Latest Odisha News

BREAKING NEWS

Browsing Category

ଫିଚର

ଇଡି ହାଜତରେ କାନ୍ଦି ପକାଇଲେ ତାମିଲ୍‌ନାଡୁ ମନ୍ତ୍ରୀ ସେନ୍ଥିଲ୍‌ ବାଲାଜୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ତାମିଲନାଡୁର ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀ ଗିରଫ। ମଙ୍ଗଳବାର ରାତିରେ ମନ୍ତ୍ରୀଙ୍କୁ ଗିରଫ କରିଛି‘ଇଡି’। ଦିନରେ ବାଲାଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଘର ତଲାସ କରିବା ପରେ…

ଭୋଜିରୁ ଫେରୁଥିଲେ: ହାଇୱାକୁ ଧକ୍କା ଦେଲା କାର୍‌, ପରିବାରର ୫ ସଦସ୍ୟ ମୃତ

ବଲାଙ୍ଗୀର: ଜିଲ୍ଲାର ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱାକୁ ପଛପଟୁ ଧକ୍କା ଦେଲା କାର୍‌। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ…

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ, ଖର୍ଚ୍ଚ ହେବ ୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଦେଶରେ ବିପର୍ଯ୍ୟୟର ମୁକାବିଲା ପାଇଁ ତିନି ପ୍ରକଳ୍ପରେ ଖର୍ଚ୍ଚ ହେବ ୮ ହଜାର କୋଟି…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ

କଟକ: ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାଙ୍କର ବୟାନ ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସଡିଜେଏମ୍)ଙ୍କ ଆଗରେ ହୋଇଛି । କୋର୍ଟରେ 164 ଧାରାରେ ରେକର୍ଡ କରାଯାଇଛି ଏହି ବୟାନ। ଭଟ୍ଟଙ୍କ ବିରୋଧରେ ବିବାହ, ଠକେଇ, ନିର୍ଯାତନା, ଶୋଷଣ ଭଳି…

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ, ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଇଥିଲେ । ନିଟ୍ ୟୁଜି ରେଜଲ୍ଟ https://neet.nta.nic.in/,…

୬୦ ଲକ୍ଷ ମୂଷା ମାରିବା କାର୍ଯ୍ୟକ୍ରମ ବାତିଲ

ପ୍ୟାରିସ: ଏଠାକାର ଲୋକ ଏବେ ମୂଷାଙ୍କ ସହ ଏକତ୍ର ରହିବାକୁ ବାଧ୍ୟ ହୋଇଛନ୍ତି । ପ୍ୟାରିସରେ ଦ୍ରୁତ ବେଗରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହା ଦେଖି ପ୍ରଶାସନ ୬୦ ଲକ୍ଷ ମୂଷାଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏ ବାବଦକୁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ…

ନିଜ ବିବାହକୁ କେବଳ ୩ ଅତିଥିଙ୍କୁ ନିମନ୍ତ୍ରଣ କଲେ ଯୁବକ: କହିଲେ ମୋର ବିବାହ, ମୋର ଇଚ୍ଛା…

ବିବାହ ହେଉଛି ଏପରି ଗୋଟେ କାର୍ଯ୍ୟ, ଯେଉଁଥିରେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଟିକେ ଉଣା ରହିଯାଇଥାଏ । ବିଶେଷକରି ବିବାହକୁ ଆସୁଥିବା ଅତିଥିମାନେ ବେଶୀ ଭୁଲ ଖୋଜିଥାନ୍ତି । ଏବେ ଜଣେ ଯୁବକ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ତାଙ୍କ ବିବାହ ଉତ୍ସବକୁ ମାତ୍ର ୩ ଜଣଙ୍କୁ…

ଫୁଟବଲ ପ୍ରତିଭା ଦେଖାଇବାକୁ ସାଲିଆସାହିରୁ ଯିବେ ସ୍ପେନ୍

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିର ସୁଲେଖା କହଁର (୧୬) ଓ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁର ଶ୍ରୀଜଳ କିସ୍କୁ (୧୨)ଙ୍କ ପାଇଁ ଏହା ଏକ ନିଆରା ଆନନ୍ଦ ତଥା ମୁହୂର୍ତ୍ତ। ୟୁରୋପୀୟ ରାଷ୍ଟ୍ରରେ ନିଜର ଫୁଟବଲ ଖେଳର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସ୍ପେନର ପ୍ରଶିକ୍ଷକମାନେ…

୨୦୨୩ରେ ଭାରତ ଛାଡ଼ି ବିଦେଶ ଯାଇ ପାରନ୍ତି ୬, ୫୦୦ ଧନୀ

ନୂଆଦିଲ୍ଲୀ: ଦେଶ ଛାଡ଼ିବେ ଧନୀ ନାଗରିକ । ପୂର୍ବ ବର୍ଷ ଭଳି ଏ ବର୍ଷ ବି କିଛି ଧନୀ ଭାରତୀୟ ଦେଶ ଛାଡ଼ିବେ ବୋଲି ଜଣାପଡ଼ିଛି । ବିଶ୍ୱବ୍ୟାପୀ ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ୍ ଉପରେ ନଜର ରଖୁଥିବା ହେନଲେର ରିପୋର୍ଟ ଅନୁସାରେ ୨୦୨୩ରେ ପ୍ରାୟ ୬ ହଜାର ୫୦୦ ଜଣ ଧନୀ ଶ୍ରେଣୀର ଲୋକ ଭାରତ…