Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଏସବିଆଇ’ ଆଣିଲା ନୂଆ ଟେକ୍ନୋଲୋଜି; ବିନା କାର୍ଡ ଓ କ୍ୟାସରେ କରିପାରିବେ ପେମେଣ୍ଟ !

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଖାତାଧାରୀଙ୍କ ପାଇଁ ଖୁସି ଖବର । ଛୋଟମୋଟ ପେମେଣ୍ଟ ପାଇଁ ଆଉ କାର୍ଡ ବା ଟଙ୍କା ଦରକାର ନାହିଁ । ଏସବିଆଇ ଏକ ନୂଆ ଟେକ୍ନୋଲୋଜି ଅଣିଛି । ଏହାଦ୍ୱାରା ଯେକୌଣସି ଦୋକାନରୁ ଛୋଟ ମୋଟ ଜିନିଷ କିଣିବାପାଇଁ ନିଜର ଆଙ୍ଗୁଠି ଦ୍ୱାରା ଏହି ପେମେଣ୍ଟ…

ଇରାକ ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ୭ ମୃତ

ବାଗଦାଦ: ଇରାକର ରାଜଧାନୀ ବଗଦାଦ ଉପରେ ଆମେରିକା କରିଛି ଏୟାରଷ୍ଟ୍ରାଇକ । ବଗଦାଦର ବିମାନବନ୍ଦର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକୀୟ ସେନା । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଅନଆଇର ଏକ ରିପୋର୍ଟରେ ପ୍ରକାଶ । Iran's Quds Force chief Qassim…

୬କୋଟି ହିତାଧିକାରୀଙ୍କୁ ପିଏମ କିସାନର ତୃତୀୟ କିସ୍ତିରେ ୨ହଜାର ଟଙ୍କା ସହାୟତା

ତୁମୁକ: ଗୁରୁବାର କର୍ଣ୍ଣାଟକର ତୁମକୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତିଶୀଳ ଚାଷୀମାନଙ୍କୁ କୃଷିମନ୍ତ୍ରୀଙ୍କ କୃଷି କର୍ମଣ ପୁରସ୍କାର ଏବଂ ବିଭିନ୍ନ ରାଜ୍ୟକୁ ପ୍ରଶଂସାମୂଳକ ପୁରସ୍କାର ପ୍ରଦାନ କରିଛନ୍ତି । ସେ ମଧ୍ୟ ଡିସେମ୍ବର ୨୦୧୯ରୁ…

ଦୃଷ୍ଟିହୀନଙ୍କ ପାଇଁ ‘ନୋଟ ସ୍କାନ ମୋବାଇଲ ଆପ’ ଲଞ୍ଚ କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟକୁ ଜାଣିବାପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପ୍ ଥରେ ଇଣ୍ଟରନେଟରୁ ଡାଉନଲୋଡ କଲା ପରେ ଏହା ପରବର୍ତ୍ତୀ ସମୟରେ ଏହା ବିନା ଇଣ୍ଟରନେଟରେ ବି ଚାଲିବ । ଏହି ଆପ୍ସ ସ୍କାନ କରି ଜଣାଇଦେଵ ଯେ ନୋଟ କେତେ…

ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି( ଏନସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ଗୁରୁବାର ଦିନ ପରଲୋକ ଘଟିଛି। Senior NCP leader & former MP, DP Tripathi passes away in Delhi after a prolonged illness.…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କରିବାକୁ ଯାଇ ଫସିଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡଠାରେ ଥିବା ଏକ ବ୍ୟାଟେରୀ କାରଖାନାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିବା ଦମକଳ ବାହିନୀ ନିଜେ ଫସିଯାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । “ମୁଁ ଖୁସି ଯେ ନୂଆ ବର୍ଷ ତଥା ନୂଆ ଦଶକ ପ୍ରାରମ୍ଭରେ, ଭାରତ ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ…

ନୂଆବର୍ଷରେ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ; ଜାଣନ୍ତୁ କେତେ !

ନ୍ୟୁୟର୍କ: ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ତଥା ଜାନୁଆରୀ ୧ ତାରିଖରେ ସର୍ବାଧିକ ୬୭,୩୮୫ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଯେତେବେଳେକି ଚୀନରେ ନୂଆବର୍ଷ ଦିନ ୪୬,୨୯୯ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏହାବ୍ୟତିତ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

କାଶ୍ମୀର: ନୂଆବର୍ଷ ପାଇଁ ସାରାଦେଶ ଖୁସି ମନାଉଥିବା ବେଳେ ଜମ୍ମୁ କାଶ୍ମୀରର ରାଜୌରି ଜିଲ୍ଲା ନୌସେର ସେକ୍ଟରରେ ବୁଧବାର ସକାଳୁ ଆତଙ୍କବାଦୀ ଓ ଯବାନଙ୍କ ସହ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ…

ଖାଉଟିଙ୍କ ଲାଗି ମହଙ୍ଗା ମାଡ; ନୂଆବର୍ଷରୁ ବଢିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର !

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୃଦ୍ଧି ପାଇଥିବା ନେଇ ଜଣାପଡିଛି । ରୋଷେଇ ଘରେ ବ୍ୟବହୃତ ହେଉଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପରେ କମ୍ପାନୀ ମାଲିକମାନେ ୧୯ ଟଙ୍କା ବୃଦ୍ଧି କରିଥିବା ନେଇ ସୁତ୍ରରୁ ପ୍ରକାଶ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,…