Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସପ୍ତାହକ ମଧ୍ୟରେ ଦେବାକୁ ପଡିବ ୧୦୨ କୋଟି; ସୁପ୍ରିମକୋର୍ଟଙ୍କ ଟେଲିକମ କମ୍ପାନୀକୁ ଝଟକା !

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀକୁ ସୁୁପ୍ରିମକୋର୍ଟଙ୍କ ବଡ ଝଟକା । ରିଭ୍ୟୁ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ଅଦାଲତ । ଗତ ଅକ୍ଟୋବର ୨୪ରେ ଯେଉଁ ରାୟ ଶୁଣାଇଥିଲେ ତାହା ଉପରେ କୋର୍ଟ ଅଟଳ ରହିଛନ୍ତି । ଏଣୁ ଭୋଡାଫୋନ୍, ଆଇଡିଆ ଓ ଏୟାରଟେଲଙ୍କୁ ଏବେ ସପ୍ତାହ ମଧ୍ୟରେ ୧୦୨ କୋଟି ଟଙ୍କା…

ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ୫ ଗିରଫ

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା । ଜାନୁଆରୀ ୨୬ରେ ଜମ୍ମୁ-କଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ରଚାଯାଇଥିବା ଷଡଯନ୍ତ୍ରକୁ ପୋଲିସ ପଣ୍ଡ କରିଛି । ଏହି ଘଟଣାରେ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀକୁ ପୋଲିସ ଗିରଫ କରିଛିିି । ଶ୍ରୀନଗରର ହଜରତବଲ…

ବିହାରରେ ଅତୁଟ ରହିବ ବିଜେପି-ଜେଡିୟୁ ମେଣ୍ଟ: ଅମିତ ଶାହ

ପାଟନା: ବିହାରରେ ଅତୁଟ ରହିଛି ବିଜେପି-ଜେଡିୟୁ ମେଣ୍ଟ । ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମିଶି ବିଜେପି ନିର୍ବାଚନ ଲଢ଼ିବ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିହାରର ବୈଶାଳୀରେ ଆୟୋଜିତ ହୋଇଥିବା…

ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ !

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ । ଡେଥୱାରେଂଟ ଉପରେ ରୋକ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଡେଥୱାରେଂଟ ରଦ୍ଦ କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲା । ଗୁରୁବାର…

ନାବାର୍ଡର ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜରରେ ନାବାର୍ଡ ପକ୍ଷରୁ ୧୫୪ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଆଜିଠାରୁ ଅଫିସିଆଲ ୱେବ୍‌ସାଇଟ ଙ୍ଗଙ୍ଗଙ୍ଗ.ଦ୍ଭବଭବକ୍ସୟ.କ୍ଟକ୍ସଶ ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୩୧ ଜାନୁଆରୀ ରହିଛି। ମୋଟ ପଦବୀ…

ପାକିସ୍ତାନୀ ଝିଅ ନୀତା, ଭାରତର ବୋହୂ; ଏବେ ନିର୍ବାଚନରେ ପ୍ରାର୍ଥିନୀ !

ଜୟପୁର: ପାକିସ୍ତାନ ସିନ୍ଧ୍ ପ୍ରଦେଶ ମୀରପୁର ଅଞ୍ଚଳର ନୀତା କନୱର ୨୦୦୧ ମସିହାରେ ଭଉଣୀ ସହ ଯୋଦ୍ଧପୁର ଆସିଥିଲେ ପାଠ ପଢିବାକୁ । ଆଜମେରର ସୋଫିଆ ଗାର୍ଲସ କଲେଜରେ ଆର୍ଟସରେ ଗ୍ରାଜୁଏଟ ହେବା ପରେ ସେ ଟୋଙ୍କ ଜିଲ୍ଲାରେ ବିବାହ କରିଥିଲେ । ଭାରତରେ ବିବାହ କରିଥିଲେ ମଧ୍ୟ ତାଙ୍କୁ ଭାରତର…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶର ରାଜକ୍ଷମା ଆବେଦନ । ଦିଲ୍ଲୀ ସରକାରଙ୍କ ପରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ମୁକେଶର ଆବେଦନକୁ ଖାରଜ କରିଛନ୍ତି । ଏହାପରେ ମୁକେଶର ରାଜକ୍ଷମା ଆବେଦନ ପ୍ରଥମେ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯିବ । ସେଠାରୁ…

ଜାଣନ୍ତୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ…

ଭୁବନେଶ୍ୱର: ଶୀତ ଦିନରେ ଦେହରେ ଖରା ଟିକିଏ ପଡିଲେ ଦେହକୁ ଆରାମ ଲାଗିଥାଏ । ସାଧାରଣ ତାପମାତ୍ରାରୁ ପାରଦ ତଳକୁ ଖସିଗଲେ ଜାଡ଼ରେ ଦେହ ଥରି ଯାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ । ଯେଉଁଠି ଗୋଟିଏ ଦିନରେ ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ଦୃଶ୍ୟମାନ…

ମନ୍ତ୍ରୀମଣ୍ଡଳ ସହ ଇସ୍ତଫା ଦେଲେ ରୁଷ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ: ଜାଣନ୍ତୁ କାହିଁକି

ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ ନିଜର ପୁରା ମନ୍ତ୍ରୀମଣ୍ଡଳ ସହିତ ବୁଧବାର ଦିନ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଋଷ ରାଷ୍ଟ୍ରପତି ପୁତିନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ରୁଷ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁତିନ ମେଦଭେଦେଭଙ୍କୁ ଏଥିପାଇଁ…

ପରମ୍ପରା ଓ ବିଶ୍ୱାସର ଉତ୍ସବ ଜାଲ୍ଲୀକଟ୍ଟୁ: ଷଣ୍ଢ-ମଣିଷ ଲଢ଼େଇର ପର୍ବ

ତାମିଲନାଡୁ: ଆରମ୍ଭ ହୋଇଛି ତାମିଲନାଡୁର ପ୍ରସିଦ୍ଧ ଉତ୍ସବ ଜାଲ୍ଲୀକଟ୍ଟୁ । ତାମିଲନାଡୁର ମଦୁରାଇରେ ଆୟୋଜିତ ଏହି ଉତ୍ସବରେ ଚଳିତବର୍ଷ ଭାଗ ନେଇଛନ୍ତି ୭୦୦ ଷଣ୍ଢ । ଷଣ୍ଢକୁ କାବୁ କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୭୩୦ ଯୁବକ । ଜାଲୀକାଟ୍ଟୁ ତାମିଲନାଡୁର ଗ୍ରାମୀଣ ଅଂଚଳର ଏକ ପାରମ୍ପରିକ…