Latest Odisha News

BREAKING NEWS

Browsing Category

ଫିଚର

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ଡାଲାରେ ୧୬ ଜଣ ଶ୍ରମିକ ଥିଲେ

ମୋହନା: ମଙ୍ଗଳବାର ସନ୍ଧ୍ୟା ସାତଟା ସମୟରେ ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଚମ୍ପାଘାଟିରେ ଏକ ମାକ୍ସ ପିକଅପ ଦୁର୍ଘଟଣାର ଶିକାର ହୋଇଛି। ଗାଡି ଡାଲାରେ ୧୬ ଜଣ ଶ୍ରମିକ ପୁରୁଣାପାଣି ଓ ପେଣ୍ଠା ଗ୍ରାମକୁ ଫେରୁଥିଲେ। ତେବେ ଚମ୍ପାଘାଟିରେ ଗଡୁଥିବା ସମୟରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ…

ବାଲିଯାତ୍ରା ଠିକା କାମରେ ଦୁର୍ନୀତି ଅଭିଯୋଗ, ସିଏମସି ବୈଠକରେ ବିରୋଧୀଙ୍କ ହୋହଲ୍ଲା

କଟକ: ଗତବର୍ଷ ବାଲିଯାତ୍ରାରେ ଠିକା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ମଙ୍ଗଳବାର କଟକ ମହାନଗର ନିଗମର କାଉନସିଲ ବୈଠକରେ ହୋହଲ୍ଲା ହୋଇଥିଲା। ଏହାବାଦ ବିଭିନ୍ନ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପି କାଉନସିଲରମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ଶାସକ ବିଜେଡି…

ରାଜରାସ୍ତାରେ ଘରୋଇ ଅଧ୍ୟାପକଙ୍କ ଆନ୍ଦୋଳନ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ଶତାଧିକ ଘରୋଇ ଅଧ୍ୟାପକ ଓ କର୍ମଚାରୀ ବିଧାନସଭା ଚାରିପାଖରେ ଘେରାଉ କରି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ୨୦୦୮-୨୦୧୮ ମସିହାରୁ ଅଧ୍ୟାପକଙ୍କୁ ସରକାରୀ ଅନୁଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନକାରୀମାନେ କହିଥିଲେ ଯେ ସେମାନେ ଆଜି…

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲା କଂଗ୍ରେସ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ବାର ବିରୋଧରେ କଂଗ୍ରେସ ମଙ୍ଗଳବାର ସାରା ଓଡିଶାରେ ଆନ୍ଦୋଳନ ଆରମ୍ଭ କରିଛି। ବାରମ୍ବାର ବିଜୁଳି କାଟ, ବିଲକୁ ନେଇ ବିଭ୍ରାଟ, ବିଜୁଳି ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ଆଣିଛି ଦଳ। ନୟାଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରିରେ ଥିବା ଟାଟା…

ଫାଇଭ ଟି ସଚିବ ଶୁଣାଇଥିବା ସିଏମଙ୍କ ବାର୍ତ୍ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ୫-ଟି ସଚିବ ଭି. କେ ପାଣ୍ଡିଆନ ସୋମବାର ବରଗଡ଼ରେ ଏକ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିବାର ଅଡିଓ ରେକର୍ଡିଂ ଶୁଖାଇଥିଲେ ତାହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା…

ଦୁନିଆର ସବୁଠାରୁ ଅସୁନ୍ଦର କୁକୁର: ଦେହରେ ଗୋଟିଏ ବି ଲୋମ ନାହିଁ, ଗୋଡ ତାର ଓଲଟା

କାଲିଫର୍ଣ୍ଣିଆ: ସାଧାରଣତଃ କୁକୁରମାନେ ମଣିଷର ନିକଟତମ ପ୍ରାଣୀ ଅଟନ୍ତି । ଅନେକ କୁକୁର ପ୍ରେମୀ ସେମାନଙ୍କୁ ନିଜ ସନ୍ତାନ ପରି ରଖନ୍ତି । କିଛି ଲୋକ ଦାମୀ କୁୁକୁର ରଖିବାକୁ ପସନ୍ଦ କରିଥାନ୍ତି । କାରଣ ତାକୁ ଯିଏ ଦେଖିବ ତାର ପ୍ରଂଶସା କରିବ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ…

ଏମିତି ଏକ ମାଛ: ଯାହା ଦେଖିବାକୁ ଠିକ୍ ପାଚିଲା ଆମ୍ବ ପରି

ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଆମ୍ବ ପରି ଏକ ମାଛ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ…

ସାଫ ଚାମ୍ପିୟନଶିପ: ଭାରତ-କୁଏଟ ମ୍ୟାଚ ଡ୍ର

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ସାଫ ଚାମ୍ପିୟନଶିପର ଏକ ମୁକାବିଲାରେ ଭାରତ ଓ କୁଏଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏହି ଉତେଜନାପୂର୍ଣ୍ଣ ମ୍ୟାଚ ଅବସରରେ ଉଭୟ ଟିମର ଖେଳାଳିମାନେ…

୭୨ ହୁରେଁର ଟ୍ରେଲର ଥିଏଟରରେ ଦେଖାଇବା ଉପରେ କଟକଣା ଲଗାଇଲା ସିବିଏଫସି

ମୁମ୍ବାଇ: ସେନ୍ସର ବୋର୍ଡ ମଙ୍ଗଳବାର ୭୨ ହୁରେଁ ଫିଲ୍ମର ଟ୍ରେଲର ଥିଏଟରରେ ଦେଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ଏହାର ଟ୍ରେଲର ଆପତିଜନକ ହୋଇଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ମେକର୍ସ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇ ପାରିବେ । ପୂର୍ବରୁ ସେନ୍ସର ବୋର୍ଡ…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…