Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।…

ମଣ୍ଡିରେ ଦର ବୁଝିଲେ ରାହୁଲ, କ୍ଷମତାକୁ ଆସିଲେ ଦାମ କମାଇବେ!

ଭୁବନେଶ୍ୱର: ଦେଶର ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଭୋର ୪ ଟା ରେ ରାହୁଲ ଆଜାଦପୁର ମଣ୍ଡି ପହଂଚିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମଣ୍ଡିରେ ସେ ସବୁଜ ପନିପରିବା ବିକ୍ରେତାଙ୍କ ସହ ପରିବା…

ବିମାନବନ୍ଦରରେ ବୋମା ଗୁଜବ, ମହିଳାଙ୍କ ବିରୋଧରେ ମାମଲା ରୁଜୁ

ଥିରୁଭାନନ୍ତପୁରମ୍: କୋଚି ବିମାନବନ୍ଦରରେ ବୋମା ଗୁଜବ। ଏଠାରେ ଜଣେ ମହିଳା ନିଜ ବ୍ୟାଗରେ ବୋମା ରଖିଥିବା ଗୁଜବ ସୃଷ୍ଟି ହେବା ପରେ ଆତଙ୍କ ଦେଖାଦେଇଥିଲା। ଫଳରେ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଏକ ଘଣ୍ଟା ବିଳମ୍ବ କରିଥିଲା। ମହିଳାଙ୍କ ବୋମା ଦାବି ମିଥ୍ୟା ହେବା ପରେ ପୋଲିସ…

ମଣିପୁର ହିଂସା ମାମଲା: ପୀଡିତାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପୂର୍ବରୁ ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ…

ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ବଡ ଝଟକା: ଟୁଇଟର ହେଡକ୍ୱାର୍ଟରରୁ ହଟାଇ ଦିଆଗଲା ‘X’ ଲୋଗୋ

ସାନ ଫ୍ରାନସିସ୍କୋ : ପୁଣି ଚର୍ଚ୍ଚାରେ ଟୁଇଟର । ଟୁଇଟର ମାଲିକ ଏଲନ ମସ୍କ କିଛି ଦିନ ଦଳେ ଟୁଇଟରରୁ ଏହାର ଲୋଗୋ ନୀଳ ଚଢେଇକୁ ହଟାଇ X ରଖିଥିଲେ । ଏହା ପରଠାରୁ  କମ୍ପାନୀର ପ୍ରତି ଜାଗାରେ X ଲୋଗୋ ଲଗାଇବା ପାଇଁ ପ୍ରୋସେସିଂ ଜାରି ରହିଥିଲା । ଏହି ପ୍ରୟାସ ଭିତରେ ଟୁଇଟରର ପୂର୍ବ ହେଡ…

ପୁନେରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ପୁନେ: ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌କୁ ମିଳିଛି ସଫଳତା। ପୁନେରୁ ରାସାୟନିକ ସାମଗ୍ରୀ ସହ ଲାବରେଟୋରୀ ଉପକରଣ ଜବତ କରିଛି ମହାରାଷ୍ଟ୍ର ଏଟିଏସ୍‌। ଗତ ମାସ ୧୮ ତାରିଖରେ ୨ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁନେ ପୋଲିସ କୋଥରୁଦ୍‌ ଅଞ୍ଚଳରୁ ଗିରଫ କରିଥିଲା। ପଚରାଉଚୁରା ବେଳେ ସେମାନଙ୍କ ମଧ୍ୟରୁ…

ଲୋକସଭାରେ ଆଗତ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌, ସମର୍ଥନ କଲା ବିଜେଡି

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଆଉ ବିଲ୍‌କୁ ସମର୍ଥନ ଜଣାଇଛି ବିଜେଡି। ଏହାସହ ବିଜେଡି ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନକୁ ବିରୋଧ କରିବ…

ଅବିସ୍ମରଣୀୟ ମୁହୂର୍ତ୍ତ: ଲୋକମାନ୍ୟ ତିଳକ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଲୋକମାନ୍ୟ ତିଳକ ପୁରସ୍କାରରେ…

ଶ୍ରୀ କୃଷ୍ଣଙ୍କ ଭକ୍ତ ହେଲେ ମୁସଲିମ ମହିଳା, ବୃନ୍ଦାବନକୁ କଲେ ନିଜର ବାସସ୍ଥଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଯେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯଶୋଦା, ଭକ୍ତ ସୁଦାମ ହୁଅନ୍ତୁ କି ମାଣିକ ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇ ଦେଇଥିଲେ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ, ଭାରତ ପାଇଁ ‘କର ବା ମର’ ପରିସ୍ଥିତି

ନୂଆଦିଲ୍ଲୀ: ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଅଧିନାୟକ…