Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହସ୍ପିଟାଲ ଛାତରୁ ଡେଇଁ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତି ତ୍ରାଉମା କେୟାର ଭିକ୍ଟୋରିଆ ହସ୍ପିଟାଲର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ସେ ଏପ୍ରିଲ ୨୪ ତାରିଖରେ କରୋନା ପଜିଟିଭ ଚିହ୍ନଟ…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା; ଲକଡାଉନ ବଢାଇବା ସପକ୍ଷରେ ୬ ରାଜ୍ୟ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ରାଜ୍ୟଗୁଡ଼ିକ ଲକଡାଉନ ର ସମ୍ପ୍ରସାରଣକୁ ସମର୍ଥନ କରୁଛନ୍ତି କି ନାହିଁ ତାହା ସମୀକ୍ଷା କରିବା ଥିଲା…

୫୦ ବର୍ଷକୁ ହ୍ରାସ କରାଯାଇଛି ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି ୫୦ବର୍ଷ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାର ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ପ୍ରକାଶ ପାଇଥିବା ଏହି ଖବରକୁ ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା…

ଦେଶରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୧୩୯୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୨୭,୮୯୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି…

ଗୁଜୁରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ପାଇଁ ବାହାର ରାଜ୍ୟରେ ଫଶି ରହିଛନ୍ତି ଅନେକ ଓଡିଆ ଶ୍ରମିକ । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରବିବାର ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧବ ଠାକରେଙ୍କ ସହ ଆଲୋଚନା…

ନିଜ ନିଜ ଶ୍ରମିକଙ୍କୁ ଫେରାଇ ନିଅ: ମହାରାଷ୍ଟ୍ର

ମହାରାଷ୍ଟ୍ର: କରୋନାର କଟକଣା ପାଇଁ ମହାରାଷ୍ଟ୍ରରେ ଫସିଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ସବୁ ରାଜ୍ୟକୁ ଅନୁରୋଧ କରିଛି ମହାରାଷ୍ଟ୍ର । ବର୍ତ୍ତମାନ ଲକଡାଉନ୍‌କୁ ମାସେ ପୂରିଛି । ଏହାରି ଭିତରେ ମହାରାଷ୍ଟ୍ରରେ ସାଢ଼େ ୩ ଲକ୍ଷ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏମାନଙ୍କୁ ନିଜ ନିଜ ରାଜ୍ୟକୁ…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଆନ୍ଧ୍ରପ୍ରଦେଶ: କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ । ସେବାରେ ହିଁ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ଅନ୍ୟକୁ ଜୀବନ ଦାନ ଦେଉଥିବା ମଣିଷଟିଏ କରୋନାର କବଳରୁ ନିଜକୁ ବଂଚାଇ ପାରିଲେନି । ୨ଟଙ୍କାରେ ରୋଗୀଙ୍କ ସେବା କରିବା ନେଇ ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଆନ୍ଧ୍ରପ୍ରଦେଶର…

ସାଇକେଲରେ ହାଇଦ୍ରାବାଦରୁ ଅନୁଗୁଳ ଫେରୁଥିବା ଦୁଇ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ: ଲକଡାଉନ ଯୋଗୁଁ ସାରା ଦେଶରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତେବେ ହାଇଦ୍ରାବାଦରେ ଫସିଥିବା ୨ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମଙ୍ଗଳବାର ଦିନ ସାଇକେଲ ଯୋଗେ ଅନୁଗୁଳ ପାଇଁ ବାହାରିଥିଲେ। ଅନୁଗୁଳ ଫେରିବା ବାଟରେ ଏହି ଦୁଇ ଶ୍ରମିକଙ୍କର ଶନିବାର ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ…