Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ବିଜେପି ଚାହୁଁଛି ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା?: ବାଚସ୍ପତି ବି କହିଲେ, ‘ଦୁର୍ଭାଗ୍ୟଜନକ’

ନୂଆଦିଲ୍ଲୀ: କ୍ଷମା ପ୍ରାର୍ଥନା କରନ୍ତୁ ସୋନିଆ ଗାନ୍ଧୀ । ୱାକଫ ବିଲ୍ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଜେପି । ଗତ ଗୁରୁବାର ବିଳମ୍ବିତ ରାତିରେ ଲୋକସଭା ୱାକଫ ସଂଶୋଧନ ବିଲ୍ ପାସ୍ ହେବାକୁ ନେଇ ବିରୋଧୀ ଏବଂ ଶାସକ…

ଆଇଫୋନ ଠାରୁ ସୁନା… ଭାରତ ତୁଳନାରେ ଦୁବାଇରେ ସବୁ ଜିନିଷ ଏତେ ଶସ୍ତା କାହିଁକି?

ନୂଆଦିଲ୍ଲୀ: ଦୁବାଇକୁ ବିଶ୍ୱର ସର୍ବୋତ୍ତମ ସପିଂ ଡେଷ୍ଟିନେସନ ମଧ୍ୟରେ ଗଣନା କରାଯାଏ। ସାରା ବିଶ୍ୱରୁ ଲୋକମାନେ ଏହି ସ୍ଥାନକୁ ଦର୍ଶନ ଏବଂ କିଣାକାଟା ପାଇଁ ଆସିଥାନ୍ତି। ଏହି ସହର କ୍ରେତାଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ। ଏଠାରେ ଭାରତ ତୁଳନାରେ ବିଳାସପୂର୍ଣ୍ଣ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀ…

ସରିଲା ସଂସଦର ବଜେଟ୍ ଅଧିବେଶନ: ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବି

ନୂଆଦିଲ୍ଲୀ: ସରିଲା ୧୭ କାର୍ଯ୍ୟଦିବସର ସଂସଦର ବଜେଟ ଅଧିବେଶନ । ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ରଖାଯାଇଛି । ଗତ ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ଆଜି ଶେଷ ହେଉଛି । ତେବେ ଏଥିରେ ସବୁଠୁ…

ଆଗାମୀ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୧୭୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ କେତେ? ଜାଣନ୍ତୁ..

ନୂଆଦିଲ୍ଲୀ: ଆଗାମୀ ପ୍ରଯୁକ୍ତିବିଦ୍ୟା ପାଇଁ କେଉଁ ଦେଶ କେତେ ପ୍ରସ୍ତୁତ ତାହା ଦେଖିବା ପାଇଁ ଜାତିସଂଘର ଏକ ସଂଗଠନ (UN) ୧୭୦ଟି ଦେଶକୁ ମୂଲ୍ୟାଙ୍କନ କରିଛି । ଏହି ତାଲିକାରେ ଭାରତକୁ ୩୬ ତମ ସ୍ଥାନ ମିଳିଛି । ୨୦୨୨ ମସିହାରେ ଏହାର ସ୍ଥାନ ୪୮ ତମ ଥିଲା । ଯଦି ଆମେ ଏହି ରାଙ୍କକୁ ଯିବା, ତେବେ…

ପେଙ୍ଗୁଇନଙ୍କ ଉପରେ ଟ୍ରମ୍ପଙ୍କ ଟାରିଫ୍ ମାଡ: ଇଣ୍ଟରନେଟରେ ମିମ୍ସ ବର୍ଷା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏପ୍ରିଲ ୨ ତାରିଖରୁ ୧୮୦ ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ବା ଶୁଳ୍କ ଲାଗୁ କରିଛନ୍ତି । ଏଥିରେ ଭାରତ, ଚୀନ, ଜାପାନ୍, ସାଉଥ କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଦେଶ ସାମିଲ ରହିଛି । କିନ୍ତୁ ଏହାକୁ ନେଇ ଏବେ…

