Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ବାଙ୍କିପୁର ଉପନିର୍ବାଚନରେ ଜିତିଲେ ପ୍ରଶାନ୍ତ କିଶୋର !

ପଟନା: ବିହାର ବାଙ୍କିପୁର ଉପନିର୍ବାଚନ ଜିତିଲେ ପ୍ରଶାନ୍ତ କିଶୋର। ଜନ ସୁରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟୀ। ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଲେ ପ୍ରଶାନ୍ତ। ବିଜେପିଠୁ ୧୧ହଜାରରୁ ଅଧିକ ଭୋଟରେ ଆଗୁଆ JSP। ନୂଆ ସମୀକରଣ ଉପରେ ଏବେ ସମସ୍ତଙ୍କ ନଜର। ଜନ ସୁରଜ ପାର୍ଟିର…

ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଛନ୍ତି…

ଯୌନ ନିର୍ଯାତନା ମାମଲା; ବ୍ରିଜ୍ ଭୂଷଣ ସିଂହଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ପୂର୍ବତନ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ବ୍ରିଜ ଭୂଷଣ ଏବଂ ବିନୋଦ ତୋମରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜାନୁଆରୀ ୨୦୨୩ ରେ ଆରମ୍ଭ…

ହୁତୁହୁତୁ ଜଳିଲା ପାସେଞ୍ଜର ଟ୍ରେନ, ଜୀବନ ବଞ୍ଚାଇବାକୁ…

ସହରସା: ସୋମବାର ଭୋର ୩:୨୫ ସମୟରେ ସମସ୍ତିପୁର-ସହରସା ପାସେଞ୍ଜର ଟ୍ରେନ (୬୩୩୪୪)ରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ବିହାରର ସହରସା ଜିଲ୍ଲାର ସିମରି ବଖତିୟାରପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଆତଙ୍କ ଖେଳିଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଟ୍ରେନର ମଝି…

ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଲେ ଟ୍ରମ୍ପ, ମୁଁ ମାରିବାକୁ ଚାହୁଁନି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ସୋମବାର ଅପରାହ୍ନରେ ମଧ୍ୟସ୍ଥତା ମାଧ୍ୟମରେ ଇରାନ ସହିତ ଆଲୋଚନା ଆରମ୍ଭ ହେବ। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ,…

ଆନ୍ଦୋଳନ ବେଳେ ଆତ୍ମଘାତୀ ବିସ୍ଫୋରଣ; ଚାଲିଗଲା ୧୪ ଜୀବନ

ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା (କେପି) ପ୍ରଦେଶରେ ରବିବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଏକ ଆତଙ୍କବାଦ ବିରୋଧୀ ଶାନ୍ତି ରାଲିକୁ ଟାର୍ଗେଟ କରିଥିଲା ବୋଲି କୁହାଯାଉଛି। ଏହି ଘଟଣାରେ ୫୫…

ଭାରତୀୟ ପ୍ରତିନିଧିଙ୍କୁ CWG ପତାକା ହସ୍ତାନ୍ତର; ୨୦୩୦ରେ ଅହମ୍ମଦାବାଦରେ ହେବ…

ନୂଆଦିଲ୍ଲୀ: ଗ୍ଲାସଗୋରେ ଏକ ସ୍ମରଣୀୟ ଅଧ୍ୟାୟ ଶେଷ ହେବା ସହ ଏକ ନୂଆ ଯାତ୍ରା ଆରମ୍ଭ ହୋଇଥାଏ। ରାଜ୍ୟଗୋଷ୍ଠୀ କ୍ରୀଡା ଶେଷ ହୋଇଥିବା ବେଳେ ଭାରତ ଅହମ୍ମଦାବାଦ ପରିଦର୍ଶନ ପାଇଁ ବିଶ୍ୱକୁ ଏକ ମହାନ ନିମନ୍ତ୍ରଣ ପ୍ରଦାନ କରିଛି। ସମାପନୀ ସମାରୋହ ମଞ୍ଚ ଭାରତର ପ୍ରାଚୀନ ଦର୍ଶନ, ଆଧୁନିକ କଳା…

Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର…

ନୂଆଦିଲ୍ଲୀ:ମଣିପୁରରେ ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ସାମାଜିକ ବିରୋଧୀ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଲିଥିବା ଅଭିଯାନରେ ସୁରକ୍ଷା ବାହିନୀ ଓ ମଣିପୁର ପୋଲିସ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଜିଲ୍ଲାରେ କରାଯାଇଥିବା ତଲାସୀ ଅଭିଯାନ…

Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟ ସମୁଦ୍ର ମଧ୍ୟରେ ଏକ ଯାତ୍ରୀବାହୀ ଡଙ୍ଗା (ଫେରୀ)ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତିକମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

Monsoon Fury: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା…ବିତ୍ପାତ ରଚୁଛି ବନ୍ୟା! ପାଣି ନେଉଛି କୁଢ କୁଢ ପ୍ରାଣ…

ନୂଆଦିଲ୍ଲୀ: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା… ହନ୍ତସନ୍ତ କରୁଛି ବନ୍ୟା ବିତ୍ପାତ ବାଦଲ ଫଟା ବର୍ଷା ସାଙ୍ଗକୁ ବନ୍ୟା, ଦୁର୍ବିସହ କରିଛି ଜୀବନ! ଦେଶରେ ମୌସୁମୀ ବର୍ଷାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ସହ ପାହାଡ଼ରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ପ୍ରକୃତିର ତାଣ୍ଡବ ଦେଖିବାକୁ…