Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଜାମୁଦ୍ଦିନ ସମ୍ମିଳନୀରେ ସାମିଲ ହୋଇଥିଲେ ଓଡ଼ିଶାର ୧୫ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର ଚେର ଲମ୍ବାଇବାରେ ଲାଗିଛି । ଭାରତରେ ମଧ୍ୟ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଗ ଜାମାତା ମରକଜରେ ଆୟୋଜିତ ହୋଇଥିବା ଧାର୍ମିକ…

ପିଏମ କେୟାର୍ସ ପାଣ୍ଠିକୁ ୨୫ କୋଟିର ସହାୟତା ଘୋଷଣା କଲା ଜେଏସପିଏଲ

ନୂଆଦିଲ୍ଲୀ: ଘରୋଇ ଷ୍ଟିଲ ନିର୍ମାତା କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କମ୍ପାନୀ ମଙ୍ଗଳବାର ଦିନ କୋଭିଡ-୧୯ ପ୍ରକୋପରୁ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛି । ଜେଏସପିଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ଟ୍ୱିଟ କରି ଲେଖିଛନ୍ତି,…

କାଲିଠୁ ଆରମ୍ଭ ହେବ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’

ରାମାୟଣ ଓ ମହାଭାରତ ଦେଖି ସମସ୍ତେ ନିଜ ପିଲାଦିନ କଥା ମନେ ପକାଉଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’ । ନବେ ଦଶକର ସୁପରହିରୋ ଶକ୍ତିମାନ ସିରିଏଲ ପୁଣି ଥରେ ପ୍ରସାରିତ ହେବାକୁ ଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

୧୬ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ନୋଏଡା କମ୍ପାନୀ ହେଲା ସିଲ, ମାମଲା ରୁଜୁ

ନୋଏଡା: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ କଡା ପଦକ୍ଷେପ ନେଉଛନ୍ତି । ନୋଏଡା ସ୍ଥିତ ସିଜଫାୟାର କମ୍ପାନୀକୁ ନୋଏଡା ଜିଲ୍ଲା ପ୍ରଶାସନ ସିଲ କରିଦେଇଛନ୍ତି । ଏହି କମ୍ପାନୀ ସେକ୍ଟର ୧୩୫ରେ ଅଛି । ସିଜଫାୟାର କମ୍ପାନୀ ସହିତ ଜଡିତ ୧୬ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ…

କରୋନାଭାଇରସ: ଗୋଟିଏ ଦିନରେ ଇଟାଲିରେ ୮୧୨ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୧,୫୯୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୧୦୦,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍…

ଦିଲ୍ଲୀ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ସାମିଲ ୨୪ ଜଣଙ୍କ କରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ଧାର୍ମିକ ସମାବେଶରେ ସାମିଲ ହୋଇଥିବା ୨୪ ଜଣଙ୍କ କରୋନାଭାଇରସ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । 24 people who were present at the Markaz building,…

କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହେଲେ ବ୍ରିଟେନ ପ୍ରିନ୍ସ ଚାର୍ଲସ

ଲଣ୍ଡନ: ନିକଟ ଅତୀତରେ ୭୧ ବର୍ଷୀୟ ବ୍ରିଟେନ ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ସେ ଏବେ (କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ…

କରୋନା ବିରୁଦ୍ଧରେ ଲଢ଼େଇ: ସୁସ୍ଥ ହୋଇ ଘରକୁ ଫେରିଲେ ଦେଶର ସବୁଠାରୁ ବୃଦ୍ଧ ଦମ୍ପତି

ଥିରୁବନନ୍ତପୁରମ: ଦେଶରେ କରୋନାଭାଇରସର ପ୍ରକୋପ ଜାରୀ ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ମହାମାରୀ ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୨୫୧ଜଣ ସଂକ୍ରମିତ ଅଛନ୍ତି ଏବଂ ୩୨ଜଣଙ୍କ ଜୀବନ ଯାଇଛି । ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ସାମିଲ…

କରୋନାଭାଇରସ ଆତଙ୍କ; ଇଟାଲୀରେ ବଢିଲା ଲକଡାଉନ ଅବଧି

ରୋମ୍‌: ଇଟାଲୀରେ କରୋନାଭାଇରସ ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱରେ ଏହି ଭାଇରସ ସଂକ୍ରମଣରେ ଏଠାରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଠାରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନ ସରିବା ନେଇ ନୂଆ ତାରିଖ…