Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ…

ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା

ଫିରୋଜାବାଦ: ଶନିବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବାଇକ ଚାଳକଙ୍କ ଦ୍ୱାରା ଚଳାଯାଇଥିବା ଗୁଳିରେ ନେତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ଶୁକ୍ରବାର ସନ୍ଧ୍ୟାରେ…

ବସ୍-ବୋଲେରୋ ଧକ୍କାରେ ୭ ମୃତ ଓ ୩୦ରୁ ଅଧିକ ଆହତ

ଲକ୍ଷ୍ନୌ: ନବରାତ୍ରିରେ ଉତ୍ତରପ୍ରଦେଶ ପିଲଭିଟ୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୨ ଜଣ । ଆଜି ଭୋରରୁ ପିଲଭିଟ ଜିଲ୍ଲା ପୁରନପୁରରେ ଏହି ଦୁର୍ଘଟଣା ହୋଇଛି । ଲକ୍ଷ୍ନୌର ବସଟି ଯାତ୍ରୀଙ୍କୁ ନେଇ…

ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ଅସୁରକ୍ଷିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିନ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ସପ୍ତାହରେ ମହିଳାଙ୍କ ପ୍ରତି ୧୩ଟି ଭୟଙ୍କର ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୯ ରୁ ୧୫…

[ଭାଇରାଲ୍ ଭିଡିଓ] ମାଟି କାମୁଡିଲେ ବାବା ରାମଦେବ !

ଉତ୍ତରପ୍ରଦେଶ: ଉପରୋକ୍ତ ହେଡ୍ ଲାଇନ୍ସଟି ପଢିଲେ ଅଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏହି ଘଟଣାଟି ସତରେ ଘଟିଛି । ବେଶି ପୁରୁଣା ନୁହେଁ ବରଂ ଆଜି ହିଁ ଯୋଗ କରୁଥିବା ଅବସ୍ଥାରେ ଗଳିପଡିଥିଲେ ଯୋଗ ଗୁରୁ ବାବା ରାମଦେବ । ତେବେ ଜଣେ ମହାନ ଯୋଗ ଗୁରୁର ଆଖ୍ୟା ଅର୍ଜନ କରିଥିବା ବାବା ରାମଦେବ…

ଉତ୍ତରପ୍ରଦେଶରେ ପୁଣି ଗଣବଳତ୍କାର ଆଉ ତାପରେ ପରେ ଆତ୍ମହତ୍ୟା

ଚିତ୍ରକୁଟ: ହାଥ୍ରାସ ମାମଲା ପରେ ମଙ୍ଗଳବାର ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଆସିଛି ଆଉ ଗୋଟିଏ ଗଣବଳତ୍କାର ଖବର । ଜଣେ ନାବାଳିକାକୁ ତିନି ଜଣ ପୁରୁଷ ଅପହରଣ କରି ଅନେକ ଘଣ୍ଟା ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହା ପରେ ଝିଅଟି ହାତ ଓ ଗୋଡରେ ବନ୍ଧା ହୋଇ ଏକ ନର୍ସରୀରେ ଛାଡି…

ଉତ୍ତରପ୍ରଦେଶ କନ୍ନୌଜରେ ଯୁବ-କୃଷକଙ୍କୁ ଗୁଳିମାରି ହତ୍ୟା

କନ୍ନୌଜ: ଶୁକ୍ରବାର ଦିନ ସାଦର ଅଞ୍ଚଳର ତହସିପୁର ଗ୍ରାମରେ ଜଣେ ୨୩ ବର୍ଷୀୟ ଚାଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଚନ୍ଦ୍ର କିଶୋର ରାଜପୁତ ତାଙ୍କ କ୍ଷେତରେ ଥିବାବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଗୁରୁବାର ଦିନ ପୋଲିସ କହିଛି । ପୋଷ୍ଟ ମର୍ଟମ ପାଇଁ…

ହାଥ୍ରାସ୍ ପୀଡିତା ପରିବାର ଘରେ ଲାଗିଲା ୮ ସିସିଟିଭି, ପଇଁତରା ଦେବେ ୬୦ ସୁରକ୍ଷାକର୍ମୀ

ହାଥ୍ରାସ: ୧୯ ବର୍ଷୀୟ ଦଳିତ ଝିଅଙ୍କ ଘରେ ଷାଠିଏ ସୁରକ୍ଷା କର୍ମୀ ଏବଂ ଆଠଟି କ୍ଲୋଜ ସର୍କିଟ ଟେଲିଭିଜନ (ସିସିଟିଭି) କ୍ୟାମେରା ଲଗାଯାଇଛି । ଗାଁ ର ଚାରିଜଣ ଉଚ୍ଚ ଜାତିର ଠାକୁରଙ୍କ ଦ୍ୱାରା ପୀଡିତାଙ୍କ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ପରିବାରର ସୁରକ୍ଷା…

ଜାଣନ୍ତୁ, ଭାରତର କେଉଁ ଜେଲରେ ଅଛନ୍ତି ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ?

ଉତ୍ତରପ୍ରଦେଶ: କୌଣସି ସେଲିବ୍ରିଟି କିମ୍ବା ରାଜନେତା ଜେଲରେ କଏଦୀ ଭାବେ ରହିବା କିଛି ନୂଆ କଥା ନୁହେଁ । ହେଲେ କୌଣସି ଜେଲରେ ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ରହିବା ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା କିମ୍ବା ରେକର୍ଡ କହିଲେ ଭୁଲ ହେବନି । ଉତ୍ତରପ୍ରଦେଶର ଜେଲଗୁଡିକରେ ଭର୍ତ୍ତି ଅଛନ୍ତି…

ପଶ୍ଚିମବଙ୍ଗରେ ଚାଲିଛି ୟୁପି, ବିହାର ଭଳି ମାଫିଆ ରାଜ: ବିଜେପି ନେତା

ଖଡ଼ଗପୁର: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ମଙ୍ଗଳବାର କହିଛନ୍ତି ଯେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ତରପ୍ରଦେଶ ଏବଂ ବିହାର ଭଳି ମାଫିଆ ଶାସିତ ରାଜ୍ୟ ସହ ସମାନ। ଉତ୍ତରପ୍ରଦେଶ ଏବଂ ବିହାର ଭଳି ପରି ପଶ୍ଚିମବଙ୍ଗ ଏକ ମାଫିଆରାଜରେ ପଶିଛି। ଷ୍ଟେନ୍ ବନ୍ଧୁକ ବ୍ୟବହାର…