Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ୪ଟି ରାଜ୍ୟର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ୫ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ…

ବିଶ୍ବର ସର୍ବବୃହତ ୪ର୍ଥ ଅର୍ଥନୈତିକ ଦେଶ ହେଲା ଭାରତ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ । ଜାପାନକୁ ଟପି ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନୀତ ହେଲା ଭାରତ । ଏନେଇ ସୂଚନା ଦେଲେ ନିତି ଆୟୋଗ ସିଇଓ ବି.ବି.ଆର୍ ସୁବ୍ରମଣ୍ୟମ । ଆମେରିକା, ଚୀନ ଓ ଜର୍ମାନୀ ପରେ ୪ର୍ଥ ସ୍ଥାନରେ ରହିଛି ଭାରତ । IMFର ତଥ୍ୟ ଅନୁସାରେ…

ଦିଲ୍ଲୀ-ଏନସିଆରରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା, ବଦଳିଲା ୨୫ରୁ ଅଧିକ ବିମାନର ଗତିପଥ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ ପାଗ ପରିବର୍ତ୍ତନ ହେଉଛି । ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ପ୍ରବଳ ପବନ ଏବଂ ବର୍ଷା କାରଣରୁ ଦିଲ୍ଲୀବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।…

ବିବାହ ଋତୁରେ କେତେ ରହିଛି ସୁନା ଦର, ନଜର ପକାନ୍ତୁ….

ଭୁବନେଶ୍ୱର : ବାହାଘର ଋତୁ ଚାଲିଥିବା ବେଳେ ସୁନା ଓ ରୂପାର ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହା ସୁନା ପ୍ରେମୀ ଓ ଗ୍ରାହକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି। ଆଜିର ବଜାର ଦର ଅନୁସାରେ, ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୮,୦୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର…

ନେଟଫ୍ଲିକ୍ସ ୟୁଜର୍ସଙ୍କ ପାଇଁ ନିରାଶାଜନକ ଖବର ! ୨ ଜୁନରେ ଏହି ଡିଭାଇସରୁ ହୋଇଯିବ ବନ୍ଦ

ଭୁବନେଶ୍ୱର : ଯଦି ଆପଣ ଆପଣଙ୍କର ପୁରୁଣା ଆମାଜନ୍ ଫାୟାର ଟିଭି ଷ୍ଟିକ୍ ମାଧ୍ୟମରେ ନେଟଫ୍ଲିକ୍ସରେ ଫିଲ୍ମ ଓ ସୋ’ର ମଜା ନେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଟିକେ ନିରାଶାଜନକ ହୋଇପାରେ। ନେଟଫ୍ଲିକ୍ସ ଘୋଷଣା କରିଛି ଯେ ଆଗାମୀ ୨ ଜୁନ୍ ୨୦୨୫ରୁ କିଛି ପୁରୁଣା ଆମାଜନ୍ ଫାୟାର ଟିଭି…

ସମୁଦ୍ରରେ ବୁଡ଼ି ଯାଉଥିଲା ବିଦେଶୀ ଜାହାଜ; ଦେବଦୂତ ସାଜିଲେ ଭାରତୀୟ ତଟରକ୍ଷୀ ବାହିନୀ

କେରଳ: କୋଚି ନିକଟସ୍ଥ ସମୁଦ୍ରରେ ବୁଡ଼ି ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜରୁ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଅଭିଯାନ ଜାରି ରହିଛି। ଏହି ମାଲବାହୀ ଜାହାଜଟି ଲିବିୟାର ବୋଲି ଜଣାପଡିଛି , ଯାହାକି ଏପର୍ଯ୍ୟନ୍ତ ଅଧା…

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି…

ସ୍ୱାସ୍ଥ୍ୟକର୍ମୀ ପାଲଟିଲେ ପାକିସ୍ତାନୀ ଗୁପ୍ତଚର; ଶତ୍ରୁ ଦେଶକୁ ଦେଉଥିଲେ ବିଏଏସଏଫ ଓ ନୌସେନା ତଥ୍ୟ

ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅଞ୍ଚଳରୁ ପାକିସ୍ତାନୀ ଗୁପ୍ତଚର ଧରାପଡୁଛନ୍ତି । ଏହି ସମୟରେ ଗୁଜରାଟରୁ ଜଣେ ଗୁପ୍ତଚର ଧରାପଡ଼ିଛି। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ଜଣକ ଭାରତୀୟ ନୌସେନା ଏବଂ ବିଏସଏଫ ସହ ଜଡିତ ସମ୍ବେଦନଶୀଳ ସୂଚନା ଏବଂ ଫଟୋଗ୍ରାଫ ତାଙ୍କ ପାକିସ୍ତାନୀ…

‘ମୈସୁର ପାକ୍’ ପାଲଟିଲା ‘ମୈସୁର ଶ୍ରୀ’: ନାମ ପରିବର୍ତ୍ତନ ପଛରେ ରହିଛିକି ଭାରତ-ପାକ୍…

ଜୟପୁର: ସେକ୍ସପିଅର କହିଥିଲେ ଯେ ନାମରେ କ’ଣ ଅଛି, କିନ୍ତୁ ହୁଏତ ଜୟପୁରର କିଛି ଲୋକ ଏଥିରେ ସହମତ ନୁହଁନ୍ତି। କାରଣ ସେମାନେ ଲୋକପ୍ରିୟ ମିଠା 'ମୋତି ପାକ୍'କୁ 'ମୋତି ଶ୍ରୀ' ଏବଂ 'ମୈସୁର ପାକ୍'କୁ 'ମୈସୁର ଶ୍ରୀ' ନାମରେ ପରିବର୍ତ୍ତନ କରି ଦେଇଛନ୍ତି। ପାକିସ୍ତାନ ବିରୋଧୀ କ୍ରୋଧକୁ ଦୃଷ୍ଟିରେ…

ଟିମ୍‌ ଇଣ୍ଡିଆ ଭଳି କାର୍ଯ୍ୟ କଲେ, ସମସ୍ତ ଲକ୍ଷ୍ୟ ସମ୍ଭବ: ନୀତି ଆୟୋଗ ବୈଠକରେ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର 'ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ୨୦୪୭' ବିଷୟବସ୍ତୁ ଉପରେ ଦଶମ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକର ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ…