Latest Odisha News

BREAKING NEWS

Browsing Category

ଫିଚର

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ମୃତଦେହର ଫଟୋ ଜାରି କଲେ ସରକାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଶୁକ୍ରବାର ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୃତକଙ୍କ ମଧ୍ୟରୁ ୮୮ଟି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ୧୮୭ଟି ମୃତଦେହ ଏଯାବତ୍ ଚିହ୍ନଟ ହୋଇ ପାରି…

ଭୁବନେଶ୍ୱର ଏମ୍ସରେ ଶହେରୁ ଅଧିକ ମର ଶରୀର, କଲ ସେଣ୍ଟର ବୁଲି ଦେଖିଲେ ତାମିଲନାଡୁର ଦୁଇ ମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ସଂଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏବେ ବି ଶତାଧିକ ଶବର ଚିହ୍ନଟ ହୋଇପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସତ୍ୟନଗରସ୍ଥିତ ବିଏମସି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍ ଆବଶ୍ୟକତା…

ଦୁର୍ଘଟଣାରେ ହଜାରେରୁ ଅଧିକ ଯାତ୍ରୀ ଆହତ, ୧୦୦ ଗୁରୁତର କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭ୍ୟ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ୱର ଏମ୍ସର ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଏହାପରେ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲ…

ଶ୍ରୀମନ୍ଦିର ଭିତରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ

ପୁରୀ: ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ଶ୍ରୀମନ୍ଦିର ଭିତରେ ହଠାତ ଜଣେ ଭକ୍ତ ଅସୁସ୍ଥତା ଅନୁଭବ କରିଥିଲେ ।  ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ମୃତକ ଜଣକ ରାଜସ୍ଥାନର…

ଟ୍ରେନ ସେବା ପ୍ରଭାବିତ, କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୋଲକାତାକୁ ନିୟମିତ ଟ୍ରେନ୍ ସେବା ବ୍ୟାହତ ହୋଇଛି। ଏହାପରେ ଲୋକମାନଙ୍କ ଯିବା ଆସିବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ସେପଟେ ଏହାର ଫାଇଦା ନେଇ ଅନେକ ବସରେ ଭଡା ମନ ଇଚ୍ଛା ନିଆଯାଉଥିବା ସୂଚନା ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ…

ଦୁର୍ଘଟଣା ଦିନ କରମଣ୍ଡଳର ବେଗ ଥିଲା ଅଧିକ; ଘଣ୍ଟାପ୍ରତି ୧୧୦ ବଦଳରେ ୧୨୮ କିମି ବେଗରେ ଧାଉଁଥିଲା

ଭୁବନେଶ୍ୱର:  ବାହାନଗା ଟ୍ରେନ ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସର ବେଗ ଥିଲା ଘଣ୍ଟାପ୍ରତି ୧୨୮ କିମି । ସେଦିନ ସିଗନାଲ ମଧ୍ୟ ଫେଲ ହୋଇଥିଲା । ବାହାନଗରା ଟ୍ରେନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଏମିତି କିଛି ତଥ୍ୟ ରହିଛି । ଦୁର୍ଘଟଣାର ୨୪ ଘଣ୍ଟା ପରେ ମିଳିତ ଟିମ ତଦନ୍ତ…

ଦୁର୍ଘଟଣା ପରେ ଷ୍ଟେସନ ଦାୟିତ୍ୱରେ ଥିବା ଏସବି ମହାନ୍ତି ଫେରାର, ମନ୍ତ୍ରୀ କହିଛନ୍ତି ଦାୟୀ ଲୋକଙ୍କୁ ଚିହ୍ନଟ କରିଛୁ

ବାହାନଗା: ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଯିିଏ ଦୋଷୀ ସେ ଦଣ୍ଡ ପାଇବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏହି କଥାକୁ ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି। ଏହାପରେ ଜଣାପଡ଼ିଛି ଯେ ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଏସବି ମହାନ୍ତି…

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ରୁତୁରାଜ ଗାଏକ୍ୱାଡ଼

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ବ୍ୟାଟର ରୁତୁରାଜ ଗାଏକ୍ୱାଡ଼। ଗତକାଲି(ଜୁନ ୨) ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି। ଚଳିତ ସିଜନରେ ଚେନ୍ନାଇ ପାଇଁ ରୁତୁରାଜ ଗାଏକ୍ୱାଡ଼ ଜବରଦସ୍ତ…

ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ

ଓଡ଼ିଆ ସାହିତ୍ୟ ଜଗତରେ ସତ୍ୟନାରାୟଣ ଗନ୍ତାୟତ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ସମ୍ଭକାର ତଥା ବ୍ୟଙ୍ଗକାର। ଅନୁଭବ ଓ ଅନୁଭୁତିରେ ସିକ୍ତ ତାଙ୍କ ସର୍ଜନା ସମୂହ ସାଉଁଟି ପାରିଛି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ…

ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କେମିତି ଚାଲିଛି, ମୋଦୀଙ୍କୁ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ବାହାନଗା ଟ୍ରେନ ଦୁର୍ଘଟଣା ଓ ଆହତଙ୍କ ଚିକିତ୍ସା ବାବଦରେ ଦୁଇ ଶୀର୍ଷ ନେତା କଥା ହୋଇଛନ୍ତି। ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ବିଶେଷ କରି ରେଳ…