Latest Odisha News

BREAKING NEWS

Browsing Category

ଫିଚର

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ : ପଡୋଶୀଙ୍କ ଛାତରେ ଲୁଚାଇଥିଲେ ପେଟି ପେଟି ଟଙ୍କା

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆସିଛି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତି କରି ଆଜି ସକାଳୁ ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଭିଜିଲାନ୍ସ ଟିମ…

ପ୍ରଥମଥର ପାଇଁ ଆଇଟିଆର ଦାଖଲ କରୁଛନ୍ତି କି? ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ରୋଜଗାର ଉପରେ ଆୟକର ଦେବାକୁ ପଡେ। ଆୟ ବେତନରୁ ହେଉ କିମ୍ୱା ବ୍ୟବସାୟରୁ। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩। ଏହା ପୂର୍ବରୁ ଆପଣ ଆଇଟିଆର ଦାଖଲ କରିଦେବା ଉଚିତ୍। ଯଦି ଆପଣ…

ଡିନର ଟେବୁଲରେ ଜେଜେବାପାଙ୍କ କଥା ମନେ ପକାଇଲେ ବାଇଡେନ, ହସ ରୋକି ପାରିଲେନି ମୋଦି

ୱାଶିଂଟନ:ହ୍ୱାଇଟ ହାଉସରେ ଷ୍ଟେଟ ଡିନର ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ବ୍ୟକ୍ତିଗତ ଆଲୋଚନାରେ କଟାଇଥିଲେ । ବେଶ ହାଲ୍‌କା ଫୁଲକା ଥିଲା ଏହି ଆଲୋଚନା । ସବୁଠାରୁ ବଡ ସଂଯୋଗ ହେଲେ ଦୁଇନେତା କେହି ବି ମଦ୍ୟପାନ କରନ୍ତି ନାହିଁ ।…

ଭାରତରେ ତିଆରି ହେବ ଫାଇଟର୍ ଜେଟ୍ ଇଞ୍ଜିନ୍, ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ MQ-9Bକୁ ମୋଦୀଙ୍କ ସ୍ୱାଗତ

ଓଡ଼ିଶା ସମ୍ବାଦ ବ୍ୟୁରୋ: MQ-9B ରିପର୍ ଡ୍ରୋନ୍ କିଣିବା ପାଇଁ ଭାରତର ଯୋଜନାକୁ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ। ଆମେରିକାର କମ୍ପାନୀ ଜେନେରାଲ୍ ଆଟୋମିକ୍ ଦ୍ୱାରା ଏହି ଡ୍ରୋନ୍ ପ୍ରସ୍ତୁତ କରାଯାଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ ବୋଲି…

ଟାଇଟନିକର ଭଗ୍ନାବଶେଷ ପାଖରୁ ମିଳିଲା ନିଖୋଜ ଟାଇଟନ; ୫ ଯାତ୍ରୀ ମୃତ

ୱାଶିଂଟନ: ଟାଇଟନ ବୁଡାଜାହାଜରେ ଯାଇଥିବା ୫ ଜଣଙ୍କର ଅତି ଦୁଃଖଦ ମୃତ୍ୟୁ ଘଟିଛି ।  ଓସେନ ଗେଟ କମ୍ପାନୀ ପରିଚାଳିତ ଏହି ବୁଡାଜାହାଜରେ ଥିବା ୫ ଜଣ ଆଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକର ଭଗ୍ନାବଶେଷକୁ ଦେଖିବା ପାଇଁ ଜୁନ ୧୮ ତାରିଖରେ ବାହାରିଥିଲେ । ହେଲେ ଯାତ୍ରା ଆରମ୍ଭ କରିବାର…

ଆଣ୍ଠେଇ ପଡ଼ି ଦିବ୍ୟାଙ୍ଗ ନୃତ୍ୟଶୀଳ୍ପିଙ୍କ କଥା ବୁଝିଲେ 5T ସଚିବ ଭି.କେ ପାଣ୍ଡିଆନ୍, ଫଟୋ ଭାଇରାଲ୍

ନୀଳଗିରି: ଦରଖାସ୍ତ ଦେବା ପାଇଁ ଚେୟାର୍‌ରେ ବସିଥିଲେ ଦିବ୍ୟାଙ୍ଗ । ହେଲେ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ପାଖକୁ ଆସିାପାରୁ ନଥିଲେ। ତେବେ ସଚିବଙ୍କ ଆଖି ପଡ଼ିବାରୁ ସେ ଦୌଡ଼ିଯାଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖେ ଆଣ୍ଠେଇ ବସିପଡିଲେ। ଦରଖାସ୍ତ ନେବା ସହ ଦୁଃଖ ଶୁଣିଲେ। ଏହି ଘଟଣା ଏବେ ବେଶ୍…

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କମ୍ପ୍ୟୁଟର ଚିପ୍ ନିର୍ମାତା ମାଇକ୍ରୋନ୍ ଏହାର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ଗୁଜୁରାଟରେ ୨.୭୫ ବିଲିୟନ ଡ଼ଲାର୍ (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗ କରିବ। ମାଇକ୍ରୋନ୍ ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ଦୁଇଟି ପର୍ଯ୍ୟାୟରେ ବିକଶିତ…

ଆଡ଼ପମଣ୍ଡପ ବିଜେ କଲେ ମହାବାହୁ; ଆଡ଼ପ ଦର୍ଶନ କଲେ ଭକ୍ତ, ଆଜିଠୁ ମିଳିବ ଆଡପ ଅବଢ଼ା

ପୁରୀ:  ଶ୍ରୀଗୁଣ୍ଡିଚା ଯାତ୍ରାର ତୃତୀୟ ଦିନରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ଶ୍ରୀଜୀଉ। ବୁଧବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ଗୁରୁବାର ସନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଜନ୍ମବେଦିରେ ବିରାଜମାନ ହୋଇଛନ୍ତି। ବର୍ଷାବିଧୌତ ଶ୍ରୀଗୁଣ୍ଡିଚା…

ଜି-୨୦ ସମ୍ମିଳନୀ, ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ମହାରାଷ୍ଟ୍ର ପୁନେରେ ଅନୁଷ୍ଠିତ ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧିମଣ୍ଡଳୀ ଓ ୟୁନେସ୍କୋ, ୟୁନିସେଫ ଓ ଓଇସିଡି ସହ କଲେ ଆଲୋଚନା।…

୨୪ ବିଜେଡି ବିଧାୟକଙ୍କୁ ନବୀନ ଭେଟିଥିବା ସୂଚନା, ଜୋର ଧରିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଜୁନ ୨୦ ତାରିଖରେ ନବୀନ ନିବାସରେ ୨୪ ଦଳୀୟ ବିଧାୟକଙ୍କ ସହ ବୈଠକ କରି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ଟିକେଟ ପାଇବା ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ମେ'…