Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲଗାଇ ଆମେରିକା ଅର୍ଥ କମାଉଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ 

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଟଙ୍କା ରୋଜଗାର କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା…

ପାର୍ଟିରୁ ପୁଅ ତେଜ ପ୍ରତାପଙ୍କୁ ବହିଷ୍କାର କଲେ ଲାଲୁ, କହିଲେ ପରିବାରରୁ ବାହାର…

ପାଟଣା: ଆରଜେଡି ମୁଖ୍ୟ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ ଲାଲୁ ତାଙ୍କୁ ପରିବାରରୁ ମଧ୍ୟ ବାହାର କରିଦେଇଛନ୍ତି। ଆରଜେଡି ମୁଖ୍ୟ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବରେ…

କେତେ ବିପଦ? ଯେବେ ଧକ୍କା ହେବ ପରମାଣୁ-ପରମାଣୁ ବୋମା….

ନୂଆଦିଲ୍ଲୀ: କ’ଣ ହେବ? ଯେବେ ପରମାଣୁ ସହ ଆଉ ଏକ ପରମାଣୁ ମାଡ ହେବ? କେବଳ କିଛି ଅଞ୍ଚଳ ପାଇଁ ପ୍ରଳୟ ସୃଷ୍ଟି କରିବ? ନା ଧ୍ବଂସ ହୋଇଯିବ ପୂରା ପୃଥିବୀ? ହିରୋସିମା ଏବଂ ନାଗାସାକିରେ ପରମାଣୁ ବୋମା ଦ୍ୱାରା ହୋଇଥିବା ଧ୍ୱଂସାବଶେଷ ସାରା ବିଶ୍ୱ ଦେଖିଛି। ଏଥିସହିତ ଚେର୍ନୋବିଲ୍ ଭଳି…

ମୋ ଆକାଉଣ୍ଟ ହ୍ୟାକ ହୋଇଯାଇଛି; ରିଲେସନସିପ ପୋଷ୍ଟ ଭାଇରାଲ ପରେ ଏଭଳି କହିଲେ ଲାଲୁଙ୍କ ପୁଅ

ପାଟଣା: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଫେସବୁକ୍ ରେ ନିଜର ୧୨ ବର୍ଷ ର ପ୍ରେମ ବିଷୟରେ ଲେଖି ଚର୍ଚ୍ଚାକୁ ଆସିଥିଲେ। ଏହା ପୋଷ୍ଟ ଭାଇରାଲ ହେବାର କିଛି ସମୟ ପରେ ସେ ଏଥିରେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ…

ବାହାରିନରେ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଓୱାଇସି; କହିଲେ, ପାକିସ୍ତାନ ଆତଙ୍କବାଦୀ…

ମାନାମା: ଅପରେସନ ସିନ୍ଦୂର ପରେ, ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳ ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନର ଅସଲ ଚେହେରାର ପର୍ଦ୍ଦାଫାସ କରୁଛନ୍ତି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ବାହାରିନରେ ପହଞ୍ଚିଛି । ଯେଉଁଠାରେ ପ୍ରତିନିଧି ଦଳ ଭାରତର ପକ୍ଷ…

‘ଆମେରିକାକୁ ବାଂଲାଦେଶ ବିକି ଦେଇଛନ୍ତି ୟୁନୁସ’, ବଡ ଅଭିଯୋଗ ଆଣିଲେ ହସିନା…

ନୂଆଦିଲ୍ଲୀ: ଆମେରିକାକୁ ବଂଲାଦେଶ ବିକ୍ରି କରିଦେଇଛନ୍ତି ୟୁନୁସ । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଏଭଳି କିଛି ଗମ୍ଭୀର ଅଭିଯୋଗ ଆଣି ବର୍ଷିଛନ୍ତି । ୟୁନୁସ୍…

ସିବିଏସଇର ନୂଆ ଗାଇଡଲାଇନ; ୫ମ ଶ୍ରେଣୀ ଯାଏଁ ପିଲା ମାତୃଭାଷାରେ ପାଠ ପଢିବେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍) ଅଧୀନରେ ସମସ୍ତ ସ୍କୁଲ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ୩ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପାଠପଢ଼ା ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୂଚନା…

ଭକ୍ତି ମାର୍ଗରେ ବିରାଟ, ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ କଲେ ପୂଜାର୍ଚ୍ଚନା…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି, ଦିନ ଥିଲା କହୁଥିଲେ…କ’ଣ ମୁଁ ପୂଜାପାଠ କଲା ଭଳି ମଣିଷ ଲାଗୁଛି….ହେଲେ ଆଜି ସେଇ ମଣିଷ ଭକ୍ତି ମାର୍ଗରେ ନିଜକୁ ଉତ୍ସର୍ଗୀକୃତ କରିଛି । ବିବାହ ପରେ ପ୍ରାୟତଃ ବିରାଟଙ୍କ ଜୀବନରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିବା ବେଳେ, ପତ୍ନୀ…

ସେନାର ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନ୍ କି ବାତ କାର୍ଯ୍ୟକ୍ରମର ୧୨୨ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୁରକୁ ନେଇ ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଆଜି ସମଗ୍ର ଦେଶବାସୀ ଆତଙ୍କବାଦ…

‘ମୁଁ ସରକାରଙ୍କ ପାଇଁ କାମ କରୁନି’: କାହିଁକି ୟୁଏସରେ ଏମିତି କହିଲେ, ଅପରେସନ ସିନ୍ଦୂରର ପ୍ରତିନିଧିତ୍ବ କରୁଥିବା…

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ଆମେରିକା ଯାଇଥିବା କଂଗ୍ରେସ ସାଂସଦ ଶଶି ଥରୁର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିକ୍ରିୟା ରଖିଛନ୍ତି । ଦେଶ କିପରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମୁକାବିଲା ପାଇଁ ପ୍ରସ୍ତୁତ, ଏବଂ ଅପରେସନ ସିନ୍ଦୂର…