Latest Odisha News

BREAKING NEWS

Browsing Category

ଫିଚର

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍, ଚିନ୍ତାରେ ୧୦ ପଞ୍ଚାୟତବାସୀ

କାମାକ୍ଷାନଗର: ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଥି । ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ଜିଲ୍ଲାର ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ନାଳ ଉପର ଆପ୍ରୋଚ ରୋଡଟି ବର୍ଷା ଜଳରେ ଧୋଇ…

ସ୍କୁଲ୍ ଡାଏରୀରେ ଲେଖି ଦିଅ କହିବାରୁ ଛାତ୍ରଙ୍କୁ ୨୩ ଚାପୁଡ଼ା ମାରିଲେ ଶିକ୍ଷକ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଚତୁର୍ଥ ଶ୍ରେଣୀର ଛାତ୍ରକୁ ମାରିଲେ ୨୩ ଚାପୁଡ଼ା। ଏନେଇ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୟୀ ଲୋକେ। ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।…

୨ ଦିନ ପ୍ରବଳ ବର୍ଷା, ୨୭ ସକାଳ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ସାରିଥିବା ବେଳେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ଓ ଆସନ୍ତାକାଲି ବିକ୍ଷୀପ୍ତ ବର୍ଷା ହେବାକୁ ଥିବା ବେଳେ ୨୭ରୁ ବର୍ଷାର ପରିମାଣ କମିବ ବୋଲି…

ମଶା କାମୁଡିବା ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ମଶା ପ୍ରାୟତଃ ଲୋକଙ୍କୁ ଉଦ୍‌ବେଗଜନକ କରାଏ। ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ପ୍ରାୟତଃ ନିଜ ଘରର ଝରକା ଏବଂ କବାଟ ଖୋଲା ରଖନ୍ତି। କିନ୍ତୁ ମଶାମାନେ ଏହାର ସୁଯୋଗ ନେଇ ଘରେ ପ୍ରବେଶ କରନ୍ତି। ଏପରି ପରିସ୍ଥିତିରେ ଏହି ମଶାମାନେ ପ୍ରାୟତଃ…

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ନବୀନଙ୍କ ସହ କେନ୍ଦ୍ର ସରକାରଙ୍କୁ ଟାଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ ନେଇ ମୁଖ୍ୟମନ୍ତ୍ରୀ…

ବାହାନଗା ଦୁର୍ଘଟଣା: ଡିଏନଏ ରିପୋର୍ଟକୁ ଅପେକ୍ଷା କରି ଗେଷ୍ଟ ହାଉସରେ ମୃତକଙ୍କ ପରିବାର

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ତିନି ସପ୍ତାହ। ୨୯୨ ଜଣଙ୍କ ଜୀବନ ନେଇଥିବା ଏହି ଦୁର୍ଘଟଣା ପରେ ଚିହ୍ନଟ ହୋଇପାରିନଥିବା ମୃତକଙ୍କ ପରିବାର ଏବେ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଘର ବାହାର ରାଜ୍ୟର ହୋଇଥିଲେ ମଧ୍ୟ ଏବେ ଏମ୍ସ ପାଖାପାଖି ଭଡା ନେଇ…

ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୩ ମୃତ

ଗୌହାଟି: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ନଅଟି ଜିଲ୍ଲାରେ ବନ୍ୟା ଯୋଗୁଁ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ହେଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଜଳସ୍ତର ହ୍ରାସ…

ହସ୍ପିଟାଲ ଦଲାଲ ମୁକ୍ତ ହେବା ଦିଗରେ ରାଜ୍ୟ ସରକାର କାମ କରିବା ଦରକାର: ହାଇକୋର୍ଟ

କଟକ: ଦଲାଲ ମୁକ୍ତ ହେବା ଆବଶ୍ୟକ ସରକାରୀ ହସ୍ପିଟାଲ। ଏ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର। ଦଲାଲ ମୁକ୍ତ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର ଏବଂ ଏ ଦିଗରେ ସରକାର କି କି ପଦକ୍ଷେପ ନେଉଛନ୍ତି ସେ ବାବଦରେ ଏକ ସତ୍ଯପାଠ ଦାଖଲ କରିବା ଆବଶ୍ୟକ। ଶନିବାର ହାଇକୋର୍ଟ ଏକ…

୨୦୨୪ ନିର୍ବାଚନରେ ଏନଡିଏ ବିପକ୍ଷରେ କେଉଁ ନାଁରେ ଲଢ଼ିବେ ବିରୋଧୀ ?

ନୂଆଦିଲ୍ଲୀ: ବିରୋଧୀ ଦଳ ୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି । ଆଉ ବିରୋଧୀ ଏକତା ମେଣ୍ଟର ନାଁ ପିଡିଏ ରହିବ ବୋଲି କୁହାଯାଉଛି । ତେବେ ବିରୋଧୀ ମେଣ୍ଟର ନା ପିଡିଏ ରହିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସିପିଆଇ ସୂତ୍ରରୁ ମିଳିଥିବା ଖବର…

ଏମାର୍ଜେନ୍ସିର ୪୮ ବର୍ଷ ପୂର୍ତ୍ତି: ମୋଦୀ କହିଲେ ସେଦିନ ଥିଲା ଗଣତନ୍ତ୍ର ପାଇଁ କଳା ଦିନ

ନୂଆଦିଲ୍ଲୀ: ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଏମାର୍ଜେନ୍ସି ଘୋଷଣା କରିଥିଲେ। ୧୯୭୫ ମସିହା ଜୁନ ୨୫ ତାରିଖ ସାରା ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳଙ୍କିତ ଇତିହାସ ବୋଲି କୁହାଯାଏ। ଏମାର୍ଜେନ୍ସିକୁ ଆଜି ୪୮…