Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡାକ୍ତରଙ୍କ ଦି ସଙ୍ଗ ଅଫ ହୋପ୍ ଲୋକଙ୍କ ମନ କିଣୁଛି

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସମସ୍ତଙ୍କ ମନକୁ ଭୟଭୀତ କରି ରଖିଛି କହିଲେ ଭୁଲ ହେବ ନାହିଁ । ଏହି ରୋଗ ଏବଂ ଭୟରୁ ଆମକୁ ମୁକୁଳାଇବାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିତର ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ୬୦ ଜଣ ଡାକ୍ତର ମିଶି ପ୍ରସ୍ତୁତ କରିଛନ୍ତି ଦି ସଙ୍ଗ ଅଫ…

ଲକଡାଉନର ଖାଲି ସମୟରେ ଇଟାଲୀର ଜଣେ ଛାତ୍ର ପ୍ରସ୍ତୁତ କଲେ କରୋନା ଭାଇରସ ଭିଡିଓ ଗେମ୍

ମିଲାନ: କରୋନା ଭାଇରସ ଯୋଗୁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଏଥିରୁ ମିଳୁଥିବା ଖାଲି ସମୟରେ ଇଟାଲୀର ଜଣେ ଛାତ୍ର କରୋନା ଭାଇରସ ଭିଡିଓ ଗେମ୍ ପ୍ରସ୍ତୁତ କରିଛନ୍ତି । ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର ।…

ନାବାଳକଙ୍କ ଉପରୁ ମୃତ୍ୟୁ ଦଣ୍ଡାଦେଶ ଉଠାଇଲା ସାଉଦି ଆରବ

ରିୟାଦ:ସାଉଦି ଆରବ ରାଜା ସଲମାନ ସୋମବାର ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ଅନୁସାରେ ଆଗକୁ ସାଉଦି ଆରବରେ କୌଣସି ନାବାଳକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯିବ ନାହିଁ । ପୂର୍ବରୁ ସର୍ବସମ୍ମୁଖରେ ବେତ ପ୍ରହାର ଦଣ୍ଡକୁ ମଧ୍ୟ ସେ ଉଠାଇ ଦେଇଥିଲେ । ରିପୋର୍ଟ ମୁତାବକ କ୍ରାଉନ ପ୍ରିନ୍ସ…

କିମ ଜୋଙ୍ଗଙ୍କ ଉପରୁ ରହସ୍ୟର ପର୍ଦ୍ଦା ଉଠୁନାହିଁ, ଦକ୍ଷିଣ କୋରିଆ କହିଲା ସୁସ୍ଥ ଅଛନ୍ତି

ସିଓଲ: ଉତରକୋରିଆର ବିବାଦୀୟ ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ (୩୬)ଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ରହସ୍ୟର ପର୍ଦ୍ଦା ଏ ପର୍ଯ୍ୟନ୍ତ ଉଠି ନାହିଁ । କେତେକ ସେ ମୃତ୍ୟୁବରଣ କରିଥିବା କହୁଥିବା ବେଳେ ଅନ୍ୟମାନେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଉତରକୋରିଆର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଚୀନ୍‌ର ବିସ୍ତାରବାଦୀ ଅର୍ଥନୈତିକ ଚାଲ୍‌; ଭାରତ କିପରି କରୁଛି ଏହାର ମୁକାବିଲା…

ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ…

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ପଠାନ୍ତୁ ଭିଡିଓ ଜିତନ୍ତୁ ଡାଇମଣ୍ଡ ଲକେଟ୍ !

ଭୁବନେଶ୍ୱର: ଘର ବସି ବୋର୍ ହେଉଛନ୍ତି କି ? ତେବେ ଲକ୍‌-ଡାଉନରେ ନିଜକୁ ଆଉ ଲକ୍ କରିି ରଖନ୍ତୁନି । କାହିଁକିନା ଓଡିଶାର ଅଗ୍ରଣୀ ଡିଜିଟାଲ୍ ନ୍ୟୁଜ୍ ୱବସାଇଟ୍ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ ନେଇ ଆସିଛି ସ୍ପେଶାଲ କୁକରି କମ୍ପିଟିସନ୍ ଶୋ’ ଲକ୍‌-ଡାଉନ୍ ରେସିପି । ପ୍ରତିଯୋଗୀତାରେ ଭାଗ ନେବା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଶିଶୁ ଶୋଇଥିଲା ଛାତି ଉପରେ, ମା’ ଥିଲା ଆରପାରିରେ !

ଭୁବନେଶ୍ୱର: ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଫଟୋ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ହାତରେ ଲାଗିଥିଲା । ଆରମ୍ଭ ହୋଇଥିଲା ଛାନ୍‌ଭିନ୍ । ସାମ୍ନାକୁ ଆସିଥିଲା ଏକ ସୁପରିକଳ୍ପିତ ମିଥ୍ୟା ଗୁଜବର ହୃଦୟ ବିଦାରକ ଘଟଣା । ଭାଇରାଲ୍ ହୋଇଥିବା ଏହି ଫଟୋରେ ଜଣେ ମହିଳା କାଚ କିମ୍ବା ପଲିଥିନ୍ ସଦୃଶ…

କରୋନା ପ୍ରଭାବିତ ରାଜ୍ୟରେ ଜାରି ରହୁ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ଅଧିକ କରୋନା ପ୍ରଭାବିତ ଅଂଚଳରେ ଜାରି ରହୁ ଲକଡାଉନ୍ । ଆଉ ଯେଉଁଠି କମ୍ ମାମଲା ରହିଛି ସେହି ସବୁ ରାଜ୍ୟ ତଥା ଜିଲ୍ଲାରେ ତାଲାବନ୍ଦ କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ଦେଶର ସମସ୍ତ ରାଜ୍ୟର…

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହୋଇପାରେ କରୋନା ଟେଷ୍ଟ !

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ରାଜଭବନର ୪ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜାଣାପଡିବା ପରେ ଆଗୁଆ ପଦକ୍ଷେପ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର କରୋନା ଟେଷ୍ଟ କରାଯାଇପାରେ । ଏଥିପାଇଁ ଅନୁମତି ମଗାଯାଇଥିବା ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ…