Latest Odisha News

BREAKING NEWS

Browsing Category

ଫିଚର

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ହତ୍ୟା ଧମକ ପରେ ହନୀ ସିଂଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ: ର‌୍ୟାପର ହନୀ ସିଂଙ୍କୁ ହତ୍ୟା ଧମକ ମିଳିବା ପରେ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ୨ଜଣ ପୋଲିସକର୍ମୀ ତାଙ୍କ ସହ ୨୪ ଘଂଟା ରହିବେ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ପକ୍ଷରୁ ତାଙ୍କ ଜୀବନରୁ ମାରିଦେବା ନେଇ ଧମକ ମିଳିଥିଲା ।…

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବବୃହତ ବିଜୟ ହାସଲ କଲା ଜିମ୍ବାୱେ

ହରାରେ: ଚଳିତ ଦିନିକିଆ ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ସୋମବାର ଜିମ୍ବାୱେ କ୍ରିକେଟ ଟିମ ଇତିହାସ ରଚିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୬ ୱିକେଟ ବିନିମୟରେ ୪୦୮ ରନର ବିଶାଳ ସ୍କୋର କରିଥିଲା । ୪୦୯ ରନର ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୦୪ ରନରେ ଅଲଆଉଟ…

ହାଇ ହିଲ୍ ପିନ୍ଧି ଦୌଡ଼ିଲେ ଯୁବକ, କଲେ ବିଶ୍ୱ ରେକର୍ଡ଼

ସ୍ପେନ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯିଏ ସବୁବେଳେ କିଛି ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି । କେବଳ ସେତିକି ନୁହେଁ ନିଜ ନାମକୁ ରେକର୍ଡ଼ବୁକ୍‌ରେ ସ୍ଥାନିତ କରିବାକୁ ବି ଚେଷ୍ଟା କରନ୍ତି । ଏବେ ସେମିତି ଜଣେ ଯୁବକ ଚର୍ଚ୍ଚାକୁ ଆସିଛନ୍ତି, ଯିଏ ହାଇହିଲ ପିନ୍ଧି ଦୌଡ଼ ବିଶ୍ୱ…

ଆସନ୍ତାକାଲି ଏହି ୧୧ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ୨୯ ତାରିଖ ଯାଏ ଏଭଳି ପାଗ ଲାଗି ରହିବ । ଆସନ୍ତାକାଲି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ମଙ୍ଗଳବାର ୨୭ ତାରିଖରେ…

‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!

ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି। ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି।…

ୱିମ୍ବେଲଡନ ଟେନିସରେ କମେଂଟ୍ରି କରିବ ଏଆଇ

ଲଣ୍ଡନ: ଟେନିସର ସବୁଠାରୁ ପୁରାତନ ଟୁର୍ଣ୍ଣାମେଂଟ ୱିମ୍ବେଲଡନରେ ଏଥର ଆର୍ଟିଫିସିଆଲ ଇଂଟେଲଜେନ୍ସି ମାଧ୍ୟମରେ କମେଂଟ୍ରି କରାଯିବ । ଜୁଲାଇ ୩ରୁ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ବିଶେଷ ବିନା ସମ୍ପୂର୍ଣ୍ଣ ଭାବେ ଜ୍ଞାନକୌଶଳର ବ୍ୟବହାର କରାଯାଇ…

ଏମିତି ଜଣେ ବ୍ୟକ୍ତି: ଯାହାକୁ ଶୀତଦିନେ ପ୍ରବଳ ଗରମ ଓ ଗରମ ଦିନେ ଶୀତ ହୁଏ, ଡ଼ାକ୍ତରୀ ବିଦ୍ୟା ବି ଫେଲ୍‌

ହରିୟାଣା଼: ଏପ୍ରିଲ-ମେ ମାସରେ ଡ଼ହ ଡ଼ହ ଖରା । ପ୍ରବଳ ଖରା ଯୋଗୁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଫଳରେ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ୁଥିଲା । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇ ମଧ୍ୟ ପଡ଼ିଥିଲେ । କିନ୍ତୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଯିଏକି କମ୍ବଳ ଓ ବେଡ଼ସିଟ୍…

୩୨ ବର୍ଷ ବୟସରେ ୬୫ ପିଲାର ବାପା : ଏବେ ଖୋଜୁଛନ୍ତି ପ୍ରକୃତ ଜୀବନସାଥୀ

ନ୍ୟୁୟର୍କ: ୩୨ ବର୍ଷ ବୟସରେ ୬୫ ପିଲାର ବାପା । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । କିନ୍ତୁ ଘଟଣାଟି ସତ । ଏମିତି ଜଣେ ଆମେରିକୀୟ ଯୁବକ ଅଛନ୍ତି ଯିଏ ଶୁକ୍ରାଣୁ ଦାନ କରି ମାତ୍ର ୩୨ ବର୍ଷ ବୟସରେ ୬୫ ପିଲାର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏବେ ସେ ଆଉ…

ବ୍ରିଜଭୂଷଣ କେସର ଚାର୍ଜଶିଟ କପି ରେସଲରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରେସଲରମାନେ ଧାରଣାରେ ବସିଥିଲେ । ସୋମବାର ରେସଲରମାନେ ଧାରଣାରୁ ଓହରିବା ସହ ଏଥର କୋର୍ଟ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି । ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟର କପି…