Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇକୋ ୩ ୫ଜି: ଭାରତରେ ଲଞ୍ଚ ହେଲା ଏହି ୫ଜି ଫୋନ, ଜାଣନ୍ତୁ ଏହାର ଦାମ ଓ ଫିଚର୍ସ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ ଲଞ୍ଚ କରିବାର ଗୋଟିଏ ଦିନ ପରେ ଆଜି ମଙ୍ଗଳବାର ଦିନ ଭିଭୋର ସବ-ବ୍ରାଣ୍ଡ ଆଇକୋ ଭାରତରେ ଆଜି ତାର ୫ଜି ସ୍ମାର୍ଟଫୋନ ଲଞ୍ଚ କରିଛି | ଏହା ରିୟଲମି ଏକ୍ସ୫୦ପ୍ରୋ ପରି ସ୍ନାପଡ୍ରାଗନ…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ବିଭିନ୍ନ ସ୍କୁଲ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜଳୁଛି ଦିଲ୍ଲୀ । ନାଗରିକତା ଆଇନ ନିଆଁ ଜଳୁଛି। ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହିଂସାରେ ଏବେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୫୧ରୁ…

ମିଶରର ବିବାଦୀୟ ରାଷ୍ଟ୍ରପତି ମୋବାରକଙ୍କ ୯୧ ବର୍ଷରେ ଦେହାନ୍ତ

ମିଶର: ମିଶରର ପୂର୍ବତନ ରାଷ୍ଟ୍ରପତି ହୋସନୀ ମୁବାରକ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଶରର ସରକାରୀ ଟିଭି ଚ୍ୟାନେଲ ଏହି ସୂଚନା ଦେଇଛି । କିଛି ସପ୍ତାହ ପୂର୍ବରୁ ତାଙ୍କର ଅପରେସନ ହୋଇଥିଲା । ମୁବାରକ ମିଶରରେ ପ୍ରାୟ ୩୦ ବର୍ଷ ରାଜୁତି କରିଥିଲେ । ୨୦୧୧ରେ ହୋଇଥିବା ବିଶାଳ…

ବିହାର ବଜେଟ ଉପସ୍ଥାପିତ: ମୁଣ୍ଡ ପିଛା ଋଣଭାର ବଢ଼ିଲା

ପାଟନା: ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଙ୍ଗଳବାର ବିହାର ବଜେଟ ଉପସ୍ଥାପିତ କରିଛନ୍ତି । ୨ ଲକ୍ଷ ୧୧ ହଜାର ୭୬୧ କୋଟି ଟଙ୍କାର ବଜେଟରେ ଶିକ୍ଷା ବାବଦକୁ ୩୫ ହଜାର କୋଟି ଟଙ୍କା ଦିଆଯାଇଛି । ସେହିପରି ସଡକ ପରିବହନ ପାଇଁ ୧୭ ହଜାର ୩୪୫ କୋଟି, ସ୍ୱାସ୍ଥ୍ୟ ନିମନ୍ତେ ୧୦ ହଜାର ୯୩୭ କୋଟି ଓ…

ବ୍ରିଟିଶ କ୍ୟାବିନେଟରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ

ଲଣ୍ଡନ: ଋଷି ସୁନକ ଓ ପ୍ରୀତି ପଟେଲଙ୍କ ପରେ ବ୍ରିଟିg କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି । ସୋମବାର ଦିନ ତାଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସରେ ଶପଥ…

ବିଶ୍ୱର ୩୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୧ ସାମିଲ

ନୂଆଦିଲ୍ଲୀ: ଆଇକ୍ୟୁ ଏୟାର ଭିଜୁଆଲ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରଦୂଷିତ ୩୦ ସହର ମଧ୍ୟରେ ଭାରତର ୨୧ ସହର ରହିଛି । ଏହା ମଧ୍ୟରେ ଲକ୍ଷ୍ନୌ, ବୁଲନ୍ଦସହର, ମୁଜାଫରନଗର, ହିସାର, କୁଟେଲ, ଜୋଧପୁର ଓ ମୁରାଦବାଦ ପରି ସହର ସାମିଲ । ବିଶ୍ୱ ବାୟୁ ଗୁଣବତା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ…

ସିଏଏ ନିଆଁରେ ଜଳୁଛି ଦିଲ୍ଲୀ, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ । ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାରି ଭିତରେ ଏଠାରେ ଆରମ୍ଭ ହୋଇଥିବା ହିଂସାରେ ଏବେ ୯ଜଣଙ୍କ ମୃତ୍ୟୁ…

ବିଜେପି ନେତା କପିଳ ମିଶ୍ରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସକ ପ୍ରଦର୍ଶନ ଜାରି ରହିଛି । ଏହି ଅବସରରେ ବିଜେପି ନେତା କପିଳ ମିଶ୍ରଙ୍କ ହତ୍ୟା ଧମକ ଆସିଛି । କପିଳ ଟୁଇଟ କରିଛନ୍ତି ଯେ, ମୋତେ ଗାଳି ଦିଆଯିବ ସହ, ହତ୍ୟା ଧମକ ମିଳୁଛି । ମୁଁ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଆଖିରେ ଆଖି ମିଶାଇ…

ସିଏଏ ହିଂସା: ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବାକୁ କେଜ୍ରିୱାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ନିଆଁ ଉଗ୍ର ହେବାରେ ଲାଗିଛି । ସିଏଏକୁ ବିରୋଧ କରି ବ୍ୟାପକ ପୋଡାଜଳା ସାଙ୍ଗକୁ ପ୍ରାଣହାନୀ ହୋଇଛି । ଏହା ଦିଲ୍ଳୀ ସରକାରଙ୍କ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହିଂସାକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଭାରତ-ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହାପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଭାରତ ଆମେରିକା ମଧ୍ୟରେ ୩ଟି ଚୁକ୍ତି ଉପରେ ସ୍ୱାକ୍ଷାରିତ ହୋଇଛି । ବାଣିଜ୍ୟ, ସୁରକ୍ଷା,…