Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଇ ଦିବସ: ସେଦିନ-ଆଜି-କେତେ ତଫାତ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ୧୯୮୬ ମସିହା ମଇ ପହିଲା ପୂର୍ବବର୍ତୀ ଦିବସ ଗୁଡିକ ଥିଲା - ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସ ମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ । ଶ୍ରମଜୀବି ଶ୍ରେଣୀ ଥିଲା – କ୍ରୀତଦାସ । ପଶୁଠାରୁ ଆହୁରି…

ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ

ସିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର କାଂଗ୍ରା ଜିଲ୍ଲାର ଚମ୍ବା ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ହୋଇଛି । ରିଚର୍ ସ୍କେଲରେ ୪.୦ ରହିଥିବା ରେକର୍ଡ଼ କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଅପରାହ୍ନ ୧୨ଟା ୧୭ ମିନିଟରେ ଧର୍ମଶାଳାର ୨୨ କିଲୋମିଟର ଦୂର…

ନୀତି ଆୟୋଗ କାର୍ଯ୍ୟାଳୟରେ କରୋନା, ସିଲ୍ ହେଲା ବିଲ୍ଡିଂ

ନୂଆଦିଲ୍ଲୀ: ସିଲ୍ ହେଲା ନୂଆଦିଲ୍ଲୀ ସ୍ଥିତି ନୀତି ଆୟୋଗ କାର୍ଯ୍ୟାଳୟ । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜଣାପଡିବା ପରେ ପୁରା ବିଲ୍ଡିଂକୁ ୨ ଦିନ ପାଇଁ ସିଲ୍ କରାଯାଇଛି । ଏଥିସହ ପୁରା ବିଲ୍ଡିଂକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ପ୍ରଥମେ ରାଷ୍ଟ୍ରପତି…

ବିଶ୍ବରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୦ ଲକ୍ଷ ୬୪ ହଜାର ୮୯୪ ଜଣ…

କରୋନା ମହାମାରୀ: ୨୪ ଘଣ୍ଟାରେ ଆମେରିକାରେ ୧୩୦୩ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୬,୫୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୧୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଭାରତରେ ୨୯ ହଜାର ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୬୨ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୨୯,୪୩୫ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 62 deaths and…

ବାଦୁଡି ସମ୍ପର୍କରେ ଅଜବ ଟ୍ୱିଟ କରି ପୁଣି ଥରେ ଟ୍ରୋଲ ହେଲେ ଅମିତାଭ ବଚ୍ଚନ

ଭୁବନେଶ୍ୱର: ବଲିଉଡର ମହାନାୟକ ଅମିତାଭଙ୍କର କିଛି ବିଚିତ୍ର ଟ୍ୱିଟ୍ ପରେ ଲାଗୁଛି ଯେ ଆଜିକାଲି ପ୍ରଶଂସକ ତାଙ୍କ ଉପରେ ଖୁସି ନୁହଁନ୍ତି। ନିଜର ଏକ ଅଜବ ଟ୍ୱିଟ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ବିଗ-ବି । କିମ୍ବଦନ୍ତୀ ଅଭିନେତା ଅମିତାଭ ତାଙ୍କ ଘରେ ପ୍ରବେଶ କରିଥିବା…

ଏହି କଂଗ୍ରେସ ନେତାଙ୍କୁ ଡେଟ କରିବାକୁ ଚାହୁଁଥିଲେ ଅଭିନେତ୍ରୀ କରୀନା କପୁର !

ଭୁବନେଶ୍ୱର: ବଲିଉଡର ଡିଭା ତଥା ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରିନା ବିବାହ ପରେ ଖୁସିରେ କାଟୁଛନ୍ତି ଦିନ । ତେବେ କରୀନା କପୁର ଏକଦା କହିଥିଲେ ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରିଲେସନସିପରେ ରହିବାକୁ ଚାହୁଁଛନ୍ତି। ହଁ, ଆପଣ ଠିକ୍ ପଢ଼ିଛନ୍ତି ! ବଲିଉଡର ସୁନ୍ଦରୀ…

ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତର ଆଧାର ପ୍ରାଧିକରଣ (ୟୁଆଇଡ଼ିଏଆଇ) ପକ୍ଷରୁ ଦେଶରେ ଜନସାଧାରଣଙ୍କ ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ଅନୁମୋଦନ କରାଯାଇଛି । ଏହି ସେବା କେନ୍ଦ୍ର ଗୁଡ଼ିକୁ ସର୍ତ୍ତମୂଳକ ଭାବେ ଅନୁମୋଦନ କରାଯାଇଥିବା ପିଟିଆଇ ସୂତ୍ରରୁ ସୂଚନା ମିଳିଛି । ଏଥିରେ…

ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ବ୍ୟାପିବନି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବ ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ…