Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁରା ପାଣ୍ଠିରେ କରୋନା ଲଢ଼େଇ !

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ବିନାଶକାରୀ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ଏବେ ବିପୁଳ ପାଣ୍ଠି ଆବଶ୍ୟକ ପଡୁଛି| ଜି-୨୦ ଭଳି ବିଭିନ୍ନ ବହୁରାଷ୍ଟ୍ରିୟ ସଙ୍ଗଠନ ସଦସ୍ୟଭୂକ୍ତ ଦେଶଗୁଡ଼ିକୁ ଜରୁରୀ ସହାୟତାଦେବା ଲାଗି ଅର୍ଥବ୍ୟବସ୍ଥା କରୁଥିବା ବେଳେ ବିଶ୍ବରେ ଜାତୀୟ ତଥା…

ସାମ୍ନାକୁ ଆସିଲା ରିଷି କପୁରଙ୍କ ଶେଷ ଭିଡିଓ ବାର୍ତ୍ତା

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କ ଲାଷ୍ଟ ଭିଡିଓ ବାର୍ତ୍ତା । ଏହି ଭିଡିଓରେ ରିଷି କପୁର ହସ୍ପିଟାଲର ଏକ ବେଡ୍‌ରେ ଶୋଇଛନ୍ତି । ଏବଂ ତାଙ୍କ ପାଖରେ ଜଣେ ଯୁବକ ଠିଆ ହୋଇଛନ୍ତି । ସେ ତାଙ୍କ ଫିଲ୍ମ ‘ଦିୱାନା’ର ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି…

ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ରିଷି କପୁର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କୁ। ମୁମ୍ବାଇ ସ୍ଥିତ ଚନ୍ଦନୱାଡି ଶ୍ମଶାନରେ ଦିଆଯାଇଛି ତାଙ୍କୁ ଅନ୍ତିମ ବିଦାୟ । ସପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ରିଷିଙ୍କ ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରରେ କରିନା…

କରୋନା ଭୂତାଣୁ ରୋକିବାରେ ସଫଳ ହେଉଛି ଇବୋଲା ମେଡିସିନ୍‌ !

ୱାଶିଂଟନ୍‌: ସାରା ବିଶ୍ୱରେ କାୟା ମେଲାଇଛି ମାରାତ୍ମକ ଭୂତାଣୁ କରୋନା । ଏପରି ସ୍ଥଳେ ଆମରିକାରୁ ଆସିଛି ଏକ ଖୁସି ଖବର । ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ରେମ୍‌ଡେସିଭିର ଔଷଧ କରୋନା ଭୂତାଣକୁ ରୋକିବାରେ ସଫଳ ହେଉଥିବା କୁହାଯାଇଛି । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ…

ରିଷି କପୁରଙ୍କୁ ମନେ ପକାଇଲେ ଲତା ମଙ୍ଗେସକର, ସେୟାର କଲେ ଫଟୋ

ମୁମ୍ବାଇ: ସୁରସମ୍ରାଜ୍ଞୀ ତଥା ମହାନ ଗାୟିକା ଲତା ମଙ୍ଗେସକର ରିଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମନେ ପକାଇ ସେ ରିଷିଙ୍କ ଏକ ପିଲା ଦିନର ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଲତା ମଙ୍ଗେସକର ଦୁଇଟି ଟ୍ୱିଟ୍ କରିଛନ୍ତି । ପ୍ରଥମ ଟ୍ୱିଟ୍‌ରେ ସେ…

କରୋନା ଜନିତ ଖୁସି ଖବର: ଆରୋଗ୍ୟ ଲାଭ କଲେଣି ୧୦ ଲକ୍ଷରୁ ଅଧିକ ବ୍ୟକ୍ତି

ଭୁବନେଶ୍ୱର: କରୋନା କବଳରେ ସାରା ବିଶ୍ୱ । ସବୁଆଡେ କରୋନା ପାଇଁ ହାହାକାର । ଏପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକଟି ଦେଶରେ ଏହା ନିଜର କାୟା ବିସ୍ତାର କରି ସାରିଲାଣି । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାତ ଟେକି ସାରିଲେଣି । ସମଗ୍ର ବିଶ୍ୱର ଡାକ୍ତର ତଥା…

ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ଏ ନେଇ ଟ୍ୱିଟରରେ ସେ ଲେଖିଛନ୍ତି ଯେ, ‘ଋଷି କପୁରଙ୍କ ବିୟୋଗରେ ମୁଁ ସ୍ତବ୍ଧ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । ମୁଁ ତାଙ୍କ ସହ ସୋସିଆଲ ମିଡିଆରେ ଜଡିତ ଥିଲେ । ଏଭଳି ଦୁଃଖଦ ସମୟରେ ଭଗବାନ…

ଆଖି ବୁଜିଲେ ବଲିଉଡର ଦିଗଜ୍ଜ ଅଭିନେତା ରିଷି କପୁର

ମୁମ୍ବାଇ: ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁର । ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ବିଳମ୍ୱିତ ରାତିରେ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୬୭ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ ରୋଗରେ ପୀଡିତ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଭାରତରେ ବଢୁଛି କରୋନା ମାମଲା; ୨୪ ଘଣ୍ଟାରେ ୧୭୧୮ ନୂଆ ଆକ୍ରାନ୍ତ, ୬୭ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୩,୦୫୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ…