Latest Odisha News

BREAKING NEWS

Browsing Category

ରାଜସ୍ଥାନ

Rajasthan

ରାଜସ୍ଥାନରେ ରାଜ୍ୟସଭା ସିଟ ନେଇ ଗୋଟି ଚାଳନା ଆରମ୍ଭ

ଜୟପୁର:ରାଜସ୍ଥାନରେ ଚଳିତମାସ ୧୯ରେ ରାଜ୍ୟସଭା ନିର୍ବାଚନ ହେବ । ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ସିଟ ଛଡାଇନେବ ବୋଲି ଭୟ ସୃଷ୍ଟି ହୋଇଛି । ଫଳରେ ଉଭୟ ଦଳ ସତର୍କତାର ସହ ସେମାନଙ୍କ ଗୋଟି ଚାଳନା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବିଜେପି ଘୋଡାବେପାର କରୁଛି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ତାବଲିଗି ଜମାତିଙ୍କ ଅଭଦ୍ରାମୀ, ଇସ୍ତଫା ଦେଲେ ୧୦୦ ମହିଳା ସ୍ୱାସ୍ଥ୍ୟକର୍ମୀ !

ଭୁବନେଶ୍ୱର:୨୮ ଅପ୍ରେଲ୍‌, ୨୦୨୦ । ଖବର ଆସିଥଲା ରାଜସ୍ଥାନର ଝଲାୱାର୍ଡ ମେଡିକାଲ କଲେଜ ଓ ହସ୍ପିଟାଲରେ ଚାକିରୀ ଛାଡିଥିଲେ ୧୦୦ ନର୍ସ । ଏହା ପଛରେ କାରଣ ସାଜିଥିଲା ତାବଗିଲିଗି ଜମାତିଙ୍କ ଅଭଦ୍ରାମୀ । ଏହି ଖବରକୁ ଲୋକେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ କରିଥିଲେ । ହେଲେ…

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍…

ହୋମ କ୍ୱାରେଂଟାଇନରେ ରହିଥିବା ଯୁବକ ବାହାରେ ବୁଲୁଥିବାରୁ ଡାକ୍ତର ବାଡି ଧରି ଗୋଡାଇଲେ

ମକାରାନା: ରାଜସ୍ଥାନର ମକାରାନା ଅଂଚଳରେ ଡାକ୍ତରଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଏଠାରେ ୩୮ ଯୁବକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଏହି ଯୁବକମାନେ ବାରମ୍ବାର ଘରୁ ବାହାରକୁ ଆସିବା ଡାକ୍ତର ଆବିଦ ହୁସେନ ଦେଖିଥିଲେ । ସମସ୍ତଙ୍କୁ ଡାକି କରୋନାର ଭୟାବହତା ବିଷୟରେ ବୁଝାଇଥିଲେ । ତଥାପି…

ଗର୍ଭବତୀଙ୍କୁ ହସ୍ପିଟାଲରେ ମିଳିଲାନି ଆଡମିଶନ, ନବଜନ୍ମିତ ଶିଶୁର ମୃତ୍ୟୁ !

ରାଜସ୍ଥାନ: ଯାଂଚ ଘେରରେ ରାଜସ୍ଥାନର ଭରତପୁର ସରକାରୀ ହସ୍ପିଟାଲ । ଗର୍ଭବତୀ ମହିଳା ଜଣକ ମୁସଲମାନ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରିବା ବଦଳରେ ହସ୍ପିଟାଲ କର୍ମଚାରୀ ବାରଣ କରିଥିଲେ । Rajasthan: A pregnant woman was allegedly denied admission into Janana Hospital,…

କୋଭିଡ-୧୯ ଲକଡାଉନ: ରାଜସ୍ଥାନ ଦରଗାହର ଧାର୍ମିକ ସଭାରେ ୧୦୦ ଜଣ ସାମିଲ, ୬ ଗିରଫ

ଅଜମେର: ମଙ୍ଗଳବାର ଦିନ ରାଜସ୍ଥାନର ଅଜମେର ଜିଲ୍ଲାର ସରୱର ଟାଉନ ସ୍ଥିତ ଦରଗାହ ଠାରେ ଏକ ଧାର୍ମିକ ସଭାରେ ପାଖାପାଖି ୧୦୦ଜଣ ଲୋକ ସାମିଲ ହୋଇଥିଲେ । ପୋଲିସ ତାଙ୍କୁ ସେ ସ୍ଥାନରୁ ତଡିବାକୁ ବଳ ପ୍ରୟୋଗ କରିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି । ସେହି ଦରଗାହରେ ପାଖାପାଖି ୧୦୦ଜଣ ଲୋକ ସାମିଲ…

ଲକଡାଉନ ନମାନିଲେ କର୍ଫ୍ୟୁ ଲଗାଇବୁ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ଦେଶର ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ରାଜସ୍ଥାନରେ ଏହାର ଏତେଟା ପ୍ରଭାବ ପରିଲିକ୍ଷିିତ ହେଉନାହିଁ । ଯାହାଫଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେ ଜନସାଧାରଣଙ୍କୁ କହିଛନ୍ତି,…

କରୋନା ଆତଙ୍କ: ରାଜସ୍ଥାନ ଟୋଟାଲ୍ ଲକ୍‌-ଡାଉନ୍

ରାଜସ୍ଥାନ: ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାର ଘୋଷଣା ୪୦% ଲକ୍‌-ଡାଉନ୍ । ଓଡିଶାର ୮ଟି ପ୍ରମୁଖ ସହର ସମେତ ୫ଟି ଜିଲ୍ଲାକୁ ଲକ୍‌-ଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଟୋଟାଲ ଲକ୍‌-ଡାଉନ୍ ହୋଇଛି । In order to contain…

ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବ !

ଜୟପୁର: ରାଜନୈତିକ ମହଲରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ରିପୋର୍ଟ ମୁତାବକ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପୂର୍ବରୁ ବନ୍ଧୁ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହା ଜାଣିବା ପରେ ସୋନିଆ ଗାନ୍ଧୀ ରାଜସ୍ଥାନରେ ସରକାର…

ଭାରତରେ ପ୍ରଥମ ଥର କରୋନା ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ

ନୂଆଦିଲ୍ଲୀ/ଜୟପୁର: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଡାକ୍ତର ଓ ବୈଜ୍ଞାନିକ ଏହାର ଚିକିତ୍ସା ପଦ୍ଧତି ଖୋଜୁଛନ୍ତି । ଏହା ଭିତରେ ଭାରତରେ ପ୍ରଥମ ଥର ଲାଗି କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ କରାଯାଇଛି । ଭାରତ ପରିଦର୍ଶନରେ ଆସିଥିବା ଇଟାଲୀୟ…