Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୨୫୦୨ ମୁଣ୍ଡ

ୱାସିଂଟନ: କାୟା ବିସ୍ତାର କରୁଛି କରୋନା । କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ । ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏହାର ଭୟାବହତା ଆଗରେ ହାତ ଟେକି ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ମାରାତ୍ମକ ଭୂତାଣୁ ଆମେରିକାରେ ୨୪ ଘଣ୍ଟାରେ ନେଇଛି ୨୫୦୨…

ମେଡିକାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରିଷି କପୁର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ଦିନ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିଷିଙ୍କ ବଡ ଭାଇ ରାନ୍ଧୀର କପୁର ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ୬୬ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚିଛି । ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୧ ଜଣ ମୃତ୍ୟୁବରଣ କରିଥିବା…

ଏକ କୋଟିରୁ ଅଧିକ ମାସ୍କ ପ୍ରସ୍ତୁତ କଲେ ସ୍ୱୟଂ ସହାୟିକା ଗୋଷ୍ଠୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଏକ କୋଟିରୁ ଅଧିକ ଫେସ ମାସ୍କ ତିଆରି କରାଯାଇଛି । ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଡିଏୱାଇ-ଏନୟୁଏଲଏମ୍ କାର୍ଯ୍ୟକ୍ରମରେ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏହି ମାସ୍କ…

ଇରଫାନଙ୍କୁ ବାଲୁକାକଳାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ପୁରୀ: ଅଭିନେତା ଇରଫାନ ଖାନଙ୍କ ବିୟୋଗରେ ସମଗ୍ର ଦେଶ ଆଜି ସ୍ତବ୍ଧ । ହଜାର ହଜାର ଚଳଚ୍ଚିତ୍ରପ୍ରେମୀ ଭାରତୀୟମାନେ ଏବେ ସୋସିଆଲ୍ ମିଡ଼ିଆରେ ନିଜର ଶୋକ ପ୍ରକାଶ କରିବାରେ ଲାଗିଛନ୍ତି । ଏହି ଲକ୍‌ଡ଼ାଉନ ପରିସ୍ଥିତିରେ ମଧ୍ୟ ଇରଫାନଙ୍କ ଅଗଣିତ ଫ୍ୟାନ୍ ତାଙ୍କୁ ବିଭିନ୍ନ ମ୍ୟାସେଜ୍ ମାଧ୍ୟମରେ…

ପ୍ରବାସୀ ଶ୍ରମିକଙ୍କ ସମେତ ଫସିରହିଥିବା ଅନ୍ୟ ଲୋକଙ୍କ ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ମଞ୍ଜୁରି

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକଡାଉନ ପ୍ରତିବନ୍ଧକ ଫଳସ୍ଵରୂପ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ଫସି ରହିଛନ୍ତି। ଏବେ କେନ୍ଦ୍ର ସରକାର ଏହି ଫସି ରହିଥିବା ଲୋକମାନଙ୍କ ସ୍ଥାନାନ୍ତରଣ…

ଅଗଷ୍ଟରେ ଖୋଲିବ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପୁନର୍ବାର ବିଶ୍ୱବିଦ୍ୟାଳୟ ଖୋଲିବା ସହିତ ସେପ୍ଟେମ୍ବରରେ ବିଭିନ୍ନ ଶ୍ରେଣୀଗୁଡ଼ିକରେ ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ର ଏକ୍ସପର୍ଟ କମିଟି ବୁଧବାର ଦିନ ସୂଚନା ପ୍ରଦାନ କରିଛି । ଦେଶରେ କରୋନା ମହାମାରୀ…

ପ୍ରତୀକ୍ଷାର ଅବସାନ : ଖୋଲିଲା କେଦାରନାଥ ମନ୍ଦିରର କବାଟ

ଡେରାଡୁନ: କରୋନା ଭାଇରସ ପ୍ରଭାବ ଆଉ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାର କେଦାରନାଥ ମନ୍ଦିରର କବାଟ ଖୋଲିଛି । ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ରୀତିନୀତି ଓ ପରମ୍ପରା ଅନୁସାରେ ସକାଳ ୬ଟା ୧୦ ମିନିଟ୍‌ରେ ଖୋଲା ହୋଇଥିଲା । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଶିବ…

ନରେନ୍ଦ୍ର ମୋଦିଙ୍କୁ ଟୁଇଟର୍‌ରେ ଅନ୍ ଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କରିଛନ୍ତି । ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବୀଡ ହେବା ପରେ ହ୍ୱାଇଟ ହାଉସ ମୋଦିଙ୍କୁ ଟୁଇଟରରେ ଫଲୋ କରିଥିଲା । ତେବେ କେଉଁ କାରଣ ଯୋଗୁ ଅନଫଲୋ କଲା ତାହା ଘୋଷଣା କରାଯାଇ…

କରୋନା ମହାମାରୀ ପରେ ମାଲାମାଲ ହେବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତର ଅର୍ଥନୀତି ସୁଦୃଢ଼ ହେବ ବୋଲି ଆକଳନ କରାଯାଇଛି । ଏହାର ପ୍ରମୁଖ କାରଣ ହେଲା ବିଶ୍ୱସ୍ତରର ନାମୀ ଦାମୀ କମ୍ପାନୀ ଚୀନରେ ଆଉ କୌଣସି ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି । ଆମେରିକା ସମେତ ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡିକ ଭାରତରେ ବ୍ୟାପାରର…