Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରଙ୍କର ଏହି ୫ଟି ଜରୁରୀ ଆପ୍ସ: ଫୋନରେ ନଥିଲେ ଆଜିହିଁ କରନ୍ତୁ ଇନଷ୍ଟଲ …

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର କେତେକ ଆପ୍ସ ତିଆରି କରିଛି । ଗୁଗଲ ପ୍ଲେ ଷ୍ଟୋର ଓ ଏପ ଷ୍ଟୋରରେ ଏହା ସହଜରେ ଉପଲବ୍ଧ । ଏହି ଆପଗୁଡିକ ଆମର ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିବ । ଆସନ୍ତୁ ଜାଣିବା ଏହି ୫ଟି ଆପର ନାମ ଏବଂ କାର୍ଯ୍ୟ କ’ଣ । ଡିଜିଲକର: ଏହି ଆପର ସାଇଜ ୭.୨…

ଫୁଟବଲ କ୍ଲବ ବାର୍ସିଲୋନା ଗୋଟିଏ ବର୍ଷରେ ଆୟ କଲା ୬୬୩୭ କୋଟି ଟଙ୍କା !

ଭୁବନେଶ୍ୱର: ସ୍ପେନର ଫୁଟବଲ କ୍ଲବ ବାର୍ସିଲୋନା ଗତ ବର୍ଷ କରିଥିବା ଆୟର ପରିମାଣ ଜାଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ବାର୍ସିଲୋନା ଗତବର୍ଷ ପାଖାପାଖି ୬୬୩୭ କୋଟି ଟଙ୍କାର ଆୟ କରିଛି । ଗୋଟିଏ ବର୍ଷରେ ଏତେ ମାତ୍ରାରେ ଆୟ କରି କ୍ଲବ ରେକର୍ଡ ସୃଷ୍ଟି କରିଛି । ଏହା…

ଖୁବଶୀଘ୍ର ଯାତ୍ରୀମାନଙ୍କୁ ଏହିସବୁ ସୁଖସୁବିଧା ଯୋଗାଇଦେବ ରେଳ ବିଭାଗ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ଖୁବଶୀଘ୍ର ଯୋଗାଇ ଦିଆଯିବ । ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ, ମେଲ ଟ୍ରେନ ଓ ସହରାଂଚଳ ଟ୍ରେନରେ ମିଳିପାରିବ । ଅଧିକ ଅଣଭଡ଼ା ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ଅଧୀନ ନବରତ୍ନ…

ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁ କରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା…

ଟ୍ୱିଟରରେ ହେବ ପେମେଣ୍ଟ; ଅନ୍ୟକୁ ପଠାଇ ପାରିବେ ଟଙ୍କା !

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମଧ୍ୟ ଦୁନିଆଁ ର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ ଫେସବୁକର ରାସ୍ତାରେ ଚାଲିବାକୁ ଯାଉଛି | ଟ୍ୱିଟର ମଧ୍ୟ ଗୁଗୁଲ ଓ ଫେସବୁକ ପରି ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ପ୍ରସ୍ତୁତି ଚଳାଇଛି | ହେଲେ ଟ୍ୱିଟର ଅଫିସିଆଲ ଭାବେ ଏ ସମ୍ପର୍କରେ କିଛି କହିନି |…

ବିନା ଓଟିପିରେ ହୋଇପାରିବ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ; କିପରି ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନଲାଇନ କମ୍ପାନୀ ନିଜ ପ୍ଲାଟଫର୍ମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ଆଉ ୱାନ ଟାଇମ ପାସୱାର୍ଡ ବା ଓଟିପି ଅଥେଣ୍ଟିକେଶନ ଦେବାକୁ ପଡିବନି | କମ୍ପାନୀର ଏହି ପଦକ୍ଷେପ ଦ୍ୱାରା କାରବାର ଅଧିକ ସହଜ ହେବ | ଆପଣଙ୍କ ସୂଚନା ଅନୁସାରେ ଜଣାଉଛୁ ଯେ ଇ-କମର୍ସ ସାଇଟ…

ଚିନ୍ତାଜନକ ସ୍ଥିତିରେ ରିୟେଲ୍ ଇଷ୍ଟେଟର ଅବସ୍ଥା: ୩୦ ପ୍ରତିଶତ ହ୍ରାସ ପାଇଲା ବିକ୍ରି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ଖରାପ ଅବସ୍ଥା ମଧ୍ୟରେ ଦିଲ୍ଲୀ ସହିତ ଦେଶର ପ୍ରମୁଖ ନଅ ସହରରେ ଘର ବିକ୍ରି ବହୁତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ତ୍ରୟମସିକ ବିକ୍ରି ତଥ୍ୟ ଜାରୀ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହା ବହୁତ କମ ଅଛି। ରିପୋର୍ଟ ଅନୁସାରେ, ୨୦୧୯-୨୦…

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆ ଅଧିକାରୀଙ୍କ ରାଜ: ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆଙ୍କ ରାଜ । ଶୀର୍ଷସ୍ତରରେ ଦୁଇ ଓଡ଼ିଆ ଅଧିକାରୀ । ପୂର୍ବରୁ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଥିବାବେଳେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଏବେ ନିଯୁକ୍ତି ମିଳିଛି । କ୍ୟାବିନେଟ୍…

୮୫ ବର୍ଷର ବୃଦ୍ଧା ଭୂମିକାରେ ନଜର ଆସିବେ ସୁନ୍ଦରୀ କାଜଲ ଅଗ୍ରୱାଲ!

ମୁମ୍ବାଇ: କମଳା ହାସନଙ୍କ ବହୁ ଚର୍ଚ୍ଚିତ ଇଣ୍ଡିଆନ ଫିଲ୍ମର ସିକ୍ୱେଲର ଶୁଟିଂ ଆରମ୍ଭ ହୋଇଛି । ଇଣ୍ଡିଆନ-୨ ଫିଲ୍ମରେ କାଜଲ ଅଗ୍ରୱାଲଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ସମ୍ପର୍କରେ କୌଣସି ତଥ୍ୟ ବାହାରେ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରିପୋର୍ଟ ମୁତାବକ କାଜଲ…

ଦିଲ୍ଳୀ ମେଟ୍ରୋରେ ୧୪୯୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ, କିପରି କରିବେ ଆବେଦନ

ଦିଲ୍ଲୀ ମେଟ୍ରୋରେ ୧୪୯୨ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି । ଇଚ୍ଛୁକ ଆବେଦନକାରୀ ଅନଲାଇନରେ ଏହାର ଆବେଦନ କରିପାରିବେ । ପଦବୀ ସଂଖ୍ୟା: ମୋଟ ପଦବୀ ସଂଖ୍ୟା ୧୪୯୨ । ରେଗୁଲାର…