ଉଭୟ ଗୃହରେ ପାରିତ ହେଲା ଓ୍ବାକଫ୍ ବିଲ୍: ମୋଦି କହିଲେ, ‘ଅବହେଳିତଙ୍କୁ କରିବ ସାହାଯ୍ୟ’

ନୂଆଦିଲ୍ଲୀ: ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହର ଆବଶ୍ୟକ, ଯାହା ୨୦୧୪ର ଏହି ସଂଶୋଧିତ ବିଲକୁ ଆଇନରେ ପରିଣତ କରିବ । ଶାସକ ଦଳର ସଂଖ୍ୟା ଗରିଷ୍ଠତା ଯୋଗୁଁ ଉଭୟ ଗୃହରେ ବେଶ୍ ଆରାମରେ ପାରିତ…

ଖାଦ୍ୟ ନାହିଁ କି ଶୌଚାଳୟ ନାହିଁ: ତୁର୍କୀ ବିମାନବନ୍ଦରରେ ୩୦ ଘଣ୍ଟା ଧରି ଫସିଛନ୍ତି ଯାତ୍ରୀ !

ମୁମ୍ବାଇ: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏକ ଭର୍ଜିନ୍ ଆଟଲାଣ୍ଟିକ୍ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଛି। ବିମାନରେ ଅଛନ୍ତି ୨୬୦ରୁ ଅଧିକ ଯାତ୍ରୀ। ଏହି ଯାତ୍ରୀମାନେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ଫସି ରହିଛନ୍ତି। ଏହି ଯାତ୍ରୀଙ୍କ…

ଲୋକସଭା ପରେ ରାଜ୍ୟସଭାରେ ଓ୍ୱାକଫ ବିଲ୍ ପାସ୍, ଏବେ ଜଣେ ଚାହିଁଲେ ଅଟକାଇପାରିବେ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ଦିନ ଓ୍ବାକଫ୍ (ସଂଶୋଧନ) ବିଲ୍ ୨୦୨୫ ପାସ୍ ହୋଇଛି। ଏହି ବିଲ୍ ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ଚାଲିଥିଲା। ମୋଟ୍ ୧୨୮ ଜଣ ସାଂସଦ ଏହାକୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ। ଏବେ ଏହି ବିଲ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ…

ଏୟାରଟେଲ୍‌ର ଖାସ୍ ପ୍ଲାନ, ବର୍ଷେ ଯାଏଁ ସବୁ ଫ୍ରି !

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ତାର ୩୪ ନିୟୁତରୁ ଅଧିକ ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଉପହାର ଦେଇଛି। ମାତ୍ର ୨୨୪୯ ଟଙ୍କାରେ ୩୬୫ ଦିନିଆ ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ଲଞ୍ଚ କରି କମ୍ପାନୀ ଗ୍ରାହକଙ୍କ ମନ ଜିଣିବାକୁ ଚେଷ୍ଟା କରିଛି। ଏହି ପ୍ଲାନ୍‌ ଜରିଆରେ…

ଟିକେ ଅପେକ୍ଷା କରନ୍ତୁ… ୫୫ ହଜାରକୁ ଖସିଯିବ ସୁନା ଦର !

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ବ୍ରେକ ଲଗୁନି। ଏମିତି ଲାଗୁଛି ଯେମିତି ଆଉ କିଛି ଦିନ ପରେ ଲକ୍ଷେ ଟଙ୍କା ଟପିଯିବ ସୁନା । ଦେଶର ଫ୍ୟୁଚର୍ସ ବଜାର ଏବଂ ଦିଲ୍ଲୀ ସୁନା ବଜାରରେ ଏହାର ସଙ୍କେତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥିଲା। ଦେଶର ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୯୧, ୪୦୦…