Latest Odisha News

BREAKING NEWS

Browsing Category

ଫିଚର

କୋଭିଡ୍ ପ୍ରେସମିଟରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୭୦ ଲକ୍ଷ

ଭୁବନେଶ୍ୱର: ୨୦୨୦ରେ କୋଭିଡ୍ ପାଇଁ ସରକାର ନିୟମିତ ପ୍ରେସମିଟ୍ କରୁଥିଲେ । ଆଉ ଏହି ପ୍ରେସମିଟରେ ରାଜ୍ୟ ସରକାର ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପ୍ରେସମିଟ୍ ମାଧ୍ୟମରେ ଅଧିକାରୀ ଓ ଡାକ୍ତର କୋଭିଡ୍ ସମ୍ବନ୍ଧୀୟ ସୂଚନା ଓ ତଥ୍ୟ ଦେଉଥିଲେ । ଓଡ଼ିଶା…

ହୋଟେଲରୁ ଉଦ୍ଧାର ହେଲା ଏସବିଆଇ ମ୍ୟାନେଜରଙ୍କ ମୃତଦେହ, ଚାରି ଦିନ ତଳେ ବଦଳି ହୋଇ ଆସିଥିଲେ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କ ମୃତଦେହ ଦେବଗଡ଼ ଜିଲ୍ଲାର ଏକ ହୋଟେଲରୁ ଉଦ୍ଧାର ହେବା ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ଜଣକ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ସୁବାସ ଅଗ୍ରଓ୍ବାଲ ବୋଲି ଜଣାପଡ଼ିଛି। ଏହାର ଠିକ୍ ୪ ଦିନ ପୂର୍ବରୁ ଏସବିଆଇରେ ମ୍ୟାନେଜର…

ନା ନଧରି ବିଜେଡି ସୁପ୍ରିମୋଙ୍କୁ ବିଜେପି ସଭାପତିଙ୍କ ଟାର୍ଗେଟ, ରଣନୀତି ନା ବାଧ୍ୟବାଧକତା?

ଭୁବନେଶ୍ୱର: ପ୍ରସଙ୍ଗ ଉଠାଇ ସିଧା ରାଜ୍ୟ ସରକାର ତଥା ଶାସକ ଦଳ ବିଜୁ ଜନତା ଦଳକୁ ଟାର୍ଗେଟ କରୁଛି ବିରୋଧୀ ବିଜେପି। କିନ୍ତୁ ଯାହାଙ୍କୁ ନେଇ ଏହି ପ୍ରସଙ୍ଗ ତାଙ୍କ ନା ନେବାକୁ ବିଜେପି କାହିଁକି ପଛଘୁଞ୍ଚା ଦେଉଛି ତାହା ହେଉଛି ଏବେ ବଡ ପ୍ରସଙ୍ଗ। ଦଳର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା…

ସିଂହଙ୍କ ସହ ଭିଡ଼ିଓ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା

ଆଫ୍ରିିକା: ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ସିଂହ ସହ ଭିଡ଼ିଓ କରିବା ତାଙ୍କୁ…

ଏମିତି ଏକ ଗାଁ: ଯେଉଁଠି ପ୍ରତ୍ୟେକଙ୍କ ଘର ଆଗରେ କବର

ଝାଡଖଣ୍ଡ: ପ୍ରତ୍ୟେକ ଗାଁର ଭିନ୍ନ ଭିନ୍ନ ପରମ୍ପରା ରହିଛି । କିନ୍ତୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ସମସ୍ତଙ୍କ ଘର ସାମ୍ନାରେ କବର ରହିଛି । ଆଉ ଘରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ କବରରେ ପୂର୍ବପୁରୁଷଙ୍କୁ ପୂଜା କରାଯିବାର ପରମ୍ପରା ରହିଛି । ସେଥିପାଇଁ…

ସାରା ଓଡ଼ିଶାକୁ ଅଗ୍ରସର ହେଲା ମୌସୁମୀ, ୨ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା କି ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ।…

ୟୁଟ୍ୟୁବର ନୂତନ ପଲିସି; ପପୁଲାର କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଚୋରି କଲେ ଡିଲିଟ୍‌ ହୋଇପାରେ ଚ୍ୟାନେଲ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ୟୁଟ୍ୟୁବର ଚାହିଦା ବେଶ ବୃଦ୍ଧି ପାଇଛି। କାରଣ ୟୁଟ୍ୟୁବ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଲୋକେ ରୋଜଗାର କରିବା ସହ ନିଜକୁ ମନରଞ୍ଜନ ମଧ୍ୟ କରାନ୍ତି। ତେବେ ୟୁଟ୍ୟୁବ ୟୁଜର୍ସମାନଙ୍କ ପାଇଁ ନୂତନ ଏକ ନିୟମ ଆସିଛି। ବର୍ତ୍ତମାନ…

ବାବୁଙ୍କ ଘର ନା ଟଙ୍କାର ଭଣ୍ଡାର ? ବାହାରୁଛି ପେଟି ପେଟି ୫୦୦ ଟଙ୍କାର ବଣ୍ଡଲ

ଭୁବନେଶ୍ୱର: ବାବୁଙ୍କ ଘର ନୁହେଁ ତ ଟଙ୍କାର ଭଣ୍ଡାର । ଯେମିତି  ବାବୁଙ୍କ ଘରେ ଅଛି ଟଙ୍କାର ମେସିନ । ଖାଲି ବାହାରୁଛି ୫୦୦ଟଙ୍କିଆ ନୋଟ । ସେ ପୁଣି ପେଟି ଭିତରୁ । ଟଙ୍କା ଗଣି ଗଣି ଥକି ଗଲେଣି ଭିଜିଲାନ୍ସ ଟିମ । ଆମେ କହୁଛୁନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କଥା ।…

’ ଯେତେବେଳେ ଦେଶ ସମ୍ପର୍କରେ କହିବା ସେତେବେଳେ..’ ଆମେରିକାରୁ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି

ୱାଶିଂଟନ:ଆମେରିକାରୁ ରାହୁଲଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ରାହୁଲ ବିଦେଶ ଗସ୍ତରେ ଯାଇ ମୋଦି ସରକାରଙ୍କୁ  କଡା ସମାଲୋଚନ କରିଥିଲେ । ଥରେ ନୁହେଁ ଏକାଧିକବାର । ଏହି ପରିପ୍ରେକ୍ଷୀରେ ମୋଦି ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କରିବାକୁ ଯାଇ  ରାହୁଲଙ୍କୁ ଟାର୍ଗେଟ…

କୃତ୍ରିମ ବର୍ଷା କରେଇବାରେ ସଫଳ ହେଲା ଆଇଆଇଟି କାନପୁର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶର ଆଇଆଇଟି କାନପୁର ଦୀର୍ଘ ସମୟ ଧରି କ୍ଲାଉଡ ସିଡିଂ ଜରିଆରେ କୃତ୍ରିମ ବର୍ଷା ସୃଷ୍ଟି କରିବାରେ ଗବେଷଣା କରି ଆସୁଥିଲା। ବର୍ତ୍ତମାନ ଏହି ଗବେଷଣାରେ ଆଇଆଇଟି କାନପୁର ସଫଳତା ହାସଲ କରିଛି। ବିମାନ ସାହାଯ୍ୟରେ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚରେ ବାୟୁରେ…