Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର୍ରର ନାମ ବିହୀନ ଚିଠିକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର: ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ସରକାର ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।…

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

ମହିଳାଙ୍କୁ ଲୁଟ୍ କରି ତାଙ୍କ ପ୍ରେମରେ ପଡ଼ିଗଲା ଚୋର: ଡ଼େଟ୍‌ରେ ଯିବାକୁ ଦେଲା ମେସେଜ୍

ନ୍ୟୁୟର୍କ: ଘରେ କେହି ଥାଆନ୍ତୁ ବା ନ ଥାଆନ୍ତୁ ଚୋରମାନେ ଘରେ ପଶି ଚୋରି କରିଥାନ୍ତି । ଘରେ ଚୋର ପଶିବା ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ଚୋରି କରିବାକୁ ଆସି ଚୋର ପ୍ରେମରେ ପଡ଼ିବା । ନିକଟରେ ଆମେରିକାରେ ଏକ ଚୋର ସହିତ ଏପରି ଘଟଣା ଘଟିଛି । ଯିଏ ଜଣେ…

ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର: ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଲା କେନ୍ଦ୍ର

ଭୁବନେଶ୍ୱର: ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି…

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ପ୍ରଥମ ବିମାନ ଚଳାଚଳ ପ୍ରଶିକ୍ଷଣ ଇନଷ୍ଟିଚ୍ୟୁଟ

ଭୁବନେଶ୍ୱର: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆଭିଏସନ୍ ସିକ୍ୟୁରିଟି ବା ବିମାନ ଚଳାଚଳ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଏଏସଟିଆଇ) ମିଳିବ। ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ବିମାନ ଚଳାଚଳ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଢେଙ୍କାନାଳର ବିରାଶାଳ ଏୟାରଷ୍ଟ୍ରିପ ସ୍ଥିତ ସରକାରୀ…

ମହାନଦୀ ଜଳବିବାଦ: ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ବଢ଼ିଲା ମହାନଦୀ ଜଳବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଅବଧି। କେନ୍ଦ୍ର ସରକାର ଦୁଇ ବର୍ଷ ପାଇଁ ଏହି ଅବଧି ବଢାଇଛନ୍ତି। ୨୦୨୬ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ଜଳ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍: ଜଣଙ୍କର ମୃତ୍ୟୁ, ୧୧ ଆହତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ବୁଧବାର ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରାମପୁର ଗଣ୍ଡପଡ଼ାରେ ଏହି ଦୁର୍ଘଟଣା ଘଟିଛି।…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୋଦୀଙ୍କ ପତ୍ନୀ ଯାଶୋଦାବେନ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ୍ ବୁଧବାର ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ଅଶୋକ ମୋଦୀ ଓ ସୋଭନିଆ ଆନ୍ଦୋଳନର ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଯଶୋଦାବେନ୍ ମଙ୍ଗଳବାର ଦିନ ପୁରୀର ଗୁଣ୍ଡିଚା…

ଶେଷ ହୋଇନି କରୋନାର ପ୍ରକୋପ, ୟୁରୋପରେ ସପ୍ତାହକ ମଧ୍ୟରେ ହଜାରେ ଜଣଙ୍କର ମୃତ୍ୟୁ

ଲଣ୍ଡନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚେତାବନୀ ଦେଇଛି ଯେ କୋଭିଡ଼-୧୯ର ବିପଦ ଦୂର ହୋଇନାହିଁ। ୟୁରୋପୀୟ ଅଞ୍ଚଳରେ ସପ୍ତାହ ହେବ ପାଖାପାଖି ହଜାରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଅନ୍ତର୍ଜତାୟୀ ଗଣମାଧ୍ଯମ ସଂସ୍ଥାରେ ରିପୋର୍ଟ ଆସିବା ପରେ ଏଭଳି କହିଛି ସଂଗଠନ। ଡବ୍ଲୁଏଚ୍ଓର…

ରାଜସ୍ଥାନରେ ଘାଣ୍ଟୁଛି ବିଜେପି, କିଛି ମିଳିବ ତ ?

ଭୁବନେଶ୍ୱର: ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ବିଜେପି ନିଜର ସବୁ ଶକ୍ତି ଖଟାଇବା ଆରମ୍ଭ କରିଛି। କଂଗ୍ରେସ ସରକାରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରୁ ଫାଇଦା ନେବାକୁ ଦଳ ଯୋଜନା କରିଛି। ଏପରିକି ଏହାକୁ…