Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରିବା ବିକାଳୀରୁ କୋଟିପତି !

ଭୁବନେଶ୍ୱର: ଭାଗ୍ୟ ସହାୟ ହେଲେ ସବୁ କିଛି ସମ୍ଭବ ହୋଇପାରିବ । ଏପରି ଏକ ଘଟଣା ଘଟିଛି କୋଲକାତାର ଦମଦମ ଅଂଚଳରେ । ରାତାରାତି ପରିବା ବିକାଳୀ ସାଦ୍ଦିକ୍ କୋଟିପତି ପାଲଟି ଯାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ ସାଦିକ୍ ୩୧ ଡିସେମ୍ବର ୨୦୧୯ରେ ପତ୍ନୀ ସହିତ ନାଗାଲାଣ୍ଡ ଲଟେରୀର ୫ ଟିକେଟ…

ଜେଏନୟୁ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କଲା ‘ହିନ୍ଦୁ ରକ୍ଷା ଦଳ’

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାର ଲାଲ ନେହରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ)ରେ ଘଟିଥିବା ଆକ୍ରମଣ ଘଟଣାରେ ଏକ ହିନ୍ଦୁ ସଂଗଠନ ନିଜକୁ ଦାୟୀ କରିବା ସମ୍ପର୍କରେ ଦିଲ୍ଲୀ ପୋଲିସକୁ ଜଣାଇଛି । Hindu Raksha Dal chief takes 'full responsibility' for JNU violence Read @ANI story…

ଇରାକ୍-ଆମେରିକା ଉତ୍ତେଜନା: ମହଙ୍ଗା ହେଉଛି ପେଟ୍ରୋଲ୍ ଓ ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଇରାକ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଜାରି ରହିଥିବା ବିବାଦ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଉଛି । ଯାହାଫଳରେ କ୍ରମାଗତ ଭାବେ ୬ଷ୍ଠ ଦିନଲାଗି ଭାରତରେ ପେଟ୍ରୋଲ ଓ ଡିଜେଲ୍ ଦର ମହଙ୍ଗା ରହିଛି । ପେଟ୍ରୋଲ୍ ଦରରେ ଲିଟର ପିଛା ୧୫ ପଇସା ଓ…

ଜେଏନୟୁ ଆକ୍ରମଣ: ଛାତ୍ର ସଂସଦ ସଭାପତିଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ କିଛିଦିନ ତଳେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଈଶି ଘୋଷଙ୍କ ନାମରେ ମଙ୍ଗଳବାର ଦିନ ପୋଲିସ ଏତଲା ଦାଏର କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଫେବ୍ରୁଆରୀ ୮ରେ ଦିଲ୍ଲୀ ନିର୍ବାଚନ; ଲାଗୁ ହେଲା ଆଚରଣ ବିଧି

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ଅନୁଷ୍ଠିତ ହେବ ଦିଲ୍ଲୀରେ ବିଧାନସଭା ନିର୍ବାଚନ । ସେହିପରି ଭାବେ ଫେବୃଆରୀ ୧୧ରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶିତ ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ୍ ଆରୋରା ଏକ…

ବିଶ୍ୱର ବୟସ୍କା ମହିଳା ପାଳିଲେ ୧୧୭ତମ ଜନ୍ମଦିବସ !

ଟୋକିଓ: ଜାପାନର କେନ ତନାକା ବିଶ୍ୱର ଜୀବିତ ବୟସ୍କା ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧୧୭ତମ ଜନ୍ମଦିନ ଇତି ମଧ୍ୟରେ ପାଳନ କରିଛନ୍ତି । ୨ ଜାନୁୟାରୀ ୧୯୦୩ରେ ଏହି ମହିଳା ଜଣକ ଜନ୍ମ ଗ୍ରହଣ କରିଥିଲେ । ଗତ ବର୍ଷ ସେ ବୟସ୍କା ମହିଳା ଭାବେ ଜିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ…

ମୁଖା ପିନ୍ଧି ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ; କ୍ୟାମ୍ପସରେ ପୋଲିସ ମୁତୟନ

ନୂଆଦିଲ୍ଲୀ: ଜବାହାର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ମାରଣାସ୍ତ୍ର ସହିତ କିଛି ଦୁର୍ବୃତ୍ତ କିଛି ଛାତ୍ରଙ୍କ ସମେତ ଅଧ୍ୟାପକମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ଏହି ଘଟଣାକୁ…

୪ ମାସ ହେଲା ଜଳୁଛି ଜଙ୍ଗଲ: ପ୍ରାଣ ହରାଇଲେଣି ୫୦କୋଟି ନିରୀହ ଜୀବଜନ୍ତୁ !

ସିଡ଼ନୀ: ଅଷ୍ଟ୍ରେଲିଆରେ ତାଣ୍ଡବ ରଚୁଛି ପ୍ରକୃତି । ବାତ୍ୟା କି ସୁନାମୀ ନୁହେଁ ବରଂ ଭୟଙ୍କର ନିଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ।ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିଆବାସୀଙ୍କ ସମେତ ଏଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କରିଛି । I'm literally in tears.…

ରେଲୱେ ଷ୍ଟେସନର ଛାତ ଭୁଶୁଡିବାରୁ ଜଣେ ମୃତ ଓ ଅନେକ ଆହତ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନର ଗୋଟିଏ ପାଖ ଅଂଶ ତଥା ଛାତ ଭୁଶୁଡିଯିବାରୁ ୬ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ

ନୂଆଦଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟିତ୍ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ ବୋଲି…