Latest Odisha News

BREAKING NEWS

Browsing Category

ଫିଚର

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା…

ମଣିପୁରରେ ହିଂସାକୁ ୫୦ ଦିନ, ଗୃହମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ମଣିପୁରରେ ହିଂସା ଖବର ମଧ୍ୟରେ କ୍ୱାକଟାର ଏକ ଏସୟୁଭିରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବୋମା ବିସ୍ଫୋରଣରେ ୩ ଜଣ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ମଣିପୁରରେ ଚାଲିଥିବା ହିଂସା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୨୪ ରେ ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ…

କୋରାପୁଟ କୋଟିଆ ପରେ ଗଜପତିରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ଗଜପତି: କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପଞ୍ଚାୟତରେ ବାରମ୍ବାର ଅନୁପ୍ରବେଶ ପରେ ଏବେ ଗଜପତି ଜିଲ୍ଲାରେ ଚାଲିଥିବା ସୀମା ବିବାଦକୁ ବଢାଇବାକୁ ଯୋଜନା କରିଛି ଆନ୍ଧ୍ର। ଯାହାର ଉଦାହରଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗବାଡ ପଞ୍ଚାୟତରେ ଜମି ଯାଞ୍ଚ କରିବା ପାଇଁ ଗାଁରେ ଆନ୍ଧ୍ରପ୍ରଦେଶର…

ଆଳିରେ ବିଦ୍ୟୁତ କାର୍ଯ୍ୟାଳୟକୁ ଅଣ୍ଡା ମାଡ, ୨୭ରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଲା କଂଗ୍ରେସ

କେନ୍ଦ୍ରାପଡ଼ା: ବାରମ୍ବାର ବିଦ୍ୟୁତ କାଟ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନକୁ ନେଇ କଂଗ୍ରେସ କର୍ମୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି…

ବସ୍ତରରେ ବିଜେପି ନେତାଙ୍କୁ ହତ୍ୟା ପରେ ହାତଲେଖା ନୋଟ୍ ଛାଡି ନକ୍ସଲ ଦେଲେ ଚେତାବନୀ

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଆତଙ୍କବାଦର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ନକ୍ସଲମାନେ ବୁଧବାର ଦିନ ଜଣେ ବିଜେପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହା ଏହି ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ହତ୍ୟାର ଶିକାର ହୋଇଥିବା ପୂର୍ବତନ ସରପଞ୍ଚ କାକା…

୯୩ଟି ସରକାରୀ ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ୱର: 'ଆମ ହସ୍ପିଟାଲ' ଯୋଜନାରେ ଅନ୍ତର୍ଭୁକ୍ତ ୯୩ଟି ଡାକ୍ତରଖାନାରେ ଆହାର କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଚାର କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିବେଦନ କରିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ସ୍ୱାସ୍ଥ୍ୟ…

ମନରେଗା କାମ ପାଇଁ ଗ୍ରାମସାଥୀଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବାଟେମୁରା ଓ ବରଗାଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ । ଗ୍ରାମସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଣତୀ ସାହୁଙ୍କୁ…

ସାଫ କପ :ଛେତ୍ରୀଙ୍କ ହ୍ୟାଟ୍ରିକ ଗୋଲ ବଳରେ ପାକିସ୍ତାନକୁ ହରାଇଲା ଭାରତ

ବାଙ୍ଗାଲୋର: ଚଳିତ ସାଫ କପ ଫୁଟବଲରେ ଭାରତ ତାର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ ଭାରତ ପାଇଁ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।…

ପକ୍ଷୀଙ୍କ ମଳରୁ ପ୍ରସ୍ତୁତ ହେଉଛି କଫି, ପିଇବା ପାଇଁ ସମସ୍ତେ ସମର୍ଥ ନୁହଁନ୍ତି

ବ୍ରାଜିଲ: ଅନେକ ଲୋକ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଦୁନିଆର ସବୁଠୁ ଦାମୀ କଫି ପିଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଆମେ ଆପଣଙ୍କୁ ସେହି କଫି ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ମାସିକ ଦରମା ଏହାର ମୂଲ୍ୟ ସହିତ ସମାନ । ଏହି କଫି…

ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ , ଦେଖିବାକୁ ଲୋକଙ୍କ ଭିଡ଼

ଆଲ୍ଲାହାବାଦ: ବିଶ୍ୱର ଅନେକ ପୁରାତନ ଜିନିଷ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ଦେଖିଛନ୍ତି କି? ଏହି ଅନନ୍ୟ କଳାକୃତି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଯାହା ବିଶ୍ୱର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ବୋଲି ଦାବି…