Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ମହାମାରୀ: ଭାରତରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧୩୯୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । The Union Ministry of…

ମୋଦୀଙ୍କୁ ସମାଲୋଚନା କରି ପାକିସ୍ତାନୀ ମିଡ଼ିଆରେ ନିନ୍ଦିତ ହେଲେ ଇମ୍ରାନ !

ଇସଲାମାବାଦ: ଭାରତ ବିରୋଧରେ କୁତ୍ସାରଟନା କରିବା ହେଉ କି ମିଥ୍ୟା ଆରୋପ ଏହା ପାକିସ୍ତାନର ଅଭ୍ୟାସଗତ ପ୍ରକୃତି କହିଲେ ଚଳେ । ପୁଲୱାମା ଆକ୍ରମଣ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ…

ଜାଣନ୍ତୁ, ଦେଶର ୧୦ଟି କରୋନା ‘ହଟ୍‌ସ୍ପଟ୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତର ୧୦ଟି କରୋନା ଭୂତାଣୁ ସଂକ୍ରମଣ ହେବାର ସ୍ଥାନ ବା ହଟ୍‌ସ୍ପଟ୍ ଚିହ୍ନଟ କରିଛନ୍ତି । ଦେଶର ଏହି ୧୦ଟି କରୋନା ହଟ୍‌ସ୍ପଟ୍ ମଧ୍ୟରେ ରହିଛି ଦିଲ୍ଲୀର ଦିଲସାଦ୍ ଓ ନିଜାମୁଦ୍ଦିନ, ଉତ୍ତରପ୍ରଦେଶର ନୋଇଡ଼ା ଏବଂ ମୀରଟ । ସେହିପରି ରାଜସ୍ଥାନର ଭିଲୱାରା,…

କରୋନା କବଳରେ ଭାରତ; ୨୪ ଘଣ୍ଟାରେ ୨୨୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୩୨ ଜଣ…

କୋଭିଡ-୧୯ ସହାୟତା: ୧୦ଟି ସଙ୍ଗଠନକୁ ଦାନ କଲେ ପ୍ରିୟଙ୍କା ଓ ନିକ୍

ୱାଶିଂଟନ: ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ ମିଳିତ ଭାବେ ୧୦ଟି ସଙ୍ଗଠନକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ୧୦ଟି ସଙ୍ଗଠନ କରୋନାଭାଇରସ ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ତଥା ଚିକିତ୍ସା ସାମଗ୍ରୀ ଯୋଗାଇବା କାମ କରନ୍ତି । …

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରା ବେନ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ- ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ସହାୟତାର ହାତ ବଢାଉଛନ୍ତି । ବ୍ୟକ୍ତିବିଶେଷ, ଅନୁଷ୍ଠାନ, ବିଧାୟକ ତଥା କର୍ପୋରେଟ ହାଉସଗୁଡିକ ପିଏମ୍ କେୟାର୍ସ ଫଣ୍ଡକୁ ଆର୍ଥିକ ସହାୟତା କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ନରେନ୍ଦ୍ର ମୋଦିଙ୍କ ମାଆ…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…

ନିଜାମୁଦ୍ଦିନ ଧାର୍ମିକସଭାରୁ ଫେରିଥିବା ୩ଜଣ ହୋଇଛନ୍ତି ଚିହ୍ନଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ମୁସଲିମ ଧାର୍ମିକ ସଭା ବା ତବ୍ଳିଗି ଜମାତରେ ଓଡ଼ିଶାରୁ ୧୫ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାକୁ ନିଜାମୁଦ୍ଦିନରୁ ଫେରିଥିବା ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା…

ଭୋଡ୍‌କା ପିଇଲେ ହେବନି କରୋନା !

ମସ୍କୋ: ଭୋଡକା ଦୂରେଇବ କରୋନା ସଂକ୍ରମଣ । ଭୋଡକା ପିଇଲେ ହେବନି କରୋନା । ଏଭଳି ମନ୍ତବ୍ୟ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠୁ ରାଜଧାନୀ ମସ୍କୋରେ ଲକଡାଉନ୍ ପାଳନ କରିଛନ୍ତି । ହେଲ…

କନିକାଙ୍କ ପିଛା ଛାଡୁନି କରୋନା; ୫ମ ରିପୋର୍ଟ ବି ପଜିଟିଭ

ଲକ୍ଷ୍ନୌ: ଅଡୁଆରେ ବଲିଉଡ କଣ୍ଠଶିଳ୍ପୀ କନିକା କପୁର । କରୋନାଭାଇରସ ତାଙ୍କ ପିଛା ଛାଡୁନି । ପ୍ରଥମ କି ଦ୍ୱିତୀୟ ନୁହେଁ କନିକାଙ୍କ ପଞ୍ଚମ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । କରୋନା ରୋଗୀଙ୍କ ଠାରୁ ପ୍ରତି ୪୮ ଘଣ୍ଟାରେ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଏ । କନିକା କପୁରଙ୍କ…