Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନ୍ୟୁୟର୍କ ଟାଇମ୍ସର ହେଡଲାଇନକୁ ଦୃଢ଼ ବିରୋଧ କଲା ଭାରତ, କହିଲା- କାଶ୍ମୀର ପାକିସ୍ତାନର ଅଂଶ ନୁହେଁ, ଏହା ପିଓକେ

ନୂଆଦିଲ୍ଲୀ: ଆମେରିକୀୟ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଶୀର୍ଷକ ଉପରେ ଭାରତ ଦୃଢ଼ ଆପତ୍ତି ଉଠାଇଛି। ଆମେରିକାରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ଖବରକାଗଜରେ "ପାକିସ୍ତାନୀ କାଶ୍ମୀର" ଶବ୍ଦର ବ୍ୟବହାର ଭ୍ରାମକ ଏବଂ ତଥ୍ୟଗତ ଭାବରେ ଭୁଲ।…

ଯଦି ପୁଣି ଭାରତ ହାତକୁ ଫେରିଆସେ PoK, କ’ଣ ହେବ? CPEC ଠାରୁ ଆରମ୍ଭ କରି ପାକିସ୍ତାନର ରଣନୀତି ପର୍ଯ୍ୟନ୍ତ କ’ଣ…

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଗତ କିଛି ସପ୍ତାହ ଧରି ପାକିସ୍ତାନ ସରକାର ଓ ସେନା ବିରୋଧରେ ଜାରି ଥିବା ବିରୋଧ ପ୍ରଦର୍ଶନ ଏବଂ ହିଂସା ପୁଣିଥରେ ଏହି ଅଞ୍ଚଳକୁ ବିଶ୍ୱ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି। ଏହାରି ଭିତରେ ଏକ ବଡ଼ ପ୍ରଶ୍ନ ଉଠୁଛି, ଯଦି ଭବିଷ୍ୟତରେ କୌଣସି…

Midday Meals: ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି!

ଚେନ୍ନାଇ: ସ୍କୁଲରେ ପିଲା ଖାଇବେ ବିରିୟାନି! ମିଡ୍-ଡେ ମିଲ୍‌ ମେନ୍ୟୁରେ ଚିକେନ୍ ବିରିୟାନି! ବଡ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ! ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମିଡ୍-ଡେ ମିଲ୍ ଯୋଜନାରେ ବଡ଼ ପରିବର୍ତ୍ତନ ଆଣିବାକୁ ବିଚାର କରୁଛନ୍ତି ତାମିଲନାଡୁ ସରକାର। ସ୍କୁଲ…

BS-III vehicle: E20 ପେଟ୍ରୋଲ ନେଇ ସରକାରଙ୍କ ବଡ଼ ଖୁଲାସା!

ନୂଆଦିଲ୍ଲୀ: E20 ପେଟ୍ରୋଲ ନେଇ ସରକାରଙ୍କ ବଡ ଖୁଲାସା! ବଦଳାଇବାକୁ ପଡିବ ପୁରୁଣା ଗାଡ଼ିର ପାର୍ଟସ୍? ସଂସଦରେ ବଡ କଥା କହିଦେଲେ ଗଡ଼କରୀ… ଦେଶରେ E20 ପେଟ୍ରୋଲ ବ୍ୟବହାର ବଢ଼ିବା ସହ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ସନ୍ଦେହ ଦେଖାଦେଇଛି। ବିଶେଷକରି ପୁରୁଣା କାର୍ ଓ ବାଇକ୍…

GenZ ଙ୍କ ଅଜବ ମୁଡ଼! ଲାଇକ୍, ଭ୍ୟୁ କମେଣ୍ଟ ନମିଳିଲେ ନିଜକୁ ଭାବନ୍ତି ଏକୁଟିଆ: ସର୍ଭେରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିର ଯୁବପିଢ଼ି ତଥା GenZ ଙ୍କ ମନୋଭାବ ଏବଂ ନିଜର ଭେଲ୍ୟୁ ସୋସିଆଲ ମିଡିଆ ଉପରେ ନିର୍ଭରଶୀଳ। ଯେପରିକି ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ କେତେ ଲାଇକ୍, ଭ୍ୟୁ କିମ୍ବା କମେଣ୍ଟ ମିଳିଥାଏ ତାହା ଉପରେ ନିର୍ଭର କରେ। ଏହା ଏକ ସମାଜଶାସ୍ତ୍ରୀୟ ଅଧ୍ୟୟନ ଦ୍ୱାରା ପ୍ରକାଶିତ…

Unparliamentary Words: ସଂସଦରେ କେଉଁ ଶବ୍ଦ କହିବା ମନା? ରାହୁଲଙ୍କ ବୟାନରେ ବିବାଦ, ଜାଣନ୍ତୁ ଅସଂସଦୀୟ ଶବ୍ଦ କ’ଣ?

ନୂଆଦିଲ୍ଲୀ: ଲୋକସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ବଡ଼ ବିବାଦ ଦେଖାଦେଇଛି। ଭାଷଣ ସମୟରେ ସେ "ଅନ୍ଧଭକ୍ତ" ଓ "ଇଡିଏଟ୍ ବା ମୂର୍ଖ" ଭଳି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରି ବିଜେପି ତୀବ୍ର ପ୍ରତିବାଦ କରିଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର…

ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ…

ନୂଆଦିଲ୍ଲୀ: ସାଇବର ଲୁଟେରାଙ୍କ ନୂଆ ନୂଆ ତରିକା ଓ ଡିଜିଟାଲ୍ ଠକେଇ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ସରକାର ଏହା ଉପରେ କଡ଼ା ପ୍ରହାର କରିଛନ୍ତି। ଦେଶରେ ବଢୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଏବେ କିପରି ସଫଳ ହେଉଛି, ସେ ନେଇ ଲୋକସଭାରେ…

୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ଶିଳ୍ପପତି ଏଲନ୍ ମସ୍କ ପୁଣି ଥରେ ଏକ ବୟାନ ଦେଇଛନ୍ତି ଯାହା ସାରା ବିଶ୍ୱର ଅର୍ଥନୀତିଜ୍ଞଙ୍କୁ ପୁନର୍ବିଚାର କରିବାକୁ ବାଧ୍ୟ କରୁଛି। ମସ୍କ ଭବିଷ୍ୟବାଣୀ କରିଛନ୍ତି ଯେ ମାତ୍ର ୧୦ ବର୍ଷ ମଧ୍ୟରେ ଆମର ଅର୍ଥନୀତି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ। ସେ…

Naxalites Surrender: ୪୯ଲକ୍ଷର ପୁରସ୍କାର ରାଶି ଥିବା ୮ ନକ୍ସଲଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ:ବିଜାପୁର ପୋଲିସ ନକ୍ସଲ-ବିରୋଧୀ ଅଭିଯାନରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନକିଟରେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ପୋଲିସ୍ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତା କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପାଞ୍ଚଜଣ ମହିଳା…

ଟିସିଏସ୍ ଚାକିରିକୁ ମାରିଲେ ଲାତ, ଆରମ୍ଭ କଲେ ଚାଉଳ ବ୍ୟବସାୟ: ଆଜି ବାର୍ଷିକ ୨୫ ଲକ୍ଷ ରୋଜଗାର କରୁଛନ୍ତି ଏହି ଯୁବକ

ଆଜିର ସମୟରେ ଯେଉଁଠି ଲକ୍ଷ ଲକ୍ଷ ଯୁବକ କୌଣସି ବଡ଼ ଆଇଟି କମ୍ପାନୀରେ ଚାକିରି ଖଣ୍ଡେ ପାଇବାକୁ ସ୍ୱପ୍ନ ଦେଖୁଛନ୍ତି, ସେଠାରେ ଜଣେ ବ୍ୟକ୍ତି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଯୁବକଙ୍କୁ ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସି…