Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ସହ ଚୁକ୍ତି, ଭାରତକୁ ମିଳିବ ତେଜସ୍‌ ଇଞ୍ଜିନର ଟେକ୍‌ନିକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଆମେରିକା ଗସ୍ତରେ ଭାରତ ଜେଟ ଇଞ୍ଜିନ୍ ନିର୍ମାଣ ପାଇଁ ନୂତନ କ୍ଷମତା ପାଇବ। ଏହି ଗସ୍ତରେ ଆମେରିକୀୟ କମ୍ପାନୀ ଜିଇ ସହିତ ଏକ ଚୁକ୍ତିନାମା ପ୍ରସ୍ତାବ ଦିଆଯାଇଛି। ଯାହା ପରେ ଭାରତକୁ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ବ୍ୟବହୃତ…

ଭୟଙ୍କର ଗ୍ରୀଷ୍ମପ୍ରବାହ; ଚାରି ଦିନରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାର ଏବଂ ଉତ୍ତରପ୍ରଦେଶର ଖରା ତାତି ଓ ଗରମ ଭୟଙ୍କର ଭାବେ ବଢି ଯାଇଛି। ତତଲା କଡେଇରେ ସିଝୁଛନ୍ତି ଏହି ଦୁଇ ରାଜ୍ୟର ଲୋକେ। ଉଭୟ ରାଜ୍ୟର ଅନେକ ଜିଲ୍ଲାରେ ପାରା ୪୦ ଅତିକ୍ରମ କରିଛି। ପ୍ରବଳ ଗରମ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ…

ବଡଦାଣ୍ଡରେ ବଡ଼ ଭିଡ଼, ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଭକ୍ତ ବିଭୋର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଅଣସରରେ ୧୪ ଦିନ ରହିବା ପରେ ମଙ୍ଗଳବାର ନବଯୈାବନ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ। ତିନି ଠାକୁରଙ୍କୁ ଏଥିପାଇଁ ସତେଜ ଫୁଲରେ ସଜାଯାଇଛି। ବିଶ୍ବର ବିଭିନ୍ନ ସ୍ଥାନରୁ ଭକ୍ତମାନେ ତିନି ଠାକୁରଙ୍କ ଦର୍ଶନ ପାଇବା ପାଇଁ ଜଗନ୍ନାଥ ମନ୍ଦିରରେ…

ଘରକୁ ଫେରୁଥିଲେ ଠିକାଦାର, ଦୁର୍ବୃତ୍ତଙ୍କ ଗୁଳିର ହେଲେ ଶିକାର

ଖୋର୍ଦ୍ଧା: ରବିବାର ରାତିରେ ଖୋର୍ଦ୍ଧା ଜିଲ୍ଲାର ଦୁଇଜଣ ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଯୁବ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ରାଧାମୋହନପୁରର ରମେଶ ରାଉତ ବୋଲି ଜଣାପଡିଛି। ରମେଶ ରାଉତ ତାଙ୍କର ଦୁଇ ସାଙ୍ଗଙ୍କ ସହ କାମ କରିବାକୁ ଯାଇ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ…

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ, ପୁରୀ ରେଳ ଷ୍ଟେସନ କରିବେ ନିରୀକ୍ଷଣ

ଭୁବନେଶ୍ୱର: ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥାର ସମୀକ୍ଷା କରିବେ। ସୋମବାରଠାରୁ ତାଙ୍କର ତିନି ଦିନିଆ…

ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୁଳ: ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ। ଆଉ ଦୁର୍ଘଟଣା ପରେ ଉତ୍ତେଜନା। ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି। ସୂଚନା ଅନୁସାରେ ଅନୁଗୁଳ-କଟକ ପୁରୁଣା ରାଜ୍ୟ ରାଜପଥରେ ବନ୍ତଳା ପଟରୁ ଏକ କାର ଦ୍ରୁତ ଗତିରେ କଟକ ଆଡକୁ ଯାଉଥିଲା। ମହିଧରପୁର ଗାଁ ନିକଟରେ ଜଣେ ମହିଳା…

ଖରା ଛୁଟି ପରେ ସ୍କୁଲ ଖୋଲିବ ନା ବନ୍ଦ ରହିବ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ୨୧ ତାରିଖରେ ଖରା ଛୁଟି ଖୋଲିବ। କିନ୍ତୁ ଏହାରି ଭିତରେ ପାଣିପାଗ ରିପୋର୍ଟ କହୁଛି ରାଜ୍ୟରେ ଆହୁରି ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅଧିକାଂଶ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତପମାତ୍ରା ୪୫ ଡିଗ୍ରୀ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ସ୍ଥିତିକୁ ଆହୁରି ଜଟିଳ…

ନିଲାମ ହେବ ବଡମ୍ବା ଚିନି କଳ, କମ୍ପାନୀ ପାଚେରୀରେ ନୋଟିସ୍ ମାରିଲା ବ୍ୟାଙ୍କ

କଟକ: ଓଟିଏମ ପରେ କଟକ ଜିଲ୍ଲାର ଆଉ ଏକ ଗର୍ବ ହେଉଛି ବଡମ୍ବା ଚିନି କଳ। ଯାହା ଦୀର୍ଘ ଦିନ ଧରି ଅଚଳ ହୋଇ ପଡି ରହିବା ସହ ନୀର୍ବାଚନ ବେଳେ ସ୍ଥାନୀୟ ମୁଦ୍ଦା ପାଲଟୁଥିବା ଏହି ଚିନି କଳ ଏବେ ନିଲାମି ଜରିଆରେ ବିକ୍ରି ହେବ ବୋଲି ଜଣାପଡିଛି। ବ୍ୟାଙ୍କ କମ୍ପାନୀର ପାଚେରୀରେ ନିଲାମି ପାଇଁ…

ରଥଯାତ୍ରାରେ ଜମିଥାନ୍ତା ଧଳା ଜହର କାରବାର, ଟେର ପାଇ ମାଡି ବସିଲା ପୋଲିସ

ପୁରୀ: ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପୁରୀ ଜିଲ୍ଲାର ପୋଲିସ ୬ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରି ରବିବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି। ନିମାପଡା ଅଞ୍ଚଳରେ ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କ କାର୍ୟ୍ୟକଳାପ ବୃଦ୍ଧି ସମ୍ପର୍କରେ ପୋଲିସ ସୂଚନା ପାଇଥିଲା।  ସୂଚନା ଆଧାରରେ…

ବ୍ୟାପକ ସୁରକ୍ଷା ଦାବି, ସୋମବାରଠୁ ଜଙ୍ଗଲରେ ପାଟ୍ରୋଲିଂ କରିବେ ନାହିଁ ବନ ଅଧିକାରୀ

ଭୁବନେଶ୍ୱର: ଗତ ଦୁଇ ମାସ ମଧ୍ୟରେ ଦୁଇଜଣ ବନ ଅଧିକାରୀଙ୍କୁ ହତ୍ୟା କରିବା ପରେ ପର୍ଯ୍ୟାପ୍ତ ସୁରକ୍ଷା ଦାବିରେ ଓଡିଶାର ଜଙ୍ଗଲ ବିଭାଗର ଅଣ-ଗେଜେଟେଡ୍ କର୍ମଚାରୀମାନେ ସୋମବାରଠାରୁ ଏକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ 29 ଜଙ୍ଗଲ ଅଞ୍ଚଳରେ ଏହି…