Latest Odisha News

BREAKING NEWS

Browsing Category

ଫିଚର

ବିବାହର ଶୁଭ ମୁହୂର୍ତ୍ତ ଗଡ଼ି ଯାଉଥିଲା,ଜାମ୍‌ରେ ଫସି ରହିଥିବା ବର ଗଲେ ବାଇକ୍‌ରେ

ଝାରଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ, ଯାହା ଆମକୁ ହସି ହସି ବେଦମ କରୁଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ବି କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ଟ୍ରାଫିକ୍ ଜାମ୍‌ରେ ଫସି ରହିଥିବା ଜଣେ ବର ବାଇକ୍‌ରେ ଯାଉଛନ୍ତି । କାରଣ…

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍…

ବିବାହ ମଣ୍ଡପରୁ କନ୍ୟା ଫେରାର, ୧୩ ଦିନ ମଣ୍ଡପରେ ଜଗି ରହିଲା ବର

ରାଜସ୍ଥାନ: ନିଜ ବିବାହକୁ ନେଇ ଖୁସି ନ ଥିବା ବର ହେଉ ବା କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯିବା କିଛି ନୂଆ କଥା ନୁହେଁ । ଅନେକ କ୍ଷେତ୍ରରେ ଯଦି କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯାଏ , ତାହାହେଲେ ବର ଶିଶୁପାଳ ହୋଇଥାଏ । ନଚେତ୍ ଆପୋଷ ମିଳାମିଶାରେ କନ୍ୟାର ସାନ ଭଉଣୀକୁ ବିବାହ କରି…

ଟିକାୟତଙ୍କ ଅନୁରୋଧ ଯୋଗୁ ରେସଲରମାନେ ପଦକ ବିସର୍ଜନ କଲେନି, ୫ ଦିନର ସମୟ ଦିଆଗଲା

ହରିଦ୍ୱାର: ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲମାନେ ଆଜି ସେମାନଙ୍କ ପଦକ ବିସର୍ଜନ କରିବା ପାଇଁ ଗଙ୍ଗା ଘାଟରେ ପଂହଚିଥିଲେ । ସେଠାରେ ଦୀର୍ଘ ସମୟ ଧରି କାନ୍ଦିଥିଲେ । ଏହି ସମୟରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ଅନେକ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ତାଙ୍କୁ…

‘ମଣିପୁର ପଛରେ ବିଜେପିର ଗୁପ୍ତ ଏଜେଣ୍ଡା’

ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ହିଂସା ଯୋଗୁ ମଣିପୁର ଜଳିବା ସହ ବହୁ ଧନଜୀବନ ହାନି ହୋଇଛି। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ…

ମଣିପୁର ନିଆଁ, ‘ସମ୍ମାନ ଦିଅ ନ ହେଲେ ସମ୍ମାନ ଫେରାଇ ଦେବୁ’

ଇମ୍ଫାଲ: ପାଖାପାଖି ମାସେ ହେଲା ମେ ୩ରୁ ମଣିପୁର ଅଶାନ୍ତ ହୋଇ ପଡ଼ିଛି । ଏବେ ସୁଦ୍ଧା ହିଂସାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି କେବେ ହେବ ସ୍ୱାଭାବିକ ? ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଅଲମ୍ପିକ ପଦକ ବିଜେତା ମୀରାବାଇ ଚାନୁଙ୍କ ସହ ୧୧ କ୍ରୀଡ଼ାବିତ୍…

କଂଗ୍ରେସ ରାସ୍ତାରେ ଆନ୍ଧ୍ରର ଟିଡିପି, ଆପଣାଇଲା ଗ୍ୟାରେଣ୍ଟି ଫଣ୍ଡା

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଆସନ୍ନ ବିଧାନସଭା ନିର୍ବାଚନକୁ ଦେଖି ଦେଶର ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ବିଶେଷ କରି ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିଭିନ୍ନ ଆଗୁଆ ସ୍କିମ ଘୋଷଣା ବେଶ ଲାଭଦାୟୀ ହେଉଛି।…

କର୍ଣ୍ଣାଟକର ଗ୍ୟାରେଣ୍ଟି, ସବୁଆଡେ ଜିତାଇବ!

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ବଢୁଛି ଚାପ। ଲୋକଙ୍କଠୁ ଆରମ୍ଭ କରି ବିରୋଧୀ ଚାପ ପକାଉଥିବା ବେଳେ ଖୋଦ ଦଳୀୟ ହାଇକମାଣ୍ଡଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ଗ୍ୟାରେଣ୍ଟି ପୂରଣ ପାଇଁ କୁହାଯାଇଛି। ଯାହାକୁ ନେଇ ସିଦ୍ଦରମେୟା ସରକାରଙ୍କ ଚିନ୍ତା…

ମହମ୍ମଦ ଅଲୀ ବି ନଦୀରେ ଫିଙ୍ଗିଥିଲେ ଅଲିମ୍ପିକ ମେଡାଲ

ନୂଆଦିଲ୍ଲୀ: ଭାରତୀୟ ରେସଲରଙ୍କ ପ୍ରଦର୍ଶନ ଏବେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ସେମାନଙ୍କ ଧାରଣ ରାଜନୈତିକ ରୂପ ମଧ୍ୟ ନେଇସାରିଛି । ନୂତନ ସଂସଦ ଭବନ ଯିବାବେଳେ ପୋଲିସ ରେସଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅଜବ ଚାକିରି: ପକ୍ଷୀ ଘଉଡ଼ାଇଲେ ଦିନକୁ ମିଳିବ ୨୦ ହଜାର ଟଙ୍କା

ଲଣ୍ଡନ: ଚାକିରି ମିଳୁଛି । ଦରମା ଦିନକୁ ୨୦ ହଜାର ଟଙ୍କା । ବୟସ ଯାହା ହେଉନା କାହିଁକି ଉଚିତ୍ ଆବେଦନକାରୀଙ୍କୁ ମିଳିବ ସୁଯୋଗ । କାମ ହେଲା ସମୁଦ୍ର କୂଳରେ ଜଗି ରହି ପକ୍ଷୀ ଘଉଡ଼ାଇବା । କାମ ବି ଏତେ କଷ୍ଟକର ନୁହେଁ । ଯଦି ଆପଣ ଏହି ଚାକିରି ପାଇଁ ଆଶାୟୀ ତେବେ ପୁରା ପାଠଟି ପଢନ୍ତୁ ।…