Latest Odisha News

BREAKING NEWS

Browsing Category

ଫିଚର

’ ଯେତେବେଳେ ଦେଶ ସମ୍ପର୍କରେ କହିବା ସେତେବେଳେ..’ ଆମେରିକାରୁ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି

ୱାଶିଂଟନ:ଆମେରିକାରୁ ରାହୁଲଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ରାହୁଲ ବିଦେଶ ଗସ୍ତରେ ଯାଇ ମୋଦି ସରକାରଙ୍କୁ  କଡା ସମାଲୋଚନ କରିଥିଲେ । ଥରେ ନୁହେଁ ଏକାଧିକବାର । ଏହି ପରିପ୍ରେକ୍ଷୀରେ ମୋଦି ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କରିବାକୁ ଯାଇ  ରାହୁଲଙ୍କୁ ଟାର୍ଗେଟ…

କୃତ୍ରିମ ବର୍ଷା କରେଇବାରେ ସଫଳ ହେଲା ଆଇଆଇଟି କାନପୁର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶର ଆଇଆଇଟି କାନପୁର ଦୀର୍ଘ ସମୟ ଧରି କ୍ଲାଉଡ ସିଡିଂ ଜରିଆରେ କୃତ୍ରିମ ବର୍ଷା ସୃଷ୍ଟି କରିବାରେ ଗବେଷଣା କରି ଆସୁଥିଲା। ବର୍ତ୍ତମାନ ଏହି ଗବେଷଣାରେ ଆଇଆଇଟି କାନପୁର ସଫଳତା ହାସଲ କରିଛି। ବିମାନ ସାହାଯ୍ୟରେ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚରେ ବାୟୁରେ…

ଆସୁଛି ନୂଆ ନିୟମ: ଏଣିକି ଦିନରେ ଶସ୍ତାହେବ ବିଜୁଳି, ରାତିରେ ମହଙ୍ଗା

ଭୁବନେଶ୍ୱର: ବିଦ୍ୟୁତ ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି  କେନ୍ଦ୍ର ସରକାର ।  ଏହି ପରିବର୍ତ୍ତନଗୁଡ଼ିକ ହେଲା ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ କରିବା ଏବଂ ମିଟରିଂ ବ୍ୟବସ୍ଥାକୁ ତର୍କସଙ୍ଗତ କରିବା।  ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ଉପଭୋକ୍ତାଙ୍କୁ ଦୁଇ ପ୍ରକାର…

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର…

ଗିରଫ ହେଲେ ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ:ରଖିଥିଲେ ୧୪୫% ଆୟ ବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ନିଜ ଆୟଠାରୁ  ୧୪୫ ପ୍ରତିଶତ ଅଧିକ ସମ୍ପତ୍ତି ତାଙ୍କ ଘରୁ ଜବତ କରିଛି…

ବନ୍ଦ ହେବ ‘ଦ କପିଲ ଶର୍ମା ସୋ’, ସୁଟ ହେଲା ଚଳିତ ସିଜିନର ଶେଷ ଏପିସୋଡ୍

ମୁମ୍ବାଇ: 'ଦ କପିଲ ଶର୍ମା ସୋ' ଲୋକଙ୍କୁ ବହୁତ ହସାଇଛି। ଏବେ କିନ୍ତୁ ଏହି ସୋ ଶେଷ ହେବାର ସମୟ ଆସିଯାଇଛି। ସୋ’ର ଟିମ୍ ଗୁରୁବାର ଚଳିତ ସିଜିନର ଶେଷ ଏପିସୋଡ୍ ସୁଟ୍ କରିଛି। 'ଦି କପିଲ ଶର୍ମା ସୋ'ରେ ବିନ୍ଦୁ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ…

ଟାଇଟାନିକ ପାର୍ଟ-୨, ଶବ ପାଲଟିଗଲା ୫ ଜଣଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ପ୍ରାୟ ୧୧୧ ବର୍ଷ ପରେ ଦୁନିଆ ଟାଇଟାନିକର ପାର୍ଟ ୨ ଦେଖିଛି । ସମୁଦ୍ର ଗଭୀରରେ ସମାଧି ନେଇଥିବା ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ବୁଡ଼ା ଜାହାଜ ଟାଇଟନରେ ଯାଇଥିବା ସମସ୍ତ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ଟାଇଟାନିକ ବୁଡ଼ିଯିବା ଭଳି ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଛି…

ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ଛୁରାମାଡ; ଦୁଇଦିନ ପରେ ଆଖି ବୁଜିଲେ ଯୁବତୀ

ଭୁବନେଶ୍ୱର: ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ  ଜୀବନ ଗଲା । ଏକତରଫା ପ୍ରେମିକ ଛୁରି ଭୁଷିଦେଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନା ବିଛଣାରେ ମୃତ୍ୟୁ ସହ ଲଢୁଥିଲେ ଯୁବତୀ । ଦୁଇ ଦିନ ପରେ ଆଖି ବୁଜି ଦେଇଛନ୍ତି । ଏ ଘଟଣା ଖୋଦ ରାଜଧାନୀର । ଦୁଇଦିନ ପୂର୍ବେ ରାଜଧାନୀରେ ଜଣେ…

‘ମୁଁ ପ୍ରଧାନମନ୍ତ୍ରୀ ପାଇଁ ସର୍ବୋତ୍ତମ ବ୍ୟକ୍ତି’: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁରୁବାର ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲାସ୍ଥିତ ଚୌଧୁରୀ ଛୋଟୁରାମ ସ୍ମାରକ ସ୍ଥଳରେ ଏକ କିସାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ହରିୟାଣାର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜକୁ ଆଗାମୀ ନିର୍ବାଚନରେ…

ଭବାନୀପାଟଣାରେ ନଡ୍ଡା: ବିଜେଡି ସରକାରର ୨୩ ବର୍ଷର ଅପାରଗତାର ହିସାବ ଦେଲେ

କଳାହାଣ୍ଡି:  ଭବାନୀପାଟଣାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ବିଜେପି ଜାତୀୟ ଅଧ୍ୟକ୍ଷ ନଡ୍ଡା ଭବାନୀପାଟଣାରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟରରେ ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ପହଞ୍ଚିଥିଲେ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ପଡିଆରେ ।…