Latest Odisha News

BREAKING NEWS

Browsing Category

ଫିଚର

ବନ ବିଭାଗର ଚଢାଉ, ୫ ମାଫିଆ ଗିରଫ, ୪ ହାତୀଦାନ୍ତ ଜବତ

କରଞ୍ଜିଆ: ଚଢ଼ାଉ କରି ହାତୀମାଫିଆଙ୍କୁ ଗିରଫ କଲା ଶିମିଳିପାଳ ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ ହେବ ସହ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ଶିମିଳିପାଳ ଦକ୍ଷିଣ ଡିଭିଜନ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଛଢାଉ…

‘ଗଦର ୨’କୁ ଭାରତୀୟ ସେନାର ସବୁଜ ସଙ୍କେତ, ଫିଲ୍ମକୁ ମିଳିଲା ଏନଓସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର ୨'କୁ ନେଇ ନୂଆ ସୂଚନା ସାମ୍ନାକୁ ଆସୁଛି। 'ଗଦର ୨' ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ହୋଇସାରିଛି। ଅନ୍ୟପଟେ ପ୍ରଶଂସକମାନେ ଫିଲ୍ମର ଟିଜର ଦେଖି ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅଗଷ୍ଟ ୧୧ ରେ…

ଡେଙ୍ଗୁ କବଳରେ ଖୋର୍ଦ୍ଧା, ରାଜ୍ୟର ମୋଟ ରୋଗୀ ମଧ୍ୟରୁ ଅଧାରୁ ଅଧିକ ଏହି ଜିଲ୍ଲାରେ

ଖୋର୍ଦ୍ଧା: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ରହିଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୭୫ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି।…

ଆପଣ ଗୁପଚୁପ ଖାଇବାକୁ ଭଲପାଆନ୍ତି କି! ଆମ ଶରୀର ପାଇଁ ଲାଭ ଦାୟକ ଗୁପଚୁପ

ଗୁପଚୁପ , ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ | ଆମ ସମସ୍ତଙ୍କର ଗୁପଚୁପ ପ୍ରତି ଏକ ଦୁର୍ବଳତା ରହିଛି | ରାସ୍ତା କଡରେ ଯେଉଁଠି ଦେଖିବେ ସେଠି ଦେଖିବାକୁ ମିଳିଥାଏ ଗୁପଚୁପର ଠେଲା ଗାଡି । ଆଉ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୁପଚୁପ ସ୍ଵାଦର ମଜା ମନ ଭରି ଉଠାଇ ଥାନ୍ତି ।…

ଉତ୍ତର ଭାରତ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର୍ସଙ୍କୁ ଆଣ୍ଡାମାନ ଜେଲ ପଠାଇବାକୁ ପ୍ରସ୍ତୁତ, ଗୃହ ମନ୍ତ୍ରଣାଳୟକୁ ଏନଆଇଏର…

ନୂଆଦିଲ୍ଲୀ: ଉତ୍ତର ଭାରତର ଜେଲରେ ଥିବା ୧୦ ରୁ ୧୨ ଗ୍ୟାଙ୍ଗଷ୍ଟାରଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ପ୍ରକାଶ ଯେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି ଯେଉଁଥିରେ ଦିଲ୍ଲୀ, ପଞ୍ଜାବ ଏବଂ…

ଧସିଲା ବୈତରଣୀ ନଦୀବନ୍ଧ , ଆତଙ୍କିତ ସ୍ଥାନୀୟ ଲୋକେ

ଭଦ୍ରକ : ୨ ଶହ ଫୁଟ ଧସିଲା ବୈତରଣୀ ନଦୀର ନଦୀବନ୍ଧ | ଆତଙ୍କିତ ଅବସ୍ଥାରେ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ | ଭଦ୍ରକ ଜିଲ୍ଲା ଆରଡ଼ି ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ନଦୀବନ୍ଧ ଧସିଛି | ନିମ୍ନମାନର କାମ ପାଇଁ ୧୫ ଦିନରେ ନଦୀବନ୍ଧ ଧସିଥିବା ସ୍ଥାନୀୟଲୋକଙ୍କ ଅଭିଯୋଗ |…

ଚିନ୍ତା ବଢ଼ାଇଲା ଋଣ ଭାର: ଝୁଲି ପଡ଼ିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଝୁଲି ପଡ଼ିଲେ ଦମ୍ପତି । ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଏବଂ ୫୩ ବର୍ଷୀୟ ବନିତା…

କାହିଁକି ଭାରତର ୧୧ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ଟ୍ୱିଟର ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଲୋନ୍ ମସ୍କ ଟ୍ୱିଟରର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ଲାଟଫର୍ମକୁ ଉନ୍ନତ କରିବା ଲାଗି କୌଣସି ପଥ ଛାଡି ନାହାଁନ୍ତି। ପ୍ଲାଟଫର୍ମରେ ଘଟୁଥିବା କିଛି ଭୁଲ ଘଟଣାକୁ ରୋକିବା ପାଇଁ ଏପ୍ରିଲ୍ ୨୬ ରୁ ମେ ୨୫ ମଧ୍ୟରେ ଭାରତରେ ଚାଲୁଥିବା ୧୧ ଲକ୍ଷରୁ ଅଧିକ ଆକାଉଣ୍ଟ…

ଫ୍ରାନ୍ସ ହିଂସାରେ ୨୦୦ ପୋଲିସ ଆହତ, ୧୩୦୦ ଗିରଫ; ଜାରି ରହିଛି ହିଂସାତ୍ମକ ପ୍ରଦର୍ଶନ

ପ୍ୟାରିସ: ପୋଲିସ ଗୁଳିରେ ୧୭ ବର୍ଷର ନାହେଲଙ୍କ ଜୀବନ ଯିବା ପରେ ଫ୍ରାନ୍ସରେ ଭୟଙ୍କର ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଆଜକୁ ପାଞ୍ଚଦିନ ହେଲା ଫ୍ରାନ୍ସରେ ଥମୁନି ବ୍ୟାପକ ହିଂସା। ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ, ମାଡି ଚାଲିଛି ହିଂସା। ପ୍ୟାରିସ ସମେତ ଅନେକ ବଡ଼ ସହରରେ ଅଗ୍ନିକାଣ୍ଡ…

ବର୍ଷା ପରେ ଅସହ୍ୟ ଗୁଳୁଗୁଳି; ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ଗୁଳୁ ଗୁଳିରୁ ତ୍ରାହୀ ନାହିଁ। ତା ସାଂଗକୁ ଲୋ ଭୋଲ୍‌ଟେଜ୍ ଓ ବାରମ୍ବାର ବିଦ୍ୟୁତ କାଟ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ବର୍ଷା କମିବା ଫଳରେ ଖରା ଓ…