Latest Odisha News

BREAKING NEWS

Browsing Category

ଦୁର୍ବିପାକ

Durbipaka

ସୁନାମୀ ଆଲର୍ଟ:ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂମିକମ୍ପ, ଥରିଲା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ ହୋଇଛି । ଭୂକମ୍ପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଥରି ଉଠିଛି । ଆମେରିକା ଭୂବୈଜ୍ଞାନିକ ଏଜେନ୍ସି ଅନୁଯାୟୀ,…

[ଭାଇରାଲ୍ ଭିଡିଓ] ବନ୍ୟା ପାଣିରେ ବୁଡିବ ବିଶ୍ୱର ସର୍ବୋଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: ଚଳିତବର୍ଷ କେବଳ କରୋନା ନୁହେଁ ବରଂ ବର୍ଷା ଓ ବନ୍ୟା ବି ଧନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସମଗ୍ର ବିଶ୍ୱରେ ପ୍ରତିଦିନ ସାମ୍ନାକୁ ଆସୁଛି ବନ୍ୟା ପରିସ୍ଥିତି । ସମତଳ ଅଂଚଳ କଥା ଛାଡନ୍ତୁ ଅଭିଶପ୍ତ ୨୦୨୦ରେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତୀ ମଧ୍ୟ ବନ୍ୟାପାଣିରେ ବୁଡିବା ଭଳି…

ରାଜ୍ୟରେ ବାତ୍ୟା ନିରୋଧକ ବିଦ୍ୟୁତ ବ୍ୟବସ୍ଥା; ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ହେବ କାର୍ଯ୍ୟ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବାତ୍ୟା ଯୋଗୁଁ ଓଡ଼ିଶାରେ ବିଦ୍ୟୁତ ବ୍ୟବସ୍ଥା ଓ ଭିତ୍ତିିଭୂମିର ଅତିମାତ୍ରାରେ କ୍ଷତି ଘଟିଥାଏ । ବାତ୍ୟା ସମୟରେ ବିଦ୍ୟୁତ ବ୍ୟବସ୍ଥାର କିପରି କୌଣସି ବ୍ୟାଘାତ ନ’ଘଟିବ ସେଥିଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ…

ଗୁଜରାଟରେ ୫.୫ ତୀବ୍ରତାର ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟ ଜିଲ୍ଲାରେ ରବିବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିଚର୍ ସ୍କେଲରେ ୫.୫ ଥିବା ଜଣାପଡ଼ିଛି । Gujarat: People came out of their houses in Bhuj following tremors in the state; visuals from Jubilee…

ବାତ୍ୟା ‘ଅମ୍ଫାନ’: କ୍ଷୟକ୍ଷତି ଆକଳନ ଲାଗି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ଅମ୍ଫାନ୍ ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୁରୁବାର ଦିନ ଏକ ସାତ ଜଣିଆ କେନ୍ଦ୍ରୀୟ ଦଳ ଓଡିଶାରେ ପହଞ୍ଚିଛନ୍ତି। ଏହି ଟିମ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ରହିଛନ୍ତି। ସେମାନଙ୍କ ଗସ୍ତ ସୂଚୀ ଅନୁଯାୟୀ,…

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

ସ୍ଥଳଭାଗ ମୁଁହା ‘ନିସର୍ଗ’ : ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ନୂଆଦିଲ୍ଲୀ: ସ୍ଥଳ ଭାଗ ମୁଁହା ସାମୁଦ୍ରିକ ଝଡ଼ 'ନିସର୍ଗ' । ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ମହାରାଷ୍ଟ୍ର ଉପକୂଳ ଆଡ଼କୁ 'ନିସର୍ଗ' ମୁହାଁଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ଆଲିବାଗ ଠାରୁ…

ସାମୁଦ୍ରିକ ଝଡ଼ ‘ନିସର୍ଗ’: ମୁକାବିଲା ନିମନ୍ତେ ଏନସିଏମସିର ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ପାଣିପାଗ…

ବାତ୍ୟା ଅମ୍ଫାନ ସହାୟତା; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ଲକ୍ଷ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ‘ଅମ୍ଫନ’ ପ୍ରଭାବରେ ଓଡିଶାର ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବଂ ରିଲିଫ୍ ପାଇଁ ଅନେକ ବ୍ୟକ୍ତିବିଶେଷ ସହାୟତା କରିଥିବା ବେଳେ ଏବେ ସେଥିରେ ଯୋଡି ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଉକ୍ତ ବାତ୍ୟା…

ଓଡ଼ିଶାକୁ ମିଳିଲା ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସରକାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ‘ଅମ୍ଫାନ୍’ ପ୍ରଭାବିତ ବାତ୍ୟାଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା କରିବା ସହିତ ଓଡ଼ିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଆଜି…