Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇପିସି, ସିଆରପିସି ବଦଳାଉଥିବା ବିଲ୍ ରାଜ୍ୟସଭାରେ ପାରିତ, ପ୍ରଧାନମନ୍ତ୍ରୀ କହିଲେ ଏକ ନୂଆ ଯୁଗର ଆରମ୍ଭ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ଯ଼ସଭା ଗୁରୁବାର ଦିନ ଭାରତୀୟ ଦଣ୍ଡ ସଂହିତା (ଆଇପିସି) କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜ୍ଯ଼ୁର୍ (ସିଆରପିସି) ଏବଂ ଭାରତୀୟ ପ୍ରମାଣ ଅଧିନିୟମକୁ ବଦଳାଇବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଅନୁମୋଦନ ପାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ…

ଆଣବିକ ଆକ୍ରମଣ କରିବ ନର୍ଥ କୋରିଆ! 

ସିଓଲ: ଯଦି ରାଷ୍ଟ୍ରର ସ୍ବାର୍ଥରେ ଆଞ୍ଚ ଆସେ ବା ସେଭଳି ପରିସ୍ଥିତି ଉପୁଜେ ତେବେ ଆଣବିକ ଆକ୍ରମଣ କରିବାକୁ ନର୍ଥ କୋରିଆ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛନ୍ତି ଶାସକ କିମ୍ ଜଙ୍ଗ ଉନ । ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ବା ଆଇସିବିଏମର ଲଞ୍ଚିଂ ଡ୍ରିଲ ଅବକାଶରେ ମିଲିଟାରୀର ମିସାଇଲ…

୨ କୋଟି ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ଅଳଙ୍କାର ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଆୟକର ବିଭାଗ ଓଡ଼ିଶା ସମେତ ତିନିଟି ରାଜ୍ୟ ଝାଡ଼ଖଣ୍ଡ, ଏବଂ ପଶ୍ଚିମବଙ୍ଗରେ କରିଥିବା ରେଡରୁ ୩୫୧ କୋଟି ନଗଦ ଟଙ୍କା ସହିତ ୨ କୋଟି ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ଅଳଙ୍କାର ଜବତ କରିଛି। କେନ୍ଦ୍ର ସରକାର ଆଜି ଏହି ସ୍ପଷ୍ଟୀକରଣ ରଖିଛନ୍ତି। ସେହିପରି…

ଜମ୍ମୁ କଶ୍ମୀର: ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ସହିଦ

ରଜୌରୀ: ଆତଙ୍କବାଦୀମାନେ ଗୁରୁବାର ଦିନ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର ଦୁଇଟି ସେନା ଗାଡି ଉପରେ ଆକ୍ରମଣ କରିବାରୁ ତିନିଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଘଟଣା ଜିଲ୍ଲାର ରଜୌରୀ ସେକ୍ଟରରେ ଘଟିଛି ଯେଉଁ ଅଞ୍ଚଳରେ ଗତ କିଛି ମାସ ହେବ ଆତଙ୍କବାଦୀ…

ଇସ୍ରୋକୁ ଲିଫ୍ ଏରିକସନ ଲୁନାର ପୁରସ୍କାର

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଲା ଲିଫ ଏରିକସନ ଲୁନାର ପୁରସ୍କାର।ଚନ୍ଦ୍ରଯାନ-୩ର ସଫଳତା ପାଇଁ ଲିଫ ଏରିକସନ ଲୁନାର ପୁରସ୍କାରରେ ପ୍ରଦାନ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୀର୍ତ୍ତିମାନ ସ୍ଥାପନ…

ତୃତୀୟ ଲିଙ୍ଗୀଙ୍କ ସଶକ୍ତିକରଣ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସମାବେଶିତାର କାହାଣୀ

ନୂଆଦିଲ୍ଲୀ: ପରିସଂଖ୍ୟାନ ଏକ ପ୍ରଗତିର ଚିତ୍ର ପ୍ରଦାନ କରିପାରେ । କିଛି କାହାଣୀ ସଂଖ୍ୟାକୁ ଅତିକ୍ରମ କରି ଆମ ଭାବ ପ୍ରବଣତାକୁ ଗଭୀରଭାବେ ଅନୁରଣିତ କରିଥାଏ । ସେଭଳି ଏକ କାହାଣୀ  ନୀଳେଶଙ୍କର । ନୀଳେଶ ଜଣେ ତୃତୀୟ ଲିଙ୍ଗର ବ୍ୟକ୍ତି । କାଟରିଂ ଜଗତରେ ସେ ନିଜ ପାଇଁ ଏକ ସଫଳ ମାର୍ଗ ତିଆରି…

ଆସନ୍ତା ମାର୍ଚ୍ଚରୁ ଆରମ୍ଭ ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା, ଗାଡି କୁ ବିନା ଅଟକାଇ ଆଦାୟ ହେବ ଟଙ୍କା 

ନୂଆଦିଲ୍ଲୀ: ଟୋଲ ଆଦାୟ ରେ ବଦଳିବ ନିୟମ । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିପିଏସ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ । ଡ୍ରାଇଭରମାନଙ୍କୁ କେବଳ ସେତିକି ଟୋଲ ଫି ଦେବାକୁ ପଡିବ ଯେତିକି କିଲୋମିଟର ରାସ୍ତା ସେମାନେ ଯାତ୍ରା କରିଥିବେ । ଆଉ ସେମାନଙ୍କୁ ଟୋଲ ଗେଟ୍ ରେ ନ ଅଟକି ଏହି…

ସଂସଦର ସୁରକ୍ଷା ଦାୟିତ୍ବ ନେବ ସିଆଇଏସ୍ଏଫ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ…

ମହାନ ଭକ୍ତ: ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ବିବାହ ନକରିବାକୁ ୩୧ ବର୍ଷ ପୂର୍ବେ ନେଇଥିଲେ ପ୍ରତିଜ୍ଞା, ଅଯୋଧ୍ୟାରୁ…

ଅଯୋଧ୍ୟା: ପ୍ରଭୁ ଶ୍ରୀରାମ ଏବଂ ରାମ ମନ୍ଦିର ପାଇଁ ଅତୁଟ ପ୍ରେମ ଏବଂ ଭୀଷ୍ମ ପ୍ରତିଜ୍ଞା ପରି କାହାଣୀ ସାମ୍ନାକୁ ଆସିଛି । ଆପଣ ନିଶ୍ଚୟ ଅନେକ ଭକ୍ତଙ୍କୁ ଦେଖିଥିବେ ଯେଉଁମାନେ ଭଗବାନ ଶ୍ରୀରାମଙ୍କୁ ସେମାନଙ୍କର ଆରାଧ୍ୟା ବୋଲି ମାନନ୍ତି । କିନ୍ତୁ ବୈତୁଲରେ ଜଣେ ଏପରି ସାଧୁ ବାବା ଅଛନ୍ତି ଯିଏ…

ପାଞ୍ଚ ହଜାରରେ ବୁଲି ଯାଆନ୍ତୁ କାଶ୍ମୀର ଠାରୁ କନ୍ୟାକୁମାରୀ

ଭୁବନେଶ୍ଵର: ସମସ୍ତଙ୍କ ଜୀବନର ପ୍ରାୟତଃ ଏହି ସ୍ଵପ୍ନ ଥାଏ ଯେ ସେମାନେ ଭାରତର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ବୁଲି ଦେଖିବେ ।  ଭାରତର ବିଭିନ୍ନ ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ | କାଶ୍ମୀରର ବରଫ ଚାଦରର ସୌନ୍ଦର୍ଯ୍ୟରୁ କନ୍ୟାକୁମାରୀର ସେଇ ସୁନ୍ଦର…