Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୋଲିଲା ଚୀନର କୀଟ ପତଙ୍ଗ ଖାଦ୍ୟର ବଜାର

ବେଜିଂ: କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଚୀନରେ ବିଭିନ୍ନ ବଜାର ଖୋଲିବା ଆରମ୍ଭ ହୋଇଛି । ଡେଲି ମେଲ ରିପୋର୍ଟ ମୁତାବକ ଗୁରୁବାର ନାନିଂରେ ଥିବା ଝୋଙ୍ଗଶାନ ରୋଡ ଫୁଡ ଚୀନର କୀଟ ପତଙ୍ଗ ଖାଦ୍ୟର ବଡ ବଜାର ଅଟେ । ଏହା ଏବେ ଗ୍ରାହକଙ୍କ ପାଇଁ ଖୋଲିଛି । ଉହାନ ଠାରୁ ଏହା ୧୩୫୦…

ଲଞ୍ଚ ହେଲା ସାଓମି ମିୟୁ ୧୨; କ’ଣ ରହିଛି ନୂଆ ବୈଶିଷ୍ଟ୍ୟ ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ସାଓମି ମଧ୍ୟ ମି ୧୦ ୟୁଥ୍ ସଂସ୍କରଣ ସ୍ମାର୍ଟଫୋନ୍ ସହିତ ପରବର୍ତ୍ତୀ ପିଢ଼ିର ୟୁଜର୍ ଇଣ୍ଟରଫେସ୍ ମିୟୁ ୧୨ ଲଞ୍ଚ କରିଛି |  ସାଓମି ର ଏହି ନୂତନ ବ୍ୟବହାରକାରୀ ଇଣ୍ଟରଫେସ୍ ସହିତ, କେଉଁ ନୂତନ ବୈଶିଷ୍ଟ୍ୟଗୁଡିକ ଯୋଗ କରାଯାଇଛି ଏବଂ କେଉଁ…

କ୍ଷତି ନ କରି ମାସ୍କ ପିନ୍ଧା କ୍ଷୁଦ୍ର ଗ୍ରହ ପୃଥିବୀ ଅତିକ୍ରମ କଲା

ନୂଆଦିଲ୍ଲୀ: ପୃଥିବୀର କୌଣସି କ୍ଷତି ନ କରି ମାସ୍କ ପିନ୍ଧା କ୍ଷୁଦ୍ର ଗ୍ରହ ଏହାକୁ ଅତିକ୍ରମ କରି ଚାଲିଯାଇଛି । ୧୯ ହଜାର କିଲୋମିଟର ପ୍ରତି ଘଂଟା ବେଗରେ ଭୋର ୩ଟା୩୦ରେ ଏହା ପୃଥିବୀ ଅତିକ୍ରମ କରିଥିଲା । ପୂର୍ବରୁ ନାସା ବୈଜ୍ଞାନିକମାନେ ସ୍ପଷ୍ଟ କରି ଦେଇଥିଲେ ଏଭେରେଷ୍ଟ ଆକୃତିର ଏହି ଗ୍ରହ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଏବେ ଗଡିବନି ଟ୍ରେନ୍‌: କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଗଡିବନି ଟ୍ରେନ୍ । ଉପୁଜିଥିବା ପରିସ୍ଥିତିରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବିଭିନ୍ନ ରାଜ୍ୟ ସରକାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା ସେମାନଙ୍କ ରାଜ୍ୟବାସୀଙ୍କୁ…

ବାପାଙ୍କୁ ଦେଖି ପାରିଲେନି ରିଦ୍ଧିମା, ଭିଡ଼ିଓ କଲରେ ଋଷିଙ୍କ ଶେଷକୃତ୍ୟ ଦେଖାଇଲେ ଆଲିଆ

ମୁମ୍ବାଇ : ଦିବଂଗତ ଅଭିନେତା ଋଷି କପୁରଙ୍କ ଶେଷ ଦର୍ଶନ କରିପାରିଲେନି ତାଙ୍କର ଏକମାତ୍ର ଝିଅ ରିଦ୍ଧିମା କପୁର ସାହାନି । ଋଷିଙ୍କ ଶେଷକୃତ୍ୟକୁ ଭିଡ଼ିଓ କଲ ଦ୍ୱାରା ରିଦ୍ଧିମାଙ୍କୁ ଦେଖାଇଛନ୍ତି ତାଙ୍କ ଭାଇ ରଣବୀର କପୂରଙ୍କ ବାନ୍ଧବୀ ଆଲିଆ ଭଟ୍ଟ । ଅପରାହ୍ନରେ ଋଷିଙ୍କ ଶେଷକୃତ୍ୟ…

ଜାଣନ୍ତୁ; କିପରି ‘ମେସେଜିଂ ଆପ୍ ହ୍ଵାଟ୍ସଆପ୍’ ରେ ଏବେ ମିଳିପାରିବ ଲୋନ !

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ରେ ମେସେଜିଂ ବ୍ୟତୀତ ବର୍ତ୍ତମାନ ଆପଣ ଶୀଘ୍ର ୠଣ ପାଇଁ ଆବେଦନ କରିପାରିବେ।  ମେସେଜିଂ ଆପ୍ ପେମେଣ୍ଟ ସେବା ଆରମ୍ଭ କରିବା ପରେ ଏବେ ୠଣ ସୁବିଧା ଆରମ୍ଭ କରିବା ବିଷୟରେ ମଧ୍ୟ କହିଛି।  ଏହି ମେସେଜିଂ ଆପ୍ କହିଛି ଯେ ଏହା ନିଜେ ବ୍ୟାଙ୍କିଙ୍ଗ ବ୍ୟବସାୟରେ ପ୍ରବେଶ…

ସଫେଇ ଦେଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ କାହିଁକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କଲା ସେ ନେଇ ସଫେଇ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମୋଦିଙ୍କୁ ‘ଅନଫ​‌ଲୋ’ କରାଯିବା ଘଟଣାରେ ସୃଷ୍ଟି ହୋଇଛି ରାଜନୈତିକ ଝଡ । ହ୍ବାଇଟ ହାଉସ…

ଦେଶରେ ୨୫% ବୃଦ୍ଧି ପାଇଛି କରୋନା ଆରୋଗ୍ୟ ହାର: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ନିୟମିତ ଭାବେ ବଢ଼ି ଚାଲିଛି କରୋନା ଆରୋଗ୍ୟ ହାର । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…