Latest Odisha News

BREAKING NEWS

Browsing Category

ଫିଚର

ଭୟଙ୍କର ଗ୍ରୀଷ୍ମପ୍ରବାହ; ୭୨ ଘଣ୍ଟା ମଧ୍ୟରେ ୫୪ ମୃତ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରେଦଶର ବଲିୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୩ ଦିନ ମଧ୍ୟରେ ଅତିକମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦୦ ଅସୁସ୍ଥଙ୍କର ଚିକିିତ୍ସା ଚାଲିଛି ।   ମାତ୍ରାଧିକ ତାତି ଓ   ଭୀଷଣ ଗ୍ରୀଷ୍ମ ପ୍ରବାହ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।  ଡାକ୍ତରଙ୍କ କହିବା…

୧୮୦ ରୁ ଅଧିକ ଦେଶ ସହ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଜୁନ୍ ୨୧ ହେଉଛି ବିଶ୍ୱ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘର ମୁଖ୍ୟାଳୟରେ ରହିବେ। ଯୋଗ ଦିବସରେ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।…

ପ୍ରଶାସନିକ ସେବାଠୁ ଖଣି, ବ୍ୟବସାୟ ସବୁଠି ଦକ୍ଷିଣ ଭାରତୀୟଙ୍କ ରାଜ; ଏହା ଖାଲି ସଂଯୋଗ ନା ସୁଚିନ୍ତିତ ପ୍ରୟାସ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଜଣେ ହେଲେ ବି ଓଡ଼ିଆ ଅଧିକାରୀ ନାହାନ୍ତି ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ୩ ଜଣ ଦକ୍ଷିଣ ଭାରତୀୟ ଅଫିସର । ସେତିକି ନୁହେଁ, ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କର…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମେଥି ପାଣି, ଅନେକ ରୋଗରୁ କରେ ରକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ। ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି ଦାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞ…

ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତି: ଆଜି କମିପାରେ ତାପମାତ୍ରା

ଭୁବନେଶ୍ୱର:ଆଷାଢରେ ନିଆଁ ବର୍ଷା । ମୌସୁମୀ ଆସିବାକୁ ତଥାପି ଡେରି ଅଛି । ପ୍ରାକ ମୌସୁମୀ ବର୍ଷା ବି ନାହିଁ । ଅନ୍ୟପକ୍ଷେ ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି । ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜଧାନୀବାସୀଙ୍କ…

ରାଜ୍ୟରେ ସଚିବ ଅଛନ୍ତି, ତେଣୁ ବ୍ୟୟବହୁଳ ନିର୍ବାଚନ ନହେବା ଦରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନାଁ ନେଇ 5ଟି ସଚିବଙ୍କ କାର୍ଯ୍ୟଧାରାକୁ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏବେର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟି ଯାଇଛି। ତିନି ରାଜନୈତିକ ଦଳର ନେତା ଏହାକୁ ନେଇ ବୟାନବାଜି କରୁଛନ୍ତି। ଏହାରି ଭିତରେ ରାଜ୍ୟର ପୂର୍ବତନ…

ଟାଟୁ ବନେଇଥିବା ଲୋକେ କରିପାରିବେନି ରକ୍ତଦାନ, ହୋଇପାରେ ବିପଦ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରନ୍ତି। ଟାଟୁ ତିଆରି କରିବାର ଏକ ଧାରା ପାଲଟିଯାଇଛି। କିନ୍ତୁ ଡାକ୍ତରମାନେ କୁହନ୍ତି ଯେ, ଯେଉଁମାନଙ୍କର ରକ୍ତ…

ଏଵେ ଆଦାନୀ ଗ୍ରୁପ ବିକ୍ରି କରିବ ଟ୍ରେନ ଟିକେଟ୍!

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇଜେସ୍ ଖୁବ୍ ଶୀଘ୍ର ଅନଲାଇନରେ ଟ୍ରେନ୍ ଟିକେଟ୍ ବିକ୍ରି ବ୍ୟବସାୟ କରିବାକୁ ଯାଉଛି। ଏହା ସହିତ ଆଦାନୀ ଗ୍ରୁପ ଅନଲାଇନରେ ଟ୍ରେନ ଟିକେଟ୍ ବୁକିଂ ବ୍ୟବସାୟରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଏକଚାଟିଆ ବ୍ୟବସାୟକୁ…

ଯୁବକର ଖଣ୍ଡା ଚୋଟରେ ଦୁଇ ମହିଳାଙ୍କ ମୃତ୍ଯୁ

ପାରାଦୀପ: ଏକ୍ସପ୍ରେସ୍ ୱେ କଲୋନୀରେ ଯୁବକର ଉନ୍ମତ୍ତ କାଣ୍ଡ। ଯୁବକର ଖଣ୍ଡା ଚୋଟରେ ୨ ମହିଳା ମୃତ। ରବିବାର ଜଗତତ୍ସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର ଏକ୍ସପ୍ରେସୱେ କଲୋନୀରେ ଏହି ହତ୍ୟାକାଣ୍ଡ ସମସ୍ତଙ୍କୁ ହତବାକ କରିଦେଇଛି। ଜଣେ ମୃତକଙ୍କ ନାମ ମୀନାରାଣି ସାହୁ (୫୦) ଏବଂ ଅନ୍ୟଜଣେ…