ଷୟ ବାଘମାରେଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଦଗଡି ଚଲ ଅଂଚଳରେ ଆୟୋଜିତ ଏହି ବିବାହ ଉତ୍ସବରେ ଉଭୟ ପରିବାରର ୫ଜଣ ଲେଖାଏଁ ସଦସ୍ୟ ଯୋଗ ଦେଇଥିଲେ । ପତି, ପତ୍ନୀ…

ପଂଜାବରେ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟକୁ ଖରାରୁ ବଂଚାଇବା ପାଇଁ ଲୋକେ ପଗଡି ଖୋଲିଦେଲେ

ଚଣ୍ଡୀଗଡ: ପଂଜାବର ନଂବାସହରରେ ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସହରରୁ ୫ କିଲୋମିଟର ଦୂରରେ ବିମାନ ଖସିବା ଦେଖିବା ମାତ୍ରେ ଚାଷ କରୁଥିବା କେତେକ କୃଷକ ସେଠାକୁ ଦୌଡି ଆସିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ପାଇଲଟକୁ ସେମାନେ ସହଯୋଗ କରିବା ସହ ଖରାରୁ ବଂଚାଇବା ପାଇଁ ପଗଡି ଖୋଲି…

ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି…

କାହିଁକି ଜାଣନ୍ତୁ; ପ୍ରତିଦିନ ଡୋନାଲ୍ଡ ଟ୍ରମ୍ପଙ୍କ ହେବ କରୋନା ଟେଷ୍ଟ୍ !

ୱାଶିଂଟନ୍‌: ଆମେରିକାରେ ଏବେ କରୋନା ମହାମାରୀ ଭୀଷଣ ରୂପ ନେଇଛି । ଏହି ମାରାତ୍ମକ ମହାମାରୀ ଦେଶରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏଥିଯୋଗୁଁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବରିଷ୍ଠ ଅଧିକାରୀ ଏହି ଭୂତାଣୁର ଶିକାର ହୋଇଥିବା ବେଳେ ଜଣେ…

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…