Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ୪୨ଟି ଆସନ ସହ ଆଗରେ ଜେଏମଏମ-କଂଗ୍ରେସ ମେଣ୍ଟ, ବିଜେପି ୨୮

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦିନ ୧୧ଟା ସୁଦ୍ଧା ହୋଇଥିବା ଭୋଟଗଣତି ଅନୁଯାୟୀ ଜେଏମଏମ-କଂଗ୍ରେସ ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଶାସକ ବିଜେପି ୨୮ଟି ଆସନ ସହିତ ପଛରେ ରହିଛି । ସେହିପରି ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ନିର୍ଦ୍ଦଳୀୟ…

କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ କରାଡି ଅଞ୍ଚଳସ୍ଥିତ ଏକ କପଡା ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିôବାବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଝାଡଖଣ୍ଡ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ, ଭୋଟଗଣତି ଜାରି

ଋାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ନିର୍ଣ୍ଣୟ କରିବ କାହାହାତରେ ରହିବ ଝାଡଖଣ୍ଡ କ୍ଷମତା । ଭୋଟ୍ ଗଣତି ହେଉଥିବା ୮୧ଟି ଆସନ ମଧ୍ୟରୁ ଚଳିତଥର ମୋଟ୍ ୧୨୧୫ ଜଣ ପ୍ରାର୍ଥୀ…

ଭାରତୀୟ ବ୍ୟବସାୟୀ ବିଦେଶରେ କିଣିଲେ ୬୦ କୋଟି ଟଙ୍କାର ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଲୋକମାନଙ୍କ ଅଦ୍ଭୁତ କ୍ରେଜ ଦେଖିବାକୁ ମିଳେ | ଯେଉଁଥିରେ ଜଣେ ଭାରତୀୟ ବିଦେଶରେ ନମ୍ବର ପ୍ଲେଟ ଓ ରେଜିଷ୍ଟ୍ରେସନ ପାଇଁ ନିଲାମରେ ଭାଗ ନେବା ଚର୍ଚ୍ଚା ହୋଇଛି | ବିଦେଶରେ ଜଣେ ଭାରତୀୟ ଏହି ଫେନସି ନମ୍ବର ନିଲାମ ରେ ଭାଗନେଇ ସବୁଠୁ ଉଞ୍ଚା…

ଗୁଗୁଲ ବସ୍ ସୁନ୍ଦର ପିଚାଇଙ୍କ ଦରମା ଜାଣିଲେ ଉଡ଼ିଯିବ ହୋସ୍: ମିଳୁଛି ୧,୭୨୧ କୋଟି ଟଙ୍କାର ପ୍ୟାକେଜ !

ଭୁବନେଶ୍ୱର: ଆଲଫାବେଟ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଦରମାରେ ଅନେକ ବୃଦ୍ଧି ଘଟିଛି । ଶ୍ରୀ ପିଚାଇଙ୍କୁ ବାର୍ଷିକ ୧୪ କୋଟି ଟଙ୍କା ଦରମା ମିଳୁଥିବା ବେଳେ ତାଙ୍କୁ ଷ୍ଟକ ପ୍ୟାକେଜ ମିଳିଛି ୧,୭୦୭ କୋଟି ($ ୨୪୦ ମିଲିଅନ) ଟଙ୍କା। ଏହା…

ଭାଇରାଲ୍ ହେଲା ମମତାଙ୍କ ‘କ୍ୟା କ୍ୟା ଛି ଛି’ ଭିଡ଼ିଓ; ସମ୍ବିତ୍ ପାତ୍ର ଟ୍ୱିଟ୍ କଲେ ‘ଦି ଦି ଛି ଛି’ !

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏବେ ଦେଶବ୍ୟାପୀ ବିରୋଧୀଦଳ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଅଭିନବ ଢଙ୍ଗରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ସିଏଏ କୁ କ୍ୟା କ୍ୟା ଛି ଛି…

ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା !

ନୂଆଦିଲ୍ଲୀ: ଦୁରସଂଚାର ବିଭାଗରେ ଉଚ୍ଚସ୍ତରୀୟ ନିର୍ଣ୍ଣୟକାରୀ ସଂସ୍ଥା ଡିଜିଟାଲ କମ୍ୟୁନିକେଶନ କମିଶନ ଆଜି ୫.୨୨ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟରମ ନିଲାମ ପାଇଁ ଥିବା ଯୋଜନାକୁ ମଞ୍ଜୁରୀ ଦେଇଦେଇଛି । ଯେଉଁଥିରେ ୨୨ ସର୍କଲ ରେ ୮୩୦୦ ମେଗାହର୍ସ ସ୍ପେକ୍ଟରମ ସାମିଲ ଅଛି ଓ ମାର୍ଚ୍ଚ-ଅପ୍ରେଲ ରେ…

କେଉଁସବୁ ସ୍ଥାନରେ ଜାନୁଆରୀ ୭ ରେ ପାଳିତ ହୁଏ ବଡ଼ଦିନ, ଜାଣନ୍ତୁ

ଭୁବନେଶ୍ୱର: ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଜାନୁଆରୀ ମାସରେ ପାଳନ କରାଯାଏ ।…

ଦିଲ୍ଲୀରେ ଭୂକମ୍ପ; ଆଫଗାନିସ୍ଥାନରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ଅଞ୍ଚଳ, ପଞ୍ଜାବ, ହରିୟାଣାରେ ଶୁକ୍ରବାର ଦିନ ସନ୍ଧ୍ୟା ୫ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ଘଟିଥିବା ଭୂକମ୍ପର ମୁଖ୍ୟ କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ଥାନ, ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି ।…

ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମକାରୀ କୁଲଦୀପ ସେଙ୍ଗରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଅପହରଣ ଏବଂ ବଳତ୍କାର ମାମାଲରେ ଦିଲ୍ଲୀର ତିସହଜାରୀ କୋର୍ଟ ଦୋଷୀ କୁଳଦୀପ ସେଙ୍ଗରକୁ ଆଜୀବନ କାରା ଦଣ୍ଡ ସହ ୨୫ ଲକ୍ଷ ଟଙ୍କାର ଦଣ୍ଡ ଶୁଣାଇଛନ୍ତି । 2017 Unnao rape case: Delhi's Tis Hazari Court has also…