Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନ୍ମଦିବସରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ । ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର…

‘ଇ-ଗାଡି’ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ପଦକ୍ଷେପ; କ୍ରୟ ଉପରେ ମିଳିବ ୩୦ ହଜାର ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ବିଦ୍ୟୁତ ଚାଳିତ ବାହାନ କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଏଥର ବିଦ୍ୟୁତ ଚାଳିତ ଗାଡି କିଣିଲା ବେଳେ ସରକାର ଦେବେ ରିହାତି । ଅବଶ୍ୟ ଏହା ଦିଲ୍ଲୀବାସୀଙ୍କ ପାଇଁ । ଦିଲ୍ଲୀ ସରକାର ଙ୍କ କ୍ୟାବିନେଟ ଇଲେକ୍ଟ୍ରିକ ଭେଇକିଲ ପଲିସି ପାସ କରିଦେଇଛି । ଏହି ପଲିସ ଲାଗୁ ହେଲାପରେ…

ଜାଣନ୍ତୁ, ୨୦୧୯ରେ ଭାରତ ହରାଇଛି ଏହିସବୁ ଲୋକପ୍ରିୟ ଜନନେତାଙ୍କୁ

ଭୁବନେଶ୍ୱର: ଭାରତୀୟ ରାଜନୀତି ପାଇଁ ୨୦୧୯ ଏକ ଦୁଃଖଦ ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ବିଜେପି ପାଇଁ । କାହିଁକି ନା ବିଜେପି ଚଳିତ ବର୍ଷ ଲଗାତାର ନିଜର ୩ ଦିଗଜ୍ଜ ନେତା ସୁଷମା ସ୍ୱରାଜ ଓ ଅରୁଣ ଜେଟଲି ତଥା ମନୋହର ପାରିକରଙ୍କୁ ହରାଇଛି । ଯାହା ବିଜେପି ତଥା ଭାରତୀୟ…

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଜୋତା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1209324861710954496?s=08…

କ୍ରିସମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ ଏହିସବୁ ସ୍ଥାନକୁ !

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ନିମନ୍ତେ ଏହା ଏକ ଉତ୍ସବର ଦିନ। ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଏହିଦିନ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନକୁ ଧର୍ମାବଲମ୍ବୀ ମାନେ ବଡ଼ ଧୁମଧାମରେ ପାଳନ କରନ୍ତି । କିନ୍ତୁ ବର୍ତ୍ତମାନ…

ଭାରତୀୟ ରେଳର ବଡ଼ ଉପଲବ୍ଧି; ୨୧୬ ଦିନରେ ତିଆରିକଲେ ୩୦୦ ଇଞ୍ଜିନ !

ନୂଆଦିଲ୍ଲୀ:ସାଧାରଣତଃ ସରକାରୀ କାମ ଡେରି ରେ ହୋଇଥାଏ ବୋଲି ସମସ୍ତଙ୍କ ଧାରଣା ଥାଏ | ହେଲେ ଭାରତୀୟ ରେଳ ବିଭାଗ ଏହାକୁ ଭୁଲ ପ୍ରମାଣିତ କରିଛି ଓ ନିଜ ନାଁ ରେ ଥିବା ରେକର୍ଡ ଭାଙ୍ଗିଛି | ଭାରତୀୟ ରେଳ ପାଇଁ ଇଞ୍ଜିନ ତିଆରିକରୁଥିବା ଶାଖା ଚିତରଂଜନ ଲୋକୋମୋଟିବ ୱାକର୍ସ ଏହି ରେକର୍ଡ ସ୍ଥାପନ…

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ମେଣ୍ଟକୁ ବହୁମତ; ନୂଆ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ୍ !

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ଭୋଟ ଗଣନା ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)-କଂଗ୍ରେସ ମେଣ୍ଟକୁ ମିଳିଛି ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ । ଘୋଷିତ ହୋଇଥିବା ସମୁଦାୟ ୮୧ଟି ଆସନ ମଧ୍ୟରୁ…

ଆଜି ରାଷ୍ଟ୍ରୀୟ କୃଷକ ଦିବସ: ଟ୍ୱିଟ କରି କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ । ରାଷ୍ଟ୍ରୀୟ କୃଷକ ଦିବସରେ କୃଷକ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା। ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ ସେମାନଙ୍କ ଅବଦାନ ଅତୁଳନୀୟ।…

ବର୍ଷଶେଷରେ ଲଜ୍ଜା ଜନକ ଖବର; ଚର୍ଚ୍ଚରେ ୧୭୫ ଶିଶୁ ଯୌନ ଶୋଷଣର ଶିକାର !

ମେକ୍ସିକୋ: ବଡ଼ଦିନ ପୂର୍ବରୁ ଆସିଛି ଏକ ଲଜ୍ଜା ଜନକ ଖବର । ମେକ୍ସିକୋ ସିଟିର ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ବାରା ୧୭୫ ଜଣ ଶିଶୁ ଯୌନ ନିର୍ଯା‌ତନାର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମ ' ଦ ହିନ୍ଦୁ'ର ଏକ ରିପୋର୍ଟରେ ପ୍ରକାଶ । ପ୍ରକାଶିତ ରିପୋର୍ଟ ଅନୁଯାୟୀ,…

ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଓଡ଼ିଆ ଯବାନ ନାରାୟଣ ସାହୁ(୩୫) ଗ୍ୱଲିଅରର ଏକ ଆର୍ମୀ ବେରକ ଠାରେ ନିଜ ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ନାରାୟଣ ୨୦୦୩ ମସିହାରେ ସେନାରେ ଯୋଗ ଦେଇଥିଲେ । ଏହାପରେ ସେ…