Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କଲେ ଦୋଷୀ ବିନୟ ଶର୍ମା

ନୁଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ଗୁରୁବାର ଦିନ ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କରିଛନ୍ତି ।…

ଫାଶିରେ ଝୁଲିବାକୁ ଥିବା ପୁଅର ଜୀବନ ଭିକ୍ଷାକଲେ ମାଆ; ନିର୍ଭୟାଙ୍କ ମାଆ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ପାଶବିକ ଭାବେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ନିର୍ଭୟା । ଜଣକ ପରେ ଜଣେ ୪ ଜଣ ରାକ୍ଷସ ନିରୀହା ନିର୍ଭୟାଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ଦୁଷ୍କର୍ମ କରିଥିଲେ । କେବଳ ଏତିକିରେ ଏହି କାମୁକ ପାଷଣ୍ଡମାନଙ୍କର ଭୋକ ମେଣ୍ଟି ନଥିଲା । ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ଗୁରୁତର ଆହତ…

ଉବେର୍ ବୁକ୍ କରି ଭଡ଼ାରେ ପାଇପାରିବେ ଉଡ଼ନ୍ତା ଟ୍ୟାକ୍ସି !

ଭୁବନେଶ୍ୱର: ଏହି ଉଡୁଥିବା ଟ୍ୟାକ୍ସିକୁ ତିଆରି କରିଛି ଉବେର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ସହିତ | ଏହା ଦୁଇ କମ୍ପାନୀ ଇଲେକ୍ଟ୍ରିକ ଏଆର ଟ୍ୟାକ୍ସି ତିଆରି ଉପରେ କାମ ଆରମ୍ଭ କରିଦେଇଛି | କେମିତି ଲାଗିବ ଯଦି ଉବେର ଦ୍ୱାରା କାର ଓ ବାଇକ ଜାଗାରେ ଫ୍ଲାଇଙ୍ଗ କାର ରେ ଯିବେ | ପୁରା…

ମହିଳାଙ୍କୁ ଘାରିଛି ପାଉଡ଼ର ଖାଇବା ନିଶା; ୧୫ ବର୍ଷରେ ଖର୍ଚ୍ଚ କଲେଣି ୮ ଲକ୍ଷ ଟଙ୍କା !

ଭୁବନେଶ୍ୱର: ସାଧାରଣତଃ ମହିଳାମାନେ ସଜେଇ ହେବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନଙ୍କୁ ସ୍ନୋ, ପାଉଡର, ଲିପଷ୍ଟିକ ଭଳି ବିଭିନ୍ନ ସାମଗ୍ରୀ ପ୍ରତି ଅଧିକ ଆକର୍ଷଣ ରହିଥାଏ। ତେବେ ଆଜି ଆମେ ଆପଣଙ୍କ ଜଣେ ଅଦ୍ଭୁତ ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ । ଯାହାଙ୍କର ପାଉଡର ପ୍ରତି ରହିଛି…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ରେ…

ଇରାନରେ ବିମାନ ଦୁର୍ଘଟଣାଗ୍ରସ୍ତ; ସମସ୍ତ ଯାତ୍ରୀ ମୃତ ଆଶଙ୍କା

ୟୁକ୍ରେନ୍: ଇରାନର ରାଜଧାନୀ ତେହରାନରେ ୟୁକ୍ରେନରେ ଏକ ଯାତ୍ରୀବାହୀ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଯାତ୍ରୀ ରହିଥିଲେ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ରାତାରାତି କୋଟିପତି ହେଲେ ପରିବା ବିକାଳି !

ଭୁବନେଶ୍ୱର: ଭାଗ୍ୟ ସହାୟ ହେଲେ ସବୁ କିଛି ସମ୍ଭବ ହୋଇପାରିବ । ଏପରି ଏକ ଘଟଣା ଘଟିଛି କୋଲକାତାର ଦମଦମ ଅଂଚଳରେ । ରାତାରାତି ପରିବା ବିକାଳୀ ସାଦିକ୍ କୋଟିପତି ପାଲଟି ଯାଇଛନ୍ତି । ମିଳିଥିବା ସୂଚନା ମୁତାବକ ସାଦିକ୍ ୩୧ ଡିସେମ୍ବର ୨୦୧୯ରେ ପତ୍ନୀ ସହିତ ନାଗାଲାଣ୍ଡ ଲଟେରୀର ୫ ଟି ଟିକେଟ…

ନିର୍ଭୟା ଗଣ ଦୁଷ୍କର୍ମ ଘଟଣା: ଆସନ୍ତା ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଅପରାଧୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ । ଏହା ସହିତ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ସକାଳ ୭ଟାରେ ଫାଶୀ ଦିଆଯିବା ନେଇ ସମୟ ସ୍ଥିର ହୋଇଛି । 2012 Delhi gangrape case: A Delhi…

ଟ୍ୟାକ୍ସେସନକୁ ସରଳ, ସଚ୍ଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ଉଠାଉଛନ୍ତି ପଦକ୍ଷେପ: ନିର୍ମଳା…

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି ଯେ ସରକାର କର ପ୍ରଣାଳୀ କୁ ସରଳ କରିବା ଓ ସଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି | ସିଏଆଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଂଵୋଧିତ କରି ସୀତାରମଣ କହିଲେ ଯେ…

ଫାଶୀ ଖୁଣ୍ଟରେ ୪ ଜଣ ଦୋଷୀଙ୍କୁ ଝୁଲାଇବାକୁ ମୁଁ ପ୍ରସ୍ତୁତ; କହିଲେ ଜହ୍ଲାଦ ପବନ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦଣ୍ଡରେ ଦଣ୍ଡିିତ କରାଯିବ । ସେହିଦିନ ସକାଳ ୭ଟା ସମୟରେ ଦିଲ୍ଲୀର ତିିହାର ଜେଲ ପରିସରରେ ଥିବା ଫାଶିଖୁଣ୍ଟରେ ଝୁଲାଇ…