Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୌଣସି ଦଳ ସହ କରିବେ ନାହିଁ ମେଣ୍ଟ, ଲୋକସଭା ନିର୍ବାଚନରେ ଏକାକୀ ଲଢିବେ ମାୟାବତୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ କୌଣସି ମେଣ୍ଟରେ ସାମିଲ ନହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ସମୟରେ ମାୟାବତୀ ବୁଧବାର ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବହୁଜନ ସମାଜବାଦୀ ପାର୍ଟି ୨୦୨୪ରେ ସେ କୌଣସି ଦଳ…

ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ‘ଜିତେଗା ଭାରତ’ ଟ୍ୟାଗ୍ ଲାଇନ୍ ରଖିଲେ ବିରୋଧୀ

ବେଙ୍ଗଳୁରୁ: କେନ୍ଦ୍ରର ମୋଦି ସରକାରଙ୍କୁ କ୍ଷମତାରୁ ହଟାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି । ମଙ୍ଗଳବାର ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ବିରୋଧୀ ଆଜି ଟ୍ୟାଗ୍ ଲାଇନ୍ ରଖିଛନ୍ତି ‘ଜିତେଗା ଭାରତ’ । ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ, ଭାରତ ନାଁକୁ…

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ…

ବିସ୍ଫୋରଣ ଉଦ୍ୟମ ପଣ୍ଡ: ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ

ବେଙ୍ଗାଲୁରୁ: ଏକ ବଡ଼ ଧରଣର ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କଲା ସିସିବି। ଗୁଇନ୍ଦା ସୂତ୍ରରୁ ଖବର ପାଇ କର୍ଣ୍ଣାଟକରୁ ୫ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କଲା ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ। ବେଙ୍ଗାଳୁରୁରେ ସିରିଜ୍‌ ବିସ୍ଫୋରଣ ପାଇଁ କରୁଥିଲେ ଯୋଜନା। ଏହି ଘଟଣାରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ,…

ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣ, ୪ ପୋଲିସ କର୍ମଚାରୀଙ୍କ ସହ ୧୫ ମୃତ

ଚାମୋଲି: ନମାମି ଗଙ୍ଗେ ପ୍ରକଳ୍ପ ଅଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି । ଅଳକନନ୍ଦା ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସ କର୍ମଚାରୀଙ୍କ ସହ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅଳକନନ୍ଦା ନଦୀ କୂଳରେ ଘଟିଛି ଏ ବଡ଼ ଅଘଟଣ । ଗତକିଛି ଦିନ ଧରି…

ଟମାଟୋ କ୍ଷେତ ଜଗୁଥିବା ଚାଷୀ ହତ୍ୟାର ଶିକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନ୍ନମାୟା(Annamaya) ଜିଲ୍ଲାରେ ଚାଷୀଙ୍କୁ ଗଳାକାଟି ହତ୍ୟା କରାଯାଇଛି ବୋଲି ପୁଲିସ ସୋମବାର କହିଛି। ଗତ ୭ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରବିବାର ମଧୁକର ରେଡ୍ଡୀ (୬୨)ଙ୍କ ମୃତ ଦେହ ତାଙ୍କ ଚାଷ ଜମିରୁ ଉଦ୍ଧାର ହୋଇଛି। ସେ ନିଜ ଟମାଟୋ ଫସଲକୁ ଜଗିବା ପାଇଁ…

୨୧ ରେ ଖୋଲିବ ରାହୁଲଙ୍କ ୨୪ ଭାଗ୍ୟ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ମାନହାନି ମାମଲା ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳି ନ ଥିଲା। ତଳ…

ମୁହଁରେ ମୁତିଥିଲେ, ମୁହଁ ମାଡି ପଡିବେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଆଦିବାସୀଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପି ନଜର ପକାଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଦିବାସୀ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ସେଥିପାଇଁ ଉଭୟ ପ୍ରମୁଖ ଦଳ ଆଦିବାସୀ ସିଟ ଗୁଡିକୁ…

‘ଲୋକସଭା ନିର୍ବାଚନରେ ବିଜେପି ଭୋଗିବ କର୍ଣ୍ଣାଟକ ଦଶା’

ଭୁବନେଶ୍ୱର: ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ଅବସରରେ ଏକ ବଡ଼ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଗୋଟିଏ ଦଳ ବିରୋଧରେ ଏତେ ବିରୋଧୀ ଦଳ ଏକାଠି ହେଉଛନ୍ତି ବୋଲି ବିଜେପି ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସିଦ୍ଦରମେୟା ବିଜେପିକୁ କଡା ଜବାଵ ଦେଇଛନ୍ତି। କିଛି ମାସ…

ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ ଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ; ପରବର୍ତ୍ତୀ ଶୁଣାଣୀ ଜୁଲାଇ ୨୦ରେ

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କୁ ମିଳିଲା କୋର୍ଟ ଆଶ:ସ୍ତି । ଯୌନ ଉତ୍ପୀଡନ ମାମଲାରେ ବିଜେପି ସାଂସଦ ବ୍ରିଜ ଭୂଷଣ ଆଜି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ତାଙ୍କୁ ୨ ଦିନ ପାଇ ମର୍ତ୍ତୀର୍ କାଳୀନ ଜାମିନ ପ୍ରଦାନ କରିଛନ୍ତି ।…