Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ଅଛି ଛୋଟ ଆମେରିକା ! ବିଦେଶରୁ ବୁଲିବାକୁ ଆସନ୍ତି ଲୋକେ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରତିବର୍ଷ ଆମେରିକାରେ ଥିବା ଉଟାର ବ୍ରାଇସ କ୍ୟାନନ ସିଟିକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାରେ ଥିବା ଲାଲ ରଙ୍ଗର ପଥର କୌଣସି ରହସ୍ୟଠାରୁ କମ୍ ନୁହେଁ। କିନ୍ତୁ ଆମେରିକା ଭଳି ଭାରତର ମଧ୍ୟପ୍ରଦେଶରେ ଏପରି କିଛି ସମାନ ପଥର ଏବଂ ଗୁମ୍ଫା…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର

ମୁମ୍ବାଇ: ଶରଦ ପାୱାରଙ୍କ ଏନସିପିକୁ ଝଟକା । ଏନଡିଏରେ ସାମିଲ୍ ହେଲେ ଅଜିତ୍ ପାୱାର । ହେଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଝଟକା ଦେଇ ୨୯ ଏନସିପି ବିଧାୟକଙ୍କ ସହ ଅଜିତ୍ ପାୱାର ଏନଡିଏରେ ମିଶିଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୯ ଏନସିପି ବିଧାୟକ…

ସାହିତ୍ୟ ସବୁବେଳେ ମୋର ମିତଟିଏ ହୋଇ ରହିଥାଉ : ଶ୍ଵେତା ରାଉତ୍

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶ୍ଵେତା ରାଉତ୍। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି…

ରାଜଭବନରେ ଅଜିତ୍ ପାୱାର, ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ପୁଣି ମହାରାଷ୍ଟ୍ର ରାଜନୀତିରେ ହଲଚଲ୍ ଦେଖିବାକୁ ମିଳିଛି । ଶିବସେନାକୁ ଭାଙ୍ଗି ଗୋଟିଏ ଗୋଷ୍ଠୀ ସହ ବିଜେପି ମେଣ୍ଟ ସରକାର ଗଢ଼ିଛି । ଉଦ୍ଧବଙ୍କ ଶିବସେନା ୨ ଗୋଷ୍ଠୀରେ ପରିଣତ ହେବା ପରେ ଏନସିପି ମଧ୍ୟ ୨ ଭାଗ ହେବାକୁ ଯାଉଛି । ମହାରାଷ୍ଟ୍ରରେ ଏନସିପି ବିରୋଧୀ ଦଳ ଥିବା ବେଳେ…

ପାଦର ଫଟୋ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯୁବତୀ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଦିନରେ ସୋସିଆଲ ମିଡିଆ ମଧ୍ୟ ଜୀବିକାର ଏକ ପ୍ରମୁଖ ସ୍ଥାନ ପାଲଟିଛି। ଅନେକ ଲୋକ ଏହି ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଉପାୟରେ ବହୁତ ଟଙ୍କା ରୋଜଗାର କରୁଛନ୍ତି। କିଏ ଅଚାନକ ସୋସିଆଲ ମିଡିଆ ଜରିଆରେ ପ୍ରସିଦ୍ଧ ହେବ ତାହା ଜଣା ପଡେନାହିଁ। ସୋସିଆଲ ମିଡିଆରେ…

ୱେଷ୍ଟଇଣ୍ଡିଜ ବିଶ୍ୱକପ ଯୋଗ୍ୟତା ହାସଲ କରି ନ ପାରିବାର କଣ ରହିଛି ପ୍ରକୃତ କାରଣ ?

୭୦ ଓ ୮୦ ଦଶକରେ ୱେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟର ଏକ ଶକ୍ତିଶାଳୀ ଟିମ ଭାବେ ଉଭା ହୋଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂରେ ସେମାନଙ୍କ ନିଆରା ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ଟିମ ଟିମ କ୍ରିକେଟ ଖେଳୁଥିବା ବେଳେ ଏମାନେ ଏହାର ମଜା ଉଠାଉଥିଲେ । ଏହାର ପ୍ରଭାବ…

ଚା’ ଦୋକାନୀ ସାମ୍ନାରେ ଆଲିଆଙ୍କୁ ଉପଦେଶ ଦେଇ ଟ୍ରୋଲର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହେବା ସହ ଜଣେ ଶ୍ରେଷ୍ଠ ମାଆ ମଧ୍ୟ ଅଟନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ଧୀରେ ଧୀରେ ସର୍ବଭାରତୀୟ ସ୍ତରରେ ନିଜ ପାଇଁ ଏକ ନାମ ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ମେଟ ଗାଲା ଡେବ୍ୟୁ କରିଛନ୍ତି। ପରେ ଗୁଚ୍ଚି ପାଇଁ ପ୍ରଥମ ଭାରତୀୟ…

ବିଗ୍ ବସ୍ ଓଟିଟି-୨ ରେ ହାଇଡ୍ରାମା: ସୋ’ ମଝିରେ ନିଜ ପ୍ୟାଣ୍ଟ ଖୋଲିଲେ ଜାଦ୍ ହଦିଦ୍, ଭିଡିଓ ଭାଇରାଲ

ମୁମ୍ବାଇ: ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୧୨ ଦିନ ବିତିଲାଣି। ଏହି ସୋ’ରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ତର୍କ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ସୋ’ର ଏକ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ଅଛି, ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…

ଜେଏନୟୁରେ ସ୍କ୍ରିନିଂ କରାଯିବ ବିବାଦୀୟ ଫିଲ୍ମ ୭୨ ହୁଁରେ

ନୂଆଦିଲ୍ଲୀ: ପାଂଚ ବର୍ଷ ତଳେ ଭାରତର ଆନ୍ତର୍ଜାତୀୟ ଫିଲ୍ମ ସମାରୋହରେ ୭୨ ହୁଁରେ ଫିଲ୍ମ ଦେଖା ଯାଇଥିଲା । ଏହି ଫିଲ୍ମ ଏବେ ୭ ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଏହାକୁ ଜେଏନୟୁରେ ସ୍କ୍ରିନିଂ ପାଇଁ ଯୋଜନା…