Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାରାୟଣପୁର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ମୃତ

ନାରାୟଣପୁର: ଛତିଶଗଡ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ବିସ୍ଫୋରଣରେ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜଙ୍ଗଲକୁ ଝାଡୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଉପରେ ପଡ଼ିଗଲା ଗୋଡ଼। ବିସ୍ଫୋରଣରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଅନ୍ୟ…

ପୁଣି ଡରାଇଲା କରୋନା, ହସ୍ପିଟାଲରେ ଭର୍ତ୍ତି ହେଲେ ଏକ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଗତ କିଛି ମାସ ଧରି ସାରା ବିଶ୍ୱରେ କରୋନା ସଂକ୍ରମଣର ମାମଲା ଅନେକ ପରିମାଣରେ ସ୍ଥିର ଥିଲା। ଅନେକେ ମନେ କରୁଥିଲେ ଯେ ଏହି ଭାଇରସର ବିପଦ ଏବେ ସମାପ୍ତ ହୋଇଗଲାଣି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ସତର୍କ କରି ଆସୁଥିଲେ ଯେ କରୋନା ଭଳି ଆରଏନଏ ଭାଇରସ ନିଜକୁ ଜୀବିତ…

ChatGPT ତିଆରି କରୁଛି ଫେକ୍ ଆଧାର ଓ ପାନ କାର୍ଡ! 

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରାୟ ସମସ୍ତ କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ତିଆରି କରିଥିବା ବେଳେ ଏହାକୁ ନେଇ ନୂତନ ତଥ୍ୟ ଜଣାପଡିଛି। ଯାହାକି ବିପଦର କାରଣ ହୋଇପାରେ। AI ପାଖରେ ଚାଟବଟ୍ ସାହାଯ୍ୟରେ ଟେକ୍ସଟ୍ ଜେନେରେଟ କରିବା ସହ ଫଟୋ ମଧ୍ୟ ଜେନେରେଟ କରିବାର…

ଗୋଟିଏ ମୋବାଇଲରେ ଲାଗିପାରିବ 3 ସିମ୍ କାର୍ଡ, ଦାମ୍ ମାତ୍ର 1300 ଟଙ୍କା

ବର୍ତ୍ତମାନ ପ୍ରାୟ ସବୁ କମ୍ପାନିର ସ୍ମାର୍ଟଫୋନରେ ଦୁଇଟି ସିମ୍ କାର୍ଡ ବ୍ୟବହାର କରିବା ଫିଚର ରହିଛି। ହେଲେ ଏବେ ବଜାରରେ ଆଉ ଏକ ନୂଆ ଫୋନ ଆସିଛି, ଯେଉଁଥିରେ ଆପଣ ଦୁଇଟି ସିମ ବଦଳରେ ତିନୋଟି ସିମ୍ ମଧ୍ୟ ପକାଇପାରିବେ । ଏହି ଫୋନର ନାଁ ହେଉଛି ଆଇଟେଲ କିଙ୍ଗ ସିଗନାଲ, ଯାହା ଏକାସାଙ୍ଗରେ ୩ଟି…

୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି, କାହିଁକି ଖାସ ଏହି ଯାତ୍ରା…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ସେ ଏପ୍ରିଲ ୭ ରୁ ୮ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ରହିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ତନ୍ମୟ ଲାଲ ସୂଚନା ଦେଇଛନ୍ତି। ସେ…

୬ ବର୍ଷ ପରେ ଶ୍ରୀଲଙ୍କା ଗସ୍ତରେ ମୋଦି, ମିଳିଲା ଗାର୍ଡ ଅଫ୍ ଅନର

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତ ପରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। କଲମ୍ବୋର ବନ୍ଦରାନାଇକେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ତାଙ୍କୁ ଶ୍ରୀଲଙ୍କାର ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ସେମାନଙ୍କ ମଧ୍ୟରେ…

ବିବାହର ୨୫ ବର୍ଷ ପୂର୍ତ୍ତି, ପତ୍ନୀଙ୍କ ସହ ନାଚୁଥିବା ବେଳେ ଚାଲିଗଲା ଜୀବନ!

ବରେଲି: ଉତ୍ତର ପ୍ରଦେଶର ବରେଲିରୁ ଏକ ହୃଦୟବିଦାରକ ଖବର ଆସିଛି। ଏକ ଖୁସିର ଉତ୍ସବ ମାତ୍ର କିଛି ମୁହୂର୍ତ୍ତରେ ଶୋକରେ ବଦଳି ଯାଇଛି।ଏକ ଦମ୍ପତି ନିଜ ବିବାହର ୨୫ ବର୍ଷ ପୂର୍ତ୍ତି ଅର୍ଥାତ୍ ସିଲଭର ଜୁବିଲି ପାଳନ କରୁଥିଲେ। ସମସ୍ତଙ୍କ ମୁହଁରେ ହସ ଓ ଆନନ୍ଦର ଝଲକ ଥିଲା। କିନ୍ତୁ କିଏ…

ତାମିଲନାଡୁ ବିଜେପିରେ ବଡ଼ ପରିବର୍ତ୍ତନ, ଆନ୍ନାମଲାଇ ଛାଡ଼ିଲେ ସଭାପତି ପଦ

ଚେନ୍ନାଇ: ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ ବଢ଼ିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ତାମିଲନାଡୁ ସଭାପତି ଏ. ଏନ୍. ଆନ୍ନାମଲାଇ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ନେଇ ବେଶ୍…

ଏହି ରାଜ୍ୟରେ ନୀଳ ଡ୍ରମ ବିକ୍ରି ପାଇଁ ଆଧାର କାର୍ଡ ଜରୁରୀ

ମୁମ୍ବାଇ: ମେରଠରେ ଘଟିଥିବା ସୌରଭ ରାଜପୁତ ହତ୍ୟାକାଣ୍ଡ ଏବେ ଚାରିଆଡ଼େ ଚର୍ଚ୍ଚାରେ ରହିଛି। ଏହି ଘଟଣା କେବଳ ସାଧାରଣ ଲୋକଙ୍କୁ ନୁହେଁ, ଦୋକାନୀମାନଙ୍କ ମଧ୍ୟରେ ମଧ୍ୟ ଭୟ ଓ ଆତଙ୍କ ସୃଷ୍ଟି କରିଛି। ସୌରଭଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ନିଜ ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ଶବକୁ ଏକ ନୀଳ…

ନୀଟ୍‌ ବିରୋଧୀ ବିଲ୍‌କୁ ଖାରଜ କଲେ ରାଷ୍ଟ୍ରପତି;ଲଢେଇ ଜାରି ରହିବ କହିଲେ ଷ୍ଟାଲିନ୍

ନୂଆଦିଲ୍ଲୀ: ତାମିଲନାଡୁର ସରକାରଙ୍କୁ ଲାଗିଛି ବଡ଼ ଝଟ୍‌କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(NEET ) ବିରୋଧରେ ରାଜ୍ୟ ସରକାର ଆଣିଥିବା ବିଲ୍‌କୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୀଟ୍ ପରିସରରୁ ତାମିଲନାଡୁକୁ ବାଦ୍ ଦେବା ଲାଗି…