Latest Odisha News

BREAKING NEWS

Browsing Category

ଫିଚର

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ସି ଜିନ୍‌ପିଙ୍ଗ, ଭିସି ଜରିଆରେ ଦେବେ ଭାଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଯୋଗଦେବେ। ଏକ ସରକାରୀ ବିବୃତ୍ତି…

ଯୁବ ସ୍ନୁକର ଖେଳାଳି ମାଜିଦ ଅଲିଙ୍କ ଆତ୍ମହତ୍ୟା: ଖେଳ ଦୁନିଆ ସ୍ତବ୍ଧ

ଇସଲାମବାଦ: ପାକିସ୍ତାନର ଜଣେ ଯୁବ ଖେଳାଳି ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ମାଜିଦ ଅଲି । ମାଜିଦ ଜଣେ ଟପ ସ୍ନୁକର ପ୍ଲେୟାର । ସେ ଗଛ କଟା ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଗାମୀ ଏସିଆ କପ…

ଏଣିକି ଆକାଶରେ ଉଡ଼ିବ କାର, ସରକାର ଦେଲେ ଅନୁମତି

ୱାସିଂଟନ: ଆପଣମାନେ ନିତିଦିନ ରାସ୍ତାରେ ଯିବାଆସିବା ସମୟରେ ଅନେକ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଥିବେ । ବେଳେ ବେଳେ ଏହି ଟ୍ରାଫିକ ସମସ୍ୟା କାରଣରୁ ମନରେ ଅନେକ ବିରକ୍ତି ଭାବ ପ୍ରକାଶ ମଧ୍ୟ ପାଇଥାଏ । ପାଖ ରାସ୍ତା ହେଉ କିମ୍ବା ଲଙ୍ଗ୍ ଡ଼୍ରାଇଭରେ ହେଉ, ଟ୍ରାଫିକ ସମସ୍ୟା ବର୍ତ୍ତମାନ ଏକ…

କୋଲ୍ଡ ଡ୍ରିଙ୍କସ୍‌ରେ ରହିଛି କ୍ୟାନସର ତତ୍ତ୍ୱ, ଥଣ୍ଡା ପାନୀୟରେ ଥିବା ମିଠା ବିପଦଜ୍ଜନକ କହିଲା ବିଶ୍ୱ ସ୍ୱାସ୍ଥ୍ୟ…

ଓଡିଶା ସମ୍ବାଦ ବ୍ୟୁରୋ: ଥଣ୍ଡା ପାନୀୟ ପିଇବା ଦ୍ୱାରା କର୍କଟ ରୋଗ ହୋଇପାରେ ! ଏହା ଆମ ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କୁହାଯାଇଛି। ସବୁଠାରୁ ସାଧାରଣ କୃତ୍ରିମ ମିଠା ମଧ୍ୟରୁ ଆସପୋର୍ଟେମ୍ କର୍କଟ ରୋଗ ସୃଷ୍ଟି କରିପାରେ। କେବଳ ଏତିକି ନୁହେଁ, ଏହା ଆସନ୍ତା ମାସରେ ଏକ…

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା, ଘୋଷଣା କଲା କ୍ରୁଟ୍

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି…

ରାମ ମନ୍ଦିର, ଜମ୍ମୁ-କଶ୍ମୀର ପରି ୟୁସିସି ପାଇଁ ଫିକ୍ସ ହୋଇଛି କି ଅଗଷ୍ଟ ୫ ତାରିଖ ?

ନୂଆଦିଲ୍ଲୀ: ଆସୁଛି ଅଗଷ୍ଟ ୫ । ଅଗଷ୍ଟ ୫ରେ ମୋଦି ସରକାର ଘୋଷଣା କରିବେ କି ୟୁନିଫର୍ମ ସିଭିଲ କୋଡ ବା ୟୁସିସି ? କୁହାଯାଉଛି, ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ବିଲ ଆଣିପାରନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳରେ ଦେଇଥିବା ବୟାନ  ସେମିତି କିଛି ସଙ୍କେତ…

ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା

ଗଞ୍ଜାମ : ଏପଟେ ଚାଲିଥିଲା ପୁଅର ବାହାଘର ଭୋଜି ଆଉ ସେପଟେ ବାପା ନେଲେ ଆତ୍ମହତ୍ୟା ପରି ଚରମ ନିଷ୍ପତି । ଏପଟେ ପୁଅ ନୁଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ସେପଟେ କିନ୍ତୁ ଲିଭିଗଲା ବାପାର ଜୀବନ ଦିପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା…

ସଂସଦର ମୌସୁମୀ ଅଧିବେସନରେ ୟୁନିଫର୍ମ ସିଭିଲ୍ କୋଡ଼ ବିଲ୍ ଆଣିବାକୁ ପ୍ରସ୍ତୁତିରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ଉପରେ ଚର୍ଚ୍ଚା ପାଇଁ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସଂସଦୀୟ ସ୍ଥାୟୀ କମିଟି ନିକଟକୁ ଏହି ବିଲ୍ ପଠାଯାଇପାରେ ବୋଲି ସୂଚନା ମିଳିଛି।…

ସାଧାରଣ ଯାତ୍ରୀଙ୍କ ସହ ମେଟ୍ରୋ ଟ୍ରେନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗଲେ ପ୍ରଧାନମନ୍ତ୍ରୀ, ବାଣ୍ଟିଲେ ଅନୁଭୂତି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ’ର  ୧୦୦ ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ  ହେବା ପାଇଁ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  …

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ । ସେପଟେ…