Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକସ୍ତାନରେ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାରର ଏକ ବିମାନ ଶୁକ୍ରବାର ଦିନ କାଜାକସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ୱାନ ପ୍ଲସ’ର ନୂଆ ସ୍ମାର୍ଟଫୋନ କନସେପ୍ଟ ୱାନ; ଜାନୁଆରୀ ୭ ରେ ହେବ ଲଞ୍ଚ

ମୁମ୍ବାଇ: ମୋବାଇଲ ଫୋନ ନିର୍ମାତା କମ୍ପାନୀ ୱାନ ପ୍ଲସର ନୂଆ ସ୍ମାର୍ଟଫୋନ 'କନସେପ୍ଟ ୱାନ' ଲଂଚିଙ୍ଗ ପ୍ରସ୍ତୁତି ରେ ଅଛି | କମ୍ପାନୀ ଏଥିପାଇଁ ଟ୍ରିଜର ଜାରିକରିଛି | ନିକଟରେ ୱାନ ପ୍ଲସ ଘୋଷଣା କରିଛି ଯେ ୭ ଜାନୁଆରୀ କୁ ଲାସ ବେଗସ ରେ କମ୍ୟୁଟର ଇଲେକ୍ଟ୍ରୋନିକସ ସୋ ସିଇଏସ ୨୦୨୦ ରେ ଏହା…

ଗ୍ରାହକଙ୍କ ଲାଗି ବିଏସଏନଏଲର ନୂଆବର୍ଷ ଅଫର, ଜାଣନ୍ତୁ କେତେ ରହିଛି ପ୍ୟାକ୍

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନ୍ ଜାରି କଲାପରେ ଏବେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ମଧ୍ୟ ପ୍ରିପେଡ୍ ଯୋଜନା ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ତା’ର ବାର୍ଷିକ ଯୋଜନାର ଅବଧି ପ୍ରାୟ ୬୦ଦିନ ବଢାଇଦେଇଛି ।…

ବିଦାୟ ୨୦୧୯: କ’ଣ ଥିଲା ଏଥରର ଚର୍ଚ୍ଚିତ ଘଟଣାବଳୀ…

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବର୍ଷ ୨୦୧୯ ବିଦାୟ ନେବାକୁ ଯାଉଥିବା ବେଳେ ଏକ ନୂଆ ଉତ୍ସାହ ଉନ୍ମାଦନାର ସହ ନବବର୍ଷକୁ ପ୍ରାୟ ସମସ୍ତେ ଆଗଭର ହୋଇପଡିଲେଣି । କ୍ୟାଲେଣ୍ଡରେ ପୁଣି ଏକ ପୁରୁଣା ବର୍ଷ ଭାବେ ଯୋଡିହେବାକୁ ଯାଉଥିବା ବର୍ଷ ୨୦୧୯ କାହା ଜୀବନରେ ସୁଖ ଭରିଦେଇଥିଲା ତ ଆଉ କାହା…

ଦମଦାର ଫିଚର୍ସ ସହ ୨୦୨୦ରେ ‘ମହିନ୍ଦ୍ରା ଥର୍’ ଖୁବଶୀଘ୍ର ଭାରତରେ ହେବ ଲଞ୍ଚ…

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ବଜାରରେ ମହିନ୍ଦ୍ରା ଗାଡିର ଅଲଗା କ୍ରେଜ ଅଛି | ଯେତେବେଳେ ବି ଅଫ ରୋଡ଼ ଗାଡି କଥା ଉଠେ ସବୁଠୁ ପ୍ରଥମେ ମହିନ୍ଦ୍ରା ଥର ନାଁ ଆଗକୁ ଆସେ | ଏବେ ମହିନ୍ଦ୍ରା ନିଜର ଏହି ଅଫ ରୋଡ଼ ଗାଡି କୁ ଆଗାମୀ ବର୍ଷ ୨୦୨୦ ରେ ନୂଆ ଅବତାର ସହ ଗ୍ରାହକଙ୍କୁ ଭେଟିଦେଵ |…

ଡିସେମ୍ବର ୨୫ରେ ପାଳିତ ହୁଏ ବଡ଼ଦିନ; କେବେଠୁଁ ଓ କାହିଁକି ପାଳିତ ହୁଏ ଜାଣନ୍ତୁ…

ଭୁବନେଶ୍ୱର: ପୃଥିବୀ ସାରା ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ବା ବଡଦିନ ପାଳନ ହେଉଛି । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ଦିନ ମନେକରାଯାଇଥାଏ ଏହି ଦିନକୁ । ସାଧାରଣତଃ ୨୪ ତାରିଖ ରାତିରୁ ଆରମ୍ଭ ହୋଇଯାଇଥାଏ ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ରିସମାସ୍…

ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଟଳ ଭୂଜଳ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂଗର୍ଭ ଜଳର ଉତ୍ତମ ପରିଚାଳନା ଲାଗି 'ଅଟଳ ଭୂଜଳ' ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ରାଜନୀତିଜ୍ଞ ଅଟଳ ବିହାରୀ ବାଜପେୟୀଙ୍କ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଜୟନ୍ତୀରେ ପ୍ରାଧାନମନ୍ତ୍ରୀ ଏହି…

ପ୍ରଖ୍ୟାତ ରାଜନୀତିଜ୍ଞ ବାଜପେୟୀଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ ରୋଚକ କଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ । ଏହି…

ଧରାବତରଣ କଲେ ପ୍ରଭୁ ଯୀଶୁ; ସାରା ବିଶ୍ୱ ଉତ୍ସବମୁଖର…

ଭୁବନେଶ୍ୱର: ମଙ୍ଗଳବାର ରାତି ବାରଟା ସମୟରେ ପ୍ରଭୁ ଯୀଶୁ ଧରାବତଣ କରିଛନ୍ତି । ସମଗ୍ର ବିଶ୍ୱ ହୋଇଛି ଉତ୍ସବମୁଖର । ଡିସେମ୍ବର ୨୫ ତାରିଖର ଏହି ବଡ଼ଦିନରେ ବିଶ୍ୱର ସମସ୍ତ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ଅଧିକାଂଶ ଜନସାଧାରଣ ପ୍ରଭୁ ଯୀଶୁଙ୍କ ଏହି ଧରାବତରଣକୁ ଉତ୍ସବ ସହକାରେ ବଡ଼ ଧୁମଧାମରେ…

ଜନ୍ମଦିବସରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ । ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର…