Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ପଞ୍ଝାରେ ରାଜସ୍ଵ ସହାୟକ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବଲାଙ୍ଗିର: ଭିଜିଲାନ୍ସ ପଞ୍ଝାରେ ରାଜସ୍ଵ ସହାୟକ । ମୁରିବାହାଲ ତହସିଲର ରାଜସ୍ଵ ସହାୟକ ତଥା ରେକର୍ଡ କିପର ହେବଲେଟ ବାର୍ଲାଙ୍କୁ ଧରିଛି ଭିଜିଲାନ୍ସ । ଜମି ପଟ୍ଟା କରାଇଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଅଫିସ ସହ…

ଶ୍ରୀମନ୍ଦିରରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଭକ୍ତ, ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ନୂଆ ଏସଓପି

ପୁରୀ: ଖୁବଶୀଘ୍ର ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ହେବ ସହଜ । ଆଜି ଏନେଇ ଛତିଶାନିଯୋଗ ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ । ସେମାନଙ୍କୁ ପ୍ରଥମେ ହୁଇଲ୍…

ଶଙ୍ଖ ଛାଡି ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର: ଶଙ୍ଖ ଛାଡି ପଦ୍ମ ଧରିଲେ ଗାପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେଲେ ପ୍ରଦୀପ ପାଣିଗ୍ରାହୀ । ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ ପ୍ରଦୀପ। ଗତ କିଛି ଦିନ ତଳେ ପ୍ରଦୀପ…

ଆରପାରିରେ କିମ୍ବଦନ୍ତୀ ରେଡିଓ ଉପସ୍ଥାପକ ଅମିନ ସାୟାନୀ

ନୂଆଦିଲ୍ଲୀ: ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନୀଙ୍କ ପରଲୋକ । ୯୧ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଛନ୍ତି ଭାରତର ଏହି ମହାନ ରେଡିଓ ଘୋଷକ । ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି…

ଛତିଶା ନିଯୋଗ ବୈଠକ: ମାର୍ଚ୍ଚ ୧୯ ସୁଦ୍ଧା ନାଟମଣ୍ଡପ କାମ ଶେଷ ନେଇ ନିଷ୍ପତ୍ତି ସେପଟେ ରତ୍ନଭଣ୍ଡାର ଉତ୍ତରପାର୍ଶ୍ଵ…

ପୁରୀ: ନାଟମଣ୍ଡପ ମରାମତି ନେଇ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ନାଟମଣ୍ଡପ ମରାମତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିରରେ ନୀତିନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ସୂଚନା ମୁତାବକ, ରାତ୍ର ୨ ଟା ରୁ ଦ୍ୱାରଫିଟା ଯାଇ ରାତ୍ରୀ ୧୧ ଟା ରେ ପହୁଡ…

ସାଂସଦ ଶଶି ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଜାତିସଂଘର ପୂର୍ବତନ କୂଟନୀତିଜ୍ଞ ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ 'ସେଭେଲିୟର୍ ଡି ଲା ଲେଜନ୍ ଡି’ହୋନୁର୍' ପ୍ରଦାନ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲାର୍ଚରଙ୍କ ଦ୍ୱାରା ଥରୁରଙ୍କୁ ସମ୍ମାନିତ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଜାଣନ୍ତୁ କାହିଁକି ପାଳନ ହୁଏ? କ’ଣ ରହିଛି ଏହା ପଛର ଇତିହାସ….

ଭୁବନେଶ୍ବର: ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ୟୁନେସ୍କୋ ପକ୍ଷରୁ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା । ପରେ ୨୧ ଫେବୃୟାରୀ ୨୦୦୦…

ପରଲୋକରେ ବରିଷ୍ଠ ଆଇନଜୀବୀ ଫାଲି ଏସ୍ ନରିମନ

ନୂଆଦିଲ୍ଲୀ: ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫାଲି ଏସ୍‌ ନରିମନ । ୯୫ ବର୍ଷ ବୟସରେ ଓକିଲ ଫାଲି ଏସ୍‌ ନରିମନ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ନରିମନଙ୍କ ପରଲୋକ ହୋଇଛି । ବିଖ୍ୟାତ ଆଇନଜୀବୀ ଫାଲି ନରିମନ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ।…

ମହା ଶିବରାତ୍ରୀ ୨୦୨୪: ଲିଙ୍ଗରାଜ ମନ୍ଦିରରେ ରାତି ୧୦ରୁ ୧୦ଟା ୩୦ ଭିତରେ ଉଠିବ ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବ ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର । ଏନେଇ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଆରମ୍ଭ ହୋଇଗଲାଣି ଜାଗର ପ୍ରସ୍ତୁତି । ସେପଟେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ସବୁଥର ପରି ଚଳିତବର୍ଷ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଚତୁର୍ଦ୍ଧା ମୂର୍ତ୍ତିଙ୍କର ହେବ ମହାସ୍ନାନ

ପୁରୀ: ଆଜି ମାଘ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ରତ୍ନବେଦୀରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତମାନେ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏହା ଏକ